ଭିନ୍ନ ରୂପରେ ଆସିବେ ଦିଶା; ଜାଣନ୍ତୁ କେଉଁ ଷ୍ଟାର୍‌ଙ୍କ ଝିଅଙ୍କୁ ହଟାଇ ତାଙ୍କୁ ଦିଆଗଲା ସୁଯୋଗ

ନୂଆଦିଲ୍ଲୀ: ଅଭିନେତ୍ରୀ ଦିଶା ପାଟନୀ ମାତ୍ର ଦୁଇଟି ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। ସେ ଦୁଇଟି ହେଉଛି ‘କୁଙ୍ଗ୍ ଫୁ ୟୋଗା’ ଓ ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’। କିନ୍ତୁ ତାଙ୍କ ପପୁଲାରିଟି କୌଣସି ଆଗଧାଡ଼ିର ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ। ଏବେ ସେ ତାଙ୍କର ଟାଇଗର ଶ୍ରଫଙ୍କ ସହ ‘ବାଗୀ-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଏହା ମଧ୍ୟରେ ଖବର ଆସିଛି ଯେ ଏକ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 10:05 AM IST

Sports

Latest News

ନୂଆଦିଲ୍ଲୀ: ଅଭିନେତ୍ରୀ ଦିଶା ପାଟନୀ ମାତ୍ର ଦୁଇଟି ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। ସେ ଦୁଇଟି ହେଉଛି ‘କୁଙ୍ଗ୍ ଫୁ ୟୋଗା’ ଓ ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’। କିନ୍ତୁ ତାଙ୍କ ପପୁଲାରିଟି କୌଣସି ଆଗଧାଡ଼ିର ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ। ଏବେ ସେ ତାଙ୍କର ଟାଇଗର ଶ୍ରଫଙ୍କ ସହ ‘ବାଗୀ-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଏହା ମଧ୍ୟରେ ଖବର ଆସିଛି ଯେ ଏକ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ଦିଶା। ଫିଲ୍ମଟିର ନାଁ ‘ସଂଘମିତ୍ରା’। ପ୍ରଥମେ କମଲ ହାସନଙ୍କ ଝିଅ ଶ୍ରୁତି ହାସନଙ୍କୁ ଏହି ଭୂମିକା ପାଇଁ ଚୟନ କରାଯାଇଥିଲା। ତେବେ କୌଣସି କାରଣ ବଶତଃ ତାଙ୍କୁ ଫିଲ୍ମରୁ ବାହାର କରି ଦିଶାଙ୍କୁ ସୁଯୋଗ ଦିଆଯାଇଛି।

ଏହି ଫିଲ୍ମ କରିବାକୁ ସୁଯୋଗ ପାଇଥିବାରୁ ଦିଶାଙ୍କ ପାଦ ଆଉ ମାଟିରେ ରହୁନି। ସେ ଏବେ ଉଡୁଛନ୍ତି। ସେ ଭାରି ଖୁସି। ଏ ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ସେ ନେଇ ଦିଶା ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ଗତକାଲି ଟ୍ୱିଟ୍ କରି କହିଛନ୍ତି।

‘ସଂଘମିତ୍ରା’ ଉଭୟ ତାମିଲ ଓ ହିନ୍ଦୀ ଭାଷାରେ ନିର୍ମାଣ ହେବ। ଆସନ୍ତା ଡିସେମ୍ବର ମାସରୁ ଏହାର ସୁଟିଂ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story