କିଏ ନେବେ ହିନାଙ୍କ ଜାଗା?

ମୁମ୍ବାଇ: କିଛି ମାସ ମଧ୍ୟରେ ‘କସୌଟୀ ଜିନ୍ଦେଗୀ କୀ ୨’ ବେଶ୍‌ ଲୋକପ୍ରିୟ ହୋଇପାରିଛି। ପ୍ରାୟ ସବୁବେଳେ ଏହି ଶୋ’ର ରେଟିଂ ‘ଟପ୍‌ ୫’ ଭିତରେ ରହୁଛି। ଏହି ଧାରାବାହିକରେ ଏରିକା ଫର୍ଣ୍ଣାଣ୍ଡିସ୍, ପାର୍ଥ ସମ୍‌ଥାନ୍ ଓ କରଣ ସିଂ ଗ୍ରୋଭର୍ ପ୍ରମୁଖ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ତେବେ କିଛି ଦିନ ପୂର୍ବରୁ ହିଁ ‘କୋମୋଲିକା’ ଚରିତ୍ରରେ ଅଭିନୟ କରୁଥିବା ହିନା ଖାନ୍‌ ଶୋ’ରୁ ବିଦାୟ ନେଇଛନ୍ତି। ଯେବେଠୁ ସେ ବିଦାୟ ନେଲେଣି ସେବେଠୁ କୋମୋଲିକା […]

komolika

komolika

Chinmayee Roy
  • Published: Thursday, 19 September 2019
  • Updated: 19 September 2019, 02:01 PM IST

Sports

Latest News

ମୁମ୍ବାଇ: କିଛି ମାସ ମଧ୍ୟରେ ‘କସୌଟୀ ଜିନ୍ଦେଗୀ କୀ ୨’ ବେଶ୍‌ ଲୋକପ୍ରିୟ ହୋଇପାରିଛି। ପ୍ରାୟ ସବୁବେଳେ ଏହି ଶୋ’ର ରେଟିଂ ‘ଟପ୍‌ ୫’ ଭିତରେ ରହୁଛି। ଏହି ଧାରାବାହିକରେ ଏରିକା ଫର୍ଣ୍ଣାଣ୍ଡିସ୍, ପାର୍ଥ ସମ୍‌ଥାନ୍ ଓ କରଣ ସିଂ ଗ୍ରୋଭର୍ ପ୍ରମୁଖ ଲିଡ୍‌ ରୋଲ୍‌ରେ ଅଭିନୟ କରୁଛନ୍ତି। ତେବେ କିଛି ଦିନ ପୂର୍ବରୁ ହିଁ ‘କୋମୋଲିକା’ ଚରିତ୍ରରେ ଅଭିନୟ କରୁଥିବା ହିନା ଖାନ୍‌ ଶୋ’ରୁ ବିଦାୟ ନେଇଛନ୍ତି। ଯେବେଠୁ ସେ ବିଦାୟ ନେଲେଣି ସେବେଠୁ କୋମୋଲିକା ଚରିତ୍ରରେ ଆଉ କିଏ ଅଭିନୟ କରିବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଖୁବ୍‌ଶୀଘ୍ର ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିପାରେ। କାରଣ ସୂଚନା ମୁତାବକ ପ୍ରଯୋଜକ ଏକତା କପୁର ଏଥିପାଇଁ ବିଗ୍‌ବସ୍ ଫେମ୍ ଗୌହର ଖାନ୍‌ଙ୍କୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି।

https://www.instagram.com/p/BzQRu9GBQYD/?utm_source=ig_web_copy_link

https://www.instagram.com/p/BzDbG7QhSkb/?utm_source=ig_web_copy_link

ଗୌହରଙ୍କ ପୂର୍ବରୁ ଏହି ରୋଲ୍‌ ପାଇଁ ଅନେକ ଅଭିନେତ୍ରୀଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା। ସେମାନଙ୍କ ମଧ୍ୟରେ ଥିଲେ ଜସ୍ମୀନ୍ ଭସୀନ୍, କରିସ୍ମା ତନ୍ନା ଓ ଅଲିଶା ପଲୱର। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କରିସ୍ମା ତନ୍ନା ଓ ଗୌହର ଖାନ୍‌ ‘କୋମୋଲିକା’ ଚରିତ୍ର ପାଇଁ ଲୁକ୍‌ ଟେଷ୍ଟ ଓ ଅଡିଶନ୍ ଦେଇଥିଲେ। ଏହା ପରେ ଗୌହରଙ୍କୁ ଏହି ରୋଲ୍‌ ଦେବା ପାଇଁ ଫାଇନାଲ୍‌ କରାଯାଇଛି।

https://www.instagram.com/p/B1Byf10BC5_/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story