ଗୋଆରେ ‘ଏ ଦିଲ ହେ ମୁସ୍କିଲ’ କୁ ବୟକଟ୍‌ ପାଇଁ ଅପିଲ କଲେ ଡିଜିପି

ମୁମ୍ବାଇ: ବକ୍ସ ଅଫିସରେ ସଫଳତା ସହ ନିଜର ଖାତା ଖୋଲିଥିବା ‘ଏ ଦିଲ ହେ ମୁସ୍କିଲ’ ର ବିବାଦ କିନ୍ତୁ ପିଛା ଛାଡୁ ନାହିଁ। ପାକ୍‌ କଳାକାରଙ୍କ ପରେ ଏବେ ବିବାଦ ଆରମ୍ଭ ହୋଇଛି ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କୁ ନେଇ କୁହାଯାଇଥିବା ଡାଇଲଗରେ। ଗୋଟେ ପଟେ ରଣବୀର ଫିଲ୍ମରେ ରଫିଙ୍କ ପରି ଗୀତ ବୋଲିବାକୁ ଚାହୁଁଥିବା ବେଳେ, ରଫି ଗୀତ ବୋଲନ୍ତି ନାହିଁ ବରଂ କାନ୍ଦନ୍ତି ବୋଲି ଅନୁଷ୍କା ତାଙ୍କ ଡାଇଲଗରେ କହିଛନ୍ତି। ଏପରି ଡାଇଲଗ […]

maxresdefault

maxresdefault

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 03:52 PM IST

Sports

Latest News

ମୁମ୍ବାଇ: ବକ୍ସ ଅଫିସରେ ସଫଳତା ସହ ନିଜର ଖାତା ଖୋଲିଥିବା ‘ଏ ଦିଲ ହେ ମୁସ୍କିଲ’ ର ବିବାଦ କିନ୍ତୁ ପିଛା ଛାଡୁ ନାହିଁ। ପାକ୍‌ କଳାକାରଙ୍କ ପରେ ଏବେ ବିବାଦ ଆରମ୍ଭ ହୋଇଛି ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କୁ ନେଇ କୁହାଯାଇଥିବା ଡାଇଲଗରେ। ଗୋଟେ ପଟେ ରଣବୀର ଫିଲ୍ମରେ ରଫିଙ୍କ ପରି ଗୀତ ବୋଲିବାକୁ ଚାହୁଁଥିବା ବେଳେ, ରଫି ଗୀତ ବୋଲନ୍ତି ନାହିଁ ବରଂ କାନ୍ଦନ୍ତି ବୋଲି ଅନୁଷ୍କା ତାଙ୍କ ଡାଇଲଗରେ କହିଛନ୍ତି।

ଏପରି ଡାଇଲଗ ରଫିଙ୍କ ପ୍ରତି ଅପମାନ ଜନକ ବୋଲି ଜଣାଇ ଗୋଆ ଡିଜିପି ମୁକେଶ ଚନ୍ଦ୍ର ଲୋକମାନଙ୍କୁ ଫିଲ୍ମର ବୟକଟ୍ ପାଇଁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ରଫିଙ୍କ ପୁଅ ଫିଲ୍ମରେ ଏପରି ଡାଇଲଗ ତାଙ୍କ ପିତାଙ୍କ ପ୍ରତିଭାକୁ ଆକ୍ଷେପ କରୁଛି  କହି ଡାଇଲଗ ଲେଖିଥିବା ଲୋକକୁ ମୁର୍ଖ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos