ପ୍ରିୟଙ୍କାଙ୍କ ଭବିଷ୍ୟତ ପ୍ଲାନିଂ କ’ଣ?

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ବଲିଉଡ୍‌ ସହ ହଲିଉଡ୍‌ରେ ମଧ୍ୟ ବେଶ୍ ନାଁ କମେଇ ସାରିଛନ୍ତି। ସେ ତାଙ୍କ ରିଲ୍‌ ଲାଇଫ୍‌ରେ ଖୁବ୍‌ ଆଗକୁ ଯାଇଥିଲେ ମଧ୍ୟ ରିଅଲ ଲାଇଫ୍‌କୁ ନେଇ କିଛି ଜଣାପଡ଼ିନି। ନିକଟରେ ଇଣ୍ଟରନେସନାଲ ମଗାଜିନ୍‌ ସହ ହୋଇଥିବା ଏକ ସାକ୍ଷତକାରରେ ପ୍ରିୟଙ୍କା ନିଜ ବିବାହ, ସନ୍ତାନର ସତ୍ୟତା ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘‘ମୁଁ ଏବେ ସିଙ୍ଗଲ ଅଛି। ମତେ ଆଟେନ୍‌ସନ୍ ଦେବାକୁ ଓ ପାଇବା ଖୁବ୍‌ […]

priyanka

priyanka

Rakesh Mallick
  • Published: Monday, 05 February 2018
  • Updated: 05 February 2018, 09:46 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ବଲିଉଡ୍‌ ସହ ହଲିଉଡ୍‌ରେ ମଧ୍ୟ ବେଶ୍ ନାଁ କମେଇ ସାରିଛନ୍ତି। ସେ ତାଙ୍କ ରିଲ୍‌ ଲାଇଫ୍‌ରେ ଖୁବ୍‌ ଆଗକୁ ଯାଇଥିଲେ ମଧ୍ୟ ରିଅଲ ଲାଇଫ୍‌କୁ ନେଇ କିଛି ଜଣାପଡ଼ିନି। ନିକଟରେ ଇଣ୍ଟରନେସନାଲ ମଗାଜିନ୍‌ ସହ ହୋଇଥିବା ଏକ ସାକ୍ଷତକାରରେ ପ୍ରିୟଙ୍କା ନିଜ ବିବାହ, ସନ୍ତାନର ସତ୍ୟତା ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘‘ମୁଁ ଏବେ ସିଙ୍ଗଲ ଅଛି। ମତେ ଆଟେନ୍‌ସନ୍ ଦେବାକୁ ଓ ପାଇବା ଖୁବ୍‌ ଭଲଲାଗେ। ଯଦି କେହି ଚତୁର ନଥିବ ମୋ ମନ ଜିତିବା ବହୁତ କଷ୍ଟକର। ମହତ୍ୱପୂର୍ଣ୍ଣ କଥା ହେଉଛି, ମୁଁ ବହୁତ ଇମୋସନାଲ। ମତେ ରୋମାନ୍ସ ଖୁବ୍‌ ପସନ୍ଦ। ତେଣୁ ସେଭଳି ଉପଯୁକ୍ତ ପାତ୍ର ମିଳିଲେ ମୁଁ ନିଶ୍ଚିତ ବିବାହ କରିବି।’’

ସନ୍ତାନକୁ ନେଇ ପ୍ରିୟଙ୍କା କହିଥିଲେ ଯେ, ବିବାହ, ସନ୍ତାନ ତାଙ୍କ ଜୀବନର ସବୁଠୁ ବଡ଼ ଲକ୍ଷ। ସେ ବିବାହ, ପିଲା ଓ ପରିବାରରେ ଭରସା କରନ୍ତି। ତାଙ୍କର ବି ଇଚ୍ଛା ଏକ ସୁଖି ପରିବାର ଓ ସନ୍ତାନ ସୁଖ। କିନ୍ତୁ ସମସ୍ୟା ହେଉଛି, ସେ କାହା ସହ ବିବାହ କରିବେ କିଛି ଜଣାନାହିଁ। ପ୍ରିୟଙ୍କା କହିଲେ ତାଙ୍କ ପରିବାର ତରଫରୁ ବିବାହକୁ ନେଇ କିଛି ବି ଚାପ ନାହିଁ। ସେ ଆଧୁନିକ ଝିଅ ହୋଇଥିବାରୁ ଜଣେ ସଠିକ୍ ପାର୍ଟନରର ସନ୍ଧାନରେ ଅଛନ୍ତି।

ଏବେ ସେ ଆମେରିକାର  ଟିଭି ଶୋ’ ‘କ୍ୱାଣ୍ଟିକୋ’ ସିଜିନ୍‌ ୩ର  ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ଛଡା ତାଙ୍କ ପାଖରେ ହଲିଉଡ୍‌ର କିଛି ଫିଲ୍ମର ଅଫର ମଧ୍ୟ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story