୫ ଶହ କୋଟି କ୍ଲବରେ ସାମିଲ ହେଲା ଫିଲ୍ମ ‘ବାହୁବଲୀ’

ମୁମ୍ବାଇ: ରେକର୍ଡ ପରେ ରେକର୍ଡ କରୁଛି ଫିଲ୍ମ ବାହୁବଲୀ। ଏସ. ଏସ. ରାଜମୌଲୀଙ୍କ ଏହି ବ୍ଲକବୁଷ୍ଟର ଫିଲ୍ମ ଏବେ ୫୦୦ କୋଟି କ୍ଲବରେ ସାମିଲ ହୋଇଛି। ତେଲୁଗୁ ଅଭିନେତା ପ୍ରଭାସଙ୍କ ଅଭିନୀତ ବାହୁବଲୀ ୫ ଶହ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିବା ଫୋର୍ବସ ପତ୍ରିକା ଦର୍ଶାଇଛି । ପୂର୍ବରୁ ଦୁଇ ବଲିଉଡ୍ ମୁଭି ଧୁମ୍ ଥ୍ରୀ ଓ ପିକେ ୫ ଶହ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ତେବେ ବାହୁବଲୀ ରିଲିଜର ଚତୁର୍ଥ ସପ୍ତାହ ପରେ […]

Bahubali

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 06:44 AM IST

ମୁମ୍ବାଇ: ରେକର୍ଡ ପରେ ରେକର୍ଡ କରୁଛି ଫିଲ୍ମ ବାହୁବଲୀ। ଏସ. ଏସ. ରାଜମୌଲୀଙ୍କ ଏହି ବ୍ଲକବୁଷ୍ଟର ଫିଲ୍ମ ଏବେ ୫୦୦ କୋଟି କ୍ଲବରେ ସାମିଲ ହୋଇଛି। ତେଲୁଗୁ ଅଭିନେତା ପ୍ରଭାସଙ୍କ ଅଭିନୀତ ବାହୁବଲୀ ୫ ଶହ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିବା ଫୋର୍ବସ ପତ୍ରିକା ଦର୍ଶାଇଛି । ପୂର୍ବରୁ ଦୁଇ ବଲିଉଡ୍ ମୁଭି ଧୁମ୍ ଥ୍ରୀ ଓ ପିକେ ୫ ଶହ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ତେବେ ବାହୁବଲୀ ରିଲିଜର ଚତୁର୍ଥ ସପ୍ତାହ ପରେ ମଧ୍ୟ ଏବେ ବିଶ୍ୱର ୨ହଜାରରୁ ଅଧିକ ହଲରେ ପ୍ରଦର୍ଶିତ ହେଉଥିବା ଜଣାପଡ଼ିଛି। କୌଣସି ଡବିଂ ଫିଲ୍ମ ଭାବେ ପ୍ରଥମ ଥର ପାଇଁ ବାହୁବଲୀ ଏହି ରେକର୍ଡ କରିଥିବା ଫୋବର୍ସ ପତ୍ରିକା ଦର୍ଶାଇଛି।

Related story