ଭାଇରାଲ୍ ହେଉଛି କପିଲ୍‌ଙ୍କ ରିସେପ୍‌ସନ୍‌ରେ 'ଦୀପ୍‌ବୀର'ଙ୍କ ଡ୍ୟାନ୍‌ସ

ମୁମ୍ବାଇ: ବଲିଉଡ୍‌ର ନବବିବାହିତ ଦମ୍ପତି ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ତାଙ୍କ ଅଭିନେତା ପତିଦେବ ରଣବୀର୍ ସିଂହ ଏବେ ସବୁଠି ଚର୍ଚ୍ଚାରେ। ଏହି ଯୋଡ଼ି ଏବେ ଯେଉଁ ପାର୍ଟିକୁ ଯାଉଛନ୍ତି, ସେହି ପାର୍ଟିର ଆକର୍ଷଣ ବଢ଼ାଇ ଦେଉଛନ୍ତି। ନିକଟରେ ଇଶା ଅମ୍ବାନୀଙ୍କ ବାହାଘରରେ ଏହି ଯୋଡ଼ି ଖୁବ୍‌ ଧୂମ୍‌ ମଚାଇଥିଲେ। ପ୍ରିୟଙ୍କା ଚୋପ୍ରାଙ୍କ ରିସେପ୍‌ସନ୍‌ ପାର୍ଟିରେ ମଧ୍ୟ ‘ଦୀପ୍‌ବୀର୍‌’  ଅନେକ ମସ୍ତି ଓ ଡ୍ୟାନ୍‌ସ କରିଥିଲେ। ଆଉ ଏବେ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ବାହାଘର ରିସେପ୍‌ସନ ପାର୍ଟିରେ ‘ଦୀପ୍‌ବୀର୍‌’ଙ୍କ […]

deepikaaa

deepikaaa

Chinmayee Roy
  • Published: Tuesday, 25 December 2018
  • Updated: 26 December 2018, 01:26 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ନବବିବାହିତ ଦମ୍ପତି ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ତାଙ୍କ ଅଭିନେତା ପତିଦେବ ରଣବୀର୍ ସିଂହ ଏବେ ସବୁଠି ଚର୍ଚ୍ଚାରେ। ଏହି ଯୋଡ଼ି ଏବେ ଯେଉଁ ପାର୍ଟିକୁ ଯାଉଛନ୍ତି, ସେହି ପାର୍ଟିର ଆକର୍ଷଣ ବଢ଼ାଇ ଦେଉଛନ୍ତି। ନିକଟରେ ଇଶା ଅମ୍ବାନୀଙ୍କ ବାହାଘରରେ ଏହି ଯୋଡ଼ି ଖୁବ୍‌ ଧୂମ୍‌ ମଚାଇଥିଲେ। ପ୍ରିୟଙ୍କା ଚୋପ୍ରାଙ୍କ ରିସେପ୍‌ସନ୍‌ ପାର୍ଟିରେ ମଧ୍ୟ 'ଦୀପ୍‌ବୀର୍‌'  ଅନେକ ମସ୍ତି ଓ ଡ୍ୟାନ୍‌ସ କରିଥିଲେ।

ଆଉ ଏବେ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ବାହାଘର ରିସେପ୍‌ସନ ପାର୍ଟିରେ 'ଦୀପ୍‌ବୀର୍‌'ଙ୍କ ଡ୍ୟାନ୍‌ସ 'ଚାର୍‌ ଚାନ୍ଦ୍‌' ଲଗାଇ ଦେଇଛି। ରଣବୀର୍‌ ଓ ଦୀପିକା ସୋମବାର କପିଲ୍‌ଙ୍କ ରିସେପସନ୍‌ ପାର୍ଟିରେ ଧୁମ୍‌ ଡ୍ୟାନ୍‌ସ୍‌ କରିବା ସହ ଗୀତ ମଧ୍ୟ ଗାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। 'ଦୀପ୍‌ବୀର୍‌'ଙ୍କର ଏହି ଭିଡିଓକୁ ଫ୍ୟାନ୍‌ସ୍‌ ବହୁତ ପସନ୍ଦ କରୁଛନ୍ତି।

https://www.instagram.com/p/BryIw0NjQUq/?utm_source=ig_web_copy_link

ଭିଡିଓରେ ଦେଖିବାକୁ ମିଳୁଛି ଯେ ପାର୍ଟିରେ ସିଙ୍ଗର୍‌ ମିକା ସିଂହ ଗୀତ ଗାଉଥିବା ବେଳେ ତାଙ୍କୁ ସାଥ ଦେଇଛନ୍ତି କପିଲ୍‌। ଆଉ ଏମାନଙ୍କ ଗୀତର ତାଳେ ତାଳେ ନାଚୁଛନ୍ତି 'ଦୀପ୍‌ବୀର୍‌'। ଦୁହିଁଙ୍କର ଏହି  ଡ୍ୟାନ୍‌ସ୍‌ ଓ ମସ୍ତି ଦେଖି ଅନ୍ୟମାନେ ମଧ୍ୟ ଝୁମି ଉଠିଛନ୍ତି।

https://www.instagram.com/p/BryEj3-DAqg/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story