କେମିତି ରେକର୍ଡିଂ ହୋଇଥିଲା ହିରୋ ନଂ-୧ର ଟାଇଟଲ୍ ଗୀତ, ଦେଖନ୍ତୁ ମେକିଂ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂଜା ବଜାରକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ହିରୋ ନଂ-୧। ବାବୁସାନ୍ ଓ ଭୂମିକାଙ୍କ ଚକୋଲେଟ୍ ଲୁକ୍ ଏଥିରେ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପ୍ରଡକ୍ସନ୍ ଟିମ୍ ଦାବି କରିଛି। ତେବେ ତରଙ୍ଗ ସିନେ ପ୍ରଡକ୍ସନ୍ସ ନିର୍ମାଣ କରୁଥିବା ଫିଲ୍ମ ଗୁଡ଼ିକର ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ ହେଲା ଏହାର ଗୀତ। ପ୍ରତି ଫିଲ୍ମର ପ୍ରାୟ ୯୯ ପ୍ରତିଶତ ଗୀତ ମେଲୋଡିଅସ୍ ଓ ସୁପରହିଟ୍। ଶ୍ରୋତା ଗୀତ ଗୁଡ଼ିକ ଶୁଣି ଖୁବ୍ ଏନ୍ଜୟ କରନ୍ତି। ବିଶେଷକରି ଯୁବପିଢ଼ି ଭିତରେ ପ୍ରାୟ ସବୁ ଗୀତର କ୍ରେଜ୍ ଖୁବ୍ ଦେଖାଦିଏ।

ଏବେ ଆସିଛି ଏହି ସଂସ୍ଥାର ନୂଆ ଫିଲ୍ମ ହିରୋ ନମ୍ୱର-୧ର ଟାଇଟଲ ଗୀତର ମେକିଂ। ଅର୍ଥାତ୍ ଗୀତଟି ଗାୟକମାନେ କେମିତି ରେକର୍ଡ କରିଥିଲେ, ନିଦ୍ଦେର୍ଶକ କେମିତି କଷ୍ଟ କରୁଥିଲେ, କେମିତି ପୂରା ରେକର୍ଡିଂ ଟିମ୍ ଝୁମୁଥିଲେ ତାହା ଏହି ଭିଡିଓରେ ଦର୍ଶା ଯାଇଛି। ସୂଚନାଯୋଗ୍ୟ ଯେ, ହିରୋ ନଂ-୧ର ଟାଇଟଲ ଗୀତଟିକୁ ଲେଖିଛନ୍ତି ଜଣାଶୁଣା ଗୀତିକାର ନିର୍ମଳ ନାୟକ, ଗୀତଟି ଗାଇଛନ୍ତି ତାରିକ ଅଜିଜ୍ ଏବଂ ଗୀତଟି ତିଆରି କରିଛନ୍ତି ବା ମ୍ୟୁଜିକ୍ ଡିରେକ୍ଟର ହେଲେ ଅଭିଜିତ୍ ମଜୁମଦାର। ଆଉ ଫିଲ୍ମରେ ଗୀତଟିକୁ ଚିତ୍ରାୟନ ପାଇଁ କୋରିଓଗ୍ରାଫି ଦେଇଛନ୍ତି ସୁଧାକର ବସନ୍ତ।

Ordigital Desk
• Published: Thursday, 07 September 2017
• Updated: 07 September 2017, 04:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂଜା ବଜାରକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ହିରୋ ନଂ-୧। ବାବୁସାନ୍ ଓ ଭୂମିକାଙ୍କ ଚକୋଲେଟ୍ ଲୁକ୍ ଏଥିରେ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପ୍ରଡକ୍ସନ୍ ଟିମ୍ ଦାବି କରିଛି। ତେବେ ତରଙ୍ଗ ସିନେ ପ୍ରଡକ୍ସନ୍ସ ନିର୍ମାଣ କରୁଥିବା ଫିଲ୍ମ ଗୁଡ଼ିକର ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ ହେଲା ଏହାର ଗୀତ। ପ୍ରତି ଫିଲ୍ମର ପ୍ରାୟ ୯୯ ପ୍ରତିଶତ ଗୀତ ମେଲୋଡିଅସ୍ ଓ ସୁପରହିଟ୍। ଶ୍ରୋତା ଗୀତ ଗୁଡ଼ିକ ଶୁଣି ଖୁବ୍ ଏନ୍ଜୟ କରନ୍ତି। ବିଶେଷକରି ଯୁବପିଢ଼ି ଭିତରେ ପ୍ରାୟ ସବୁ ଗୀତର କ୍ରେଜ୍ ଖୁବ୍ ଦେଖାଦିଏ।

ଏବେ ଆସିଛି ଏହି ସଂସ୍ଥାର ନୂଆ ଫିଲ୍ମ ହିରୋ ନମ୍ୱର-୧ର ଟାଇଟଲ ଗୀତର ମେକିଂ। ଅର୍ଥାତ୍ ଗୀତଟି ଗାୟକମାନେ କେମିତି ରେକର୍ଡ କରିଥିଲେ, ନିଦ୍ଦେର୍ଶକ କେମିତି କଷ୍ଟ କରୁଥିଲେ, କେମିତି ପୂରା ରେକର୍ଡିଂ ଟିମ୍ ଝୁମୁଥିଲେ ତାହା ଏହି ଭିଡିଓରେ ଦର୍ଶା ଯାଇଛି। ସୂଚନାଯୋଗ୍ୟ ଯେ, ହିରୋ ନଂ-୧ର ଟାଇଟଲ ଗୀତଟିକୁ ଲେଖିଛନ୍ତି ଜଣାଶୁଣା ଗୀତିକାର ନିର୍ମଳ ନାୟକ, ଗୀତଟି ଗାଇଛନ୍ତି ତାରିକ ଅଜିଜ୍ ଏବଂ ଗୀତଟି ତିଆରି କରିଛନ୍ତି ବା ମ୍ୟୁଜିକ୍ ଡିରେକ୍ଟର ହେଲେ ଅଭିଜିତ୍ ମଜୁମଦାର। ଆଉ ଫିଲ୍ମରେ ଗୀତଟିକୁ ଚିତ୍ରାୟନ ପାଇଁ କୋରିଓଗ୍ରାଫି ଦେଇଛନ୍ତି ସୁଧାକର ବସନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos