ଢିଞ୍ଚାକ୍ ପୂଜାଙ୍କ ନୂଆ ଗୀତ ହେଲା ଭାଇରାଲ: ପ୍ରଥମ ଦିନରେ ଦୁଇ ଲକ୍ଷ ଲୋକ ଦେଖିଲେ ଭିଡ଼ିଓ

<p>ମୁମ୍ବାଇ: ୟୁଟ୍ୟୁବ କୁଇନ ଢିଞ୍ଚାକ ପୂଜା ପୁଣି ଏକ ନୂଆ ଗୀତ ସୋସିାଲ ମିଡିଆରେ ଛାଡିଛନ୍ତି। ଗୀତର ନାଁ ରହିଛି ବାପୁ ଦେଦେ ଥୋଡା କ୍ୟାସ୍। ପୂର୍ବରୁ କପି ରାଇଟ ଆକ୍ଟ ଦର୍ଶାଇ ପୂଜାଙ୍କ ସବୁ ଗୀତକୁ ଯୁଟ୍ୟୁବରୁ କାଟି ଦିଆଯାଇଥିଲା। ତେବେ ପ୍ରଥମ ଥର ପାଇଁ ଏହି ଗୀତରେ ଢିଞ୍ଚାକ ପୂଜା ନଜରରେ ଆସି ନାହାଁନ୍ତି। ୨ ମିନିଟର ଏହି ଗୀତକୁ, ପ୍ରଥମ ଦିନରେ ଦୁଇ ଲକ୍ଷ ଲୋକ ଦେଖି ସାରିଲେଣି। ପୂଜା ନିଜର ବେସୁରା ଗୀତ ପାଇଁ ୟୁଟ୍ୟୁବରେ ଖୁବ ଲୋକପ୍ରିୟ। ତାଙ୍କର ଦିଲୋଁ କା ସ୍କୁଟର ଗୀତକୁ ସୋନୁ ନିଗମ ଗାଇ ଚର୍ଚ୍ଚାକୁ ଆସିଥିଲେ। ଏତେ ସମାଲୋଚନା କରାଯିବା ପରେ ମଧ୍ୟ ଢିଞ୍ଚାକ୍ ପୂଜା ହାର ମାନି ନାହାଁନ୍ତି। ପୁଣି ଥରେ ୟୁଟ୍ୟୁବରେ ନୂଆ ଗୀତ ଛାଡି ଚର୍ଚ୍ଚାକୁ ଆସିଛନ୍ତି।</p>

Ordigital Desk
  • Published: Tuesday, 25 July 2017
  • Updated: 25 July 2017, 07:46 PM IST

Sports

Latest News

<p>ମୁମ୍ବାଇ: ୟୁଟ୍ୟୁବ କୁଇନ ଢିଞ୍ଚାକ ପୂଜା ପୁଣି ଏକ ନୂଆ ଗୀତ ସୋସିାଲ ମିଡିଆରେ ଛାଡିଛନ୍ତି। ଗୀତର ନାଁ ରହିଛି ବାପୁ ଦେଦେ ଥୋଡା କ୍ୟାସ୍। ପୂର୍ବରୁ କପି ରାଇଟ ଆକ୍ଟ ଦର୍ଶାଇ ପୂଜାଙ୍କ ସବୁ ଗୀତକୁ ଯୁଟ୍ୟୁବରୁ କାଟି ଦିଆଯାଇଥିଲା। ତେବେ ପ୍ରଥମ ଥର ପାଇଁ ଏହି ଗୀତରେ ଢିଞ୍ଚାକ ପୂଜା ନଜରରେ ଆସି ନାହାଁନ୍ତି। ୨ ମିନିଟର ଏହି ଗୀତକୁ, ପ୍ରଥମ ଦିନରେ ଦୁଇ ଲକ୍ଷ ଲୋକ ଦେଖି ସାରିଲେଣି। ପୂଜା ନିଜର ବେସୁରା ଗୀତ ପାଇଁ ୟୁଟ୍ୟୁବରେ ଖୁବ ଲୋକପ୍ରିୟ। ତାଙ୍କର ଦିଲୋଁ କା ସ୍କୁଟର ଗୀତକୁ ସୋନୁ ନିଗମ ଗାଇ ଚର୍ଚ୍ଚାକୁ ଆସିଥିଲେ। ଏତେ ସମାଲୋଚନା କରାଯିବା ପରେ ମଧ୍ୟ ଢିଞ୍ଚାକ୍ ପୂଜା ହାର ମାନି ନାହାଁନ୍ତି। ପୁଣି ଥରେ ୟୁଟ୍ୟୁବରେ ନୂଆ ଗୀତ ଛାଡି ଚର୍ଚ୍ଚାକୁ ଆସିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos