ହକି ଲିଜେଣ୍ଡ ବଲବୀରଙ୍କ ଭୂମିକାରେ ଅକ୍ଷୟ

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ  ଅକ୍ଷୟ କୁମାର ଲଭ୍‌, ରୋମାନ୍ସ, ସସପେନ୍ସରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ସେ ବଡ଼ ପରଦାରେ ହକି ଖେଳାଳି ଚରିତ୍ରରେ ନଜର ଆସିବେ। ନିକଟରେ ଅକ୍ଷୟ ତାଙ୍କ ନୂଆ ଫିଲ୍ମ ‘ଗୋଲ୍ଡ’ର କେବଳ ନାମ ଘୋଷଣା କରିଥିଲେ କିନ୍ତୁ ଫିଲ୍ମ ସହିତ ଜଡିତ ଥିବା କୌଣସି ତଥ୍ୟ ସଂପର୍କରେ ସେ ଆଲୋଚନା କରି ନଥିଲେ। ଫିଲ୍ମର ଟିଜର ରିଲିଜ ପରେ ଏହା ଖେଳକୁ ନେଇ ନିର୍ମାଣ କରାଯାଇଥିବା ଖବର ସାମ୍ନାକୁ […]

gold-akshay-kumar

gold-akshay-kumar

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 03:59 PM IST

Sports

Latest News

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ  ଅକ୍ଷୟ କୁମାର ଲଭ୍‌, ରୋମାନ୍ସ, ସସପେନ୍ସରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ସେ ବଡ଼ ପରଦାରେ ହକି ଖେଳାଳି ଚରିତ୍ରରେ ନଜର ଆସିବେ। ନିକଟରେ ଅକ୍ଷୟ ତାଙ୍କ ନୂଆ ଫିଲ୍ମ ‘ଗୋଲ୍ଡ’ର କେବଳ ନାମ ଘୋଷଣା କରିଥିଲେ କିନ୍ତୁ ଫିଲ୍ମ ସହିତ ଜଡିତ ଥିବା କୌଣସି ତଥ୍ୟ ସଂପର୍କରେ ସେ ଆଲୋଚନା କରି ନଥିଲେ। ଫିଲ୍ମର ଟିଜର ରିଲିଜ ପରେ ଏହା ଖେଳକୁ ନେଇ ନିର୍ମାଣ କରାଯାଇଥିବା ଖବର ସାମ୍ନାକୁ ଆସିଛି।

ଫିଲ୍ମର କାହାଣୀ ୧୯୪୮ ରେ ଭାରତ ପ୍ରଥମ ଥର ଅଲମ୍ପିକ୍ସରେ ‘ଗୋଲ୍ହ’ ଜିତିବାକୁ ନେଇ କରାଯାଇଛି। ଫିଲ୍ମରେ ଅକ୍ଷୟ ହକି ଲିଜେଣ୍ଡ ବଲବୀର ସିଂହଙ୍କ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ହକିରେ ଭାରତକୁ ‘ଗୋଲ୍ଡ’ ମେଡାଲ ଜିତାଇବାରେ ବଲବୀର ସିଂହ ଭୂମିକା କିପରି ରହିଥିଲା ତାହା ଅକ୍ଷୟ ବଲବୀରଙ୍କ ଚରିତ୍ରରେ ମାଧ୍ୟମରେ ଦେଖାଇବେ। ଆମୀର ଓ ଶାହାରୁଖଙ୍କ ପରେ ଏବେ ଖେଳକୁ ନେଇ  ଫିଲ୍ମରେ ଅକ୍ଷୟଙ୍କୁ କେତେଦୂର ଦର୍ଶକ ପସନ୍ଦ କରିବେ ତାହା ଫିଲ୍ମର ରିଲିଜ ପରେ ହିଁ ଜଣାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story