ଶାହରୁଖ ଖାନଙ୍କ ଫାର୍ମ ହାଉସ୍‌ ଜବତ

ମୁମ୍ବାଇ: ଅଡୁଆରେ ବଲିଉଡ୍ ବାଦଶାହ ଶାହରୁଖ ଖାନ।   ଅଲିବାଗରେ ଥିବା ତାଙ୍କର ଏକ ଫାର୍ମ ହାଉସ୍‌କୁ ଜବତ କରିଛି ଆୟକର ବିଭାଗ ।  ଆୟକର ବିଭାଗ ପକ୍ଷରୁ ଏହି ଫାର୍ମ ହାଉସ୍‌ କୁ ବେନାମୀ ସମ୍ପତ୍ତି ବୋଲି କୁହାଯାଇଛି ।  ଏହା ସହିତ ଶାହରୁଖ ଖାନଙ୍କ ବିରୋଧରେ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇପାରେ ।  ୯୦ ଦିନରେ ଶାହରୁଖ ଖାନଙ୍କୁ ଜବାବ ଦେବାକୁ ପଡ଼ିବ।   ସେହି ଫାର୍ମ ହାଉସକୁ  ଜବତ କରିବା ଲାଗି ଗତ ମାସରେ […]

shah-rukh_story_647_111117021222

shah-rukh_story_647_111117021222

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 09:48 PM IST

Sports

Latest News

ମୁମ୍ବାଇ: ଅଡୁଆରେ ବଲିଉଡ୍ ବାଦଶାହ ଶାହରୁଖ ଖାନ।   ଅଲିବାଗରେ ଥିବା ତାଙ୍କର ଏକ ଫାର୍ମ ହାଉସ୍‌କୁ ଜବତ କରିଛି ଆୟକର ବିଭାଗ ।  ଆୟକର ବିଭାଗ ପକ୍ଷରୁ ଏହି ଫାର୍ମ ହାଉସ୍‌ କୁ ବେନାମୀ ସମ୍ପତ୍ତି ବୋଲି କୁହାଯାଇଛି ।  ଏହା ସହିତ ଶାହରୁଖ ଖାନଙ୍କ ବିରୋଧରେ ଫୌଜଦାରୀ ମାମଲା ମଧ୍ୟ ରୁଜୁ ହୋଇପାରେ ।  ୯୦ ଦିନରେ ଶାହରୁଖ ଖାନଙ୍କୁ ଜବାବ ଦେବାକୁ ପଡ଼ିବ।   ସେହି ଫାର୍ମ ହାଉସକୁ  ଜବତ କରିବା ଲାଗି ଗତ ମାସରେ ନୋଟିସ୍ ଦିଆଯାଇଥିଲା। ଏହି ସଂପତ୍ତିର ମୂଲ୍ୟ ୧୪୬.୭ ମିଲିୟନ୍‌ ହେବ। ଏହି ଫାର୍ମ ହାଉସ ୧୯,୯୬୦ ସ୍କୋୟାର୍‌ ଫୁଟ୍‌ ମିଟର  ହେବ। ସମୁଦ୍ର କୂଳରେ ଥିବା ଏହି ଫାର୍ମହାଉସ୍‌ରେ ସୁଇମିଂ ପୁଲ୍‌ ଏବଂ ହେଲିପ୍ୟାଡ୍‌ ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story