‘ରୁସ୍ତମ୍‌’ ଓ ‘ମହେଞ୍ଜୋଦାରୋ’ ରିଲିଜ୍‌

ମୁମ୍ୱାଇ: ଫିଲ୍ମ ଫ୍ରାଇଡେ’ରେ ଆଜି ଦୁଇଟି ଫିଲ୍ମ ‘ରୁସ୍ତମ୍‌’ ଓ ‘ମହେଞ୍ଜୋଦାରୋ’ ରିଲିଜ୍‌ ହୋଇଛି। ‘ରୁସ୍ତମ୍’ରେ ମୁଖ୍ୟ ଭୂମିକାରେ  ଅକ୍ଷୟ କୁମାର ଓ ଇଲିଆନା ଡି କ୍ରୁଜାଙ୍କୁ ଦେଖିବାକୁ ମିଳିଛି। ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଜଣେ ନାଭାଲ୍‌ ଅଫିସରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ରିଲିଜ୍‌ ପୂର୍ବରୁ ଫିଲ୍ମର ଗୀତ ଗୁଡିକ ବେଶ୍‌ ଲୋକପ୍ରିୟ ହୋଇ ସାରିଛି। ପୁରାତନ ସିନ୍ଧୁ ସଭ୍ୟତାର ଏକ ପ୍ରେମକାହାଣୀ ଉପରେ  ‘ମହେଞ୍ଜୋଦାରୋ’ ଅଧାରିତ। ଫିଲ୍ମରେ ମୁଖ୍ୟ […]

Rustom Movie Images

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 10:16 AM IST

ମୁମ୍ୱାଇ: ଫିଲ୍ମ ଫ୍ରାଇଡେ’ରେ ଆଜି ଦୁଇଟି ଫିଲ୍ମ ‘ରୁସ୍ତମ୍‌’ ଓ ‘ମହେଞ୍ଜୋଦାରୋ’ ରିଲିଜ୍‌ ହୋଇଛି। ‘ରୁସ୍ତମ୍’ରେ ମୁଖ୍ୟ ଭୂମିକାରେ  ଅକ୍ଷୟ କୁମାର ଓ ଇଲିଆନା ଡି କ୍ରୁଜାଙ୍କୁ ଦେଖିବାକୁ ମିଳିଛି। ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଜଣେ ନାଭାଲ୍‌ ଅଫିସରଙ୍କ ଜୀବନ କାହାଣୀ ଉପରେ ଆଧାରିତ।

ରିଲିଜ୍‌ ପୂର୍ବରୁ ଫିଲ୍ମର ଗୀତ ଗୁଡିକ ବେଶ୍‌ ଲୋକପ୍ରିୟ ହୋଇ ସାରିଛି।

ପୁରାତନ ସିନ୍ଧୁ ସଭ୍ୟତାର ଏକ ପ୍ରେମକାହାଣୀ ଉପରେ  ‘ମହେଞ୍ଜୋଦାରୋ’ ଅଧାରିତ। ଫିଲ୍ମରେ ମୁଖ୍ୟ ଭୂମିକାରେ ହ୍ରିତିକ୍‌ ରୋସନ୍‌ ଓ ପୂଜା ହେଗେଡ୍‌ ଅଛନ୍ତି।

Related story