‘ସୁପର-୩୦’ରେ ହ୍ରିତିକ୍ ଚୟନ କଲେ ନିଜଠୁ ୧୯ ବର୍ଷ ସାନ ହିରୋଇନ୍‌

ମୁମ୍ବାଇ: ବଲିଉଡରେ ଏବେ ନାୟିକା ସଙ୍କଟ । କାରଣ ପ୍ରିୟଙ୍କା ଚୋପ୍ରା ହଲିଉଡ୍‌ରେ ବ୍ୟସ୍ତ ଥିବାବେଳେ ଦୀପିକା ଅଧିକ ସମୟ ଦେଉଛନ୍ତି ଭଂଶାଲୀଙ୍କୁ ।  ମା’ ହେବା ପରେ କରିନା ମଧ୍ୟ ଖୁବ୍‌ କମ୍‌ ଫିଲ୍ମରେ କାମ କରୁଛନ୍ତି। କ୍ୟାଟ୍ରିନା ଓ ଅନୁଷ୍କା ଅବା କେତେ ଫିଲ୍ମ କରିବେ। ଏ ସବୁକୁ ଦୃଷ୍ଟିରେ ରଖି  ହ୍ରିତିକ୍ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜଣେ ନୂଆ ଅଭିନେତ୍ରୀଙ୍କୁ ଚୟନ କରିଛନ୍ତି। ହେଲେ ଜାଣିଛନ୍ତି ଏହି ନୂଆ ନାୟିକାଙ୍କ ବୟସ […]

collage_647-2_121316114410

collage_647-2_121316114410

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 09:01 PM IST

Sports

Latest News

ମୁମ୍ବାଇ: ବଲିଉଡରେ ଏବେ ନାୟିକା ସଙ୍କଟ । କାରଣ ପ୍ରିୟଙ୍କା ଚୋପ୍ରା ହଲିଉଡ୍‌ରେ ବ୍ୟସ୍ତ ଥିବାବେଳେ ଦୀପିକା ଅଧିକ ସମୟ ଦେଉଛନ୍ତି ଭଂଶାଲୀଙ୍କୁ ।  ମା’ ହେବା ପରେ କରିନା ମଧ୍ୟ ଖୁବ୍‌ କମ୍‌ ଫିଲ୍ମରେ କାମ କରୁଛନ୍ତି। କ୍ୟାଟ୍ରିନା ଓ ଅନୁଷ୍କା ଅବା କେତେ ଫିଲ୍ମ କରିବେ। ଏ ସବୁକୁ ଦୃଷ୍ଟିରେ ରଖି  ହ୍ରିତିକ୍ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜଣେ ନୂଆ ଅଭିନେତ୍ରୀଙ୍କୁ ଚୟନ କରିଛନ୍ତି। ହେଲେ ଜାଣିଛନ୍ତି ଏହି ନୂଆ ନାୟିକାଙ୍କ ବୟସ କେତେ?

ତା ହେଲେ ଶୁଣନ୍ତୁ, ହ୍ରିତିକ୍‌ ରୋଶନ୍‌ ‘ସୁପର-୩୦’ପାଇଁ ନିର୍ଦ୍ଦେଶକ ବିକାଶ ବହଲଙ୍କୁ ନିଜ ହିରୋଇନ୍‌ଙ୍କ ବିଷୟରେ ପଚାରିଥିଲେ।  ଏହାର ଉତ୍ତରରେ ନାୟିକା ଖୋଜା ଜାରି ରହିଛି ବୋଲି କହିଥିଲେ ବିକାଶ। ଆଉ ଶେଷ ପ୍ରସ୍ତବରେ ନାୟିକାଙ୍କ ନାଁ ଥିଲା ସାରା । ବିକାଶ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି, ଯାହାଙ୍କ ବୟସ ହ୍ରିତିକ୍‌ଙ୍କଠାରୁ ୧୯ ବର୍ଷ କମ୍‌।

୪୪ ବର୍ଷର ହ୍ରିତିକ୍‌ଙ୍କ କହିବା ଅନୁସାରେ ଏହି ଫିଲ୍ମରେ ସାରା କାମକଲେ ଦର୍ଶକଙ୍କୁ ଏକ ନୂଆ ଯୋଡି ଦେଖିବାର ସୁଯୋଗ ମିଳିବ। ‘ସୁପର-୩୦’ ୨୦୧୯ ଜାନୁଆରୀ ୨୫ର ରିଲିଜ୍‌ ହେବାର ଯୋଜନା ରହିଛି।  ସାରା ଏବ ଫିଲ୍ମ ‘କେଦାରନାଥ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ସୁଶାନ୍ତ ସିଂହ ରାଜପୁତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story