ଏହି ବଲିଉଡ୍‌ ଅଭିନେତ୍ରୀଙ୍କୁ ବାହା ହେବେ ହ୍ରିତିକ୍‌! ନାଁ ଜାଣିଲେ ବିଶ୍ୱାସ ହେବନି

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ର କାବିଲ୍‌ ବୟ ହ୍ରିତିକ୍‌ ରୋଶନ। ଏ ଚର୍ଚ୍ଚା ତାଙ୍କ ବାହାଘରକୁ ନେଇ। ଅବଶ୍ୟ ପତ୍ନୀ ସୁଜୈନ ଛାଡ଼ପତ୍ର ନେଲା ପରେ ଅନେକ ଥର ହ୍ରିତିକଙ୍କ ବାହାଘର କଥା ଉଠିଛି। ଏମିତିକି ସେ ଓ ସୁଜୈନ ପୁଣି ଥରେ ବାହା ହେବେ ବୋଲି ମଝିରେ ଖବର ଆସିଥିଲା। ପରେ ଜଣାପଡ଼ିଲା ସେଥିରେ କିଛି ସତ୍ୟତା ନାହିଁ।  ତେବେ କୁହାଯାଉଛି ଏ ଖବର ପୂରା ପକ୍କା। ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ପ୍ରେମରେ ସେ […]

hr1

hr1

Rakesh Mallick
  • Published: Friday, 06 July 2018
  • Updated: 06 July 2018, 09:49 AM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ର କାବିଲ୍‌ ବୟ ହ୍ରିତିକ୍‌ ରୋଶନ। ଏ ଚର୍ଚ୍ଚା ତାଙ୍କ ବାହାଘରକୁ ନେଇ। ଅବଶ୍ୟ ପତ୍ନୀ ସୁଜୈନ ଛାଡ଼ପତ୍ର ନେଲା ପରେ ଅନେକ ଥର ହ୍ରିତିକଙ୍କ ବାହାଘର କଥା ଉଠିଛି। ଏମିତିକି ସେ ଓ ସୁଜୈନ ପୁଣି ଥରେ ବାହା ହେବେ ବୋଲି ମଝିରେ ଖବର ଆସିଥିଲା। ପରେ ଜଣାପଡ଼ିଲା ସେଥିରେ କିଛି ସତ୍ୟତା ନାହିଁ।  ତେବେ କୁହାଯାଉଛି ଏ ଖବର ପୂରା ପକ୍କା। ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ପ୍ରେମରେ ସେ ପଡ଼ିଯାଇଛନ୍ତି। ସେ ଅଭିନେତ୍ରୀ ଜଣଙ୍କ ବି ହ୍ରିତିକଙ୍କୁ ଭଲ ପାଉଛନ୍ତି। ସେ ଅଭିନେତ୍ରୀ କିଏ ଜାଣିଛନ୍ତି? ସେ ହେଉଛନ୍ତି ପୂଜା ହେଗ୍‌ଡେ।

[caption id="attachment_250846" align="aligncenter" width="962"]pooja ମହେଞ୍ଜୋଦାରୋ’ ଫିଲ୍ମର ଏକ ଦୃଶ୍ୟରେ ପୂଜା[/caption]

ହ୍ରିତିକ ଓ ସେ ଏକାଠି ‘ମହେଞ୍ଜୋଦାରୋ’ ଫିଲ୍ମରେ ଅଭିନୟ କରିଥିଲେ। ୨୦୧୬ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ସେତେବେଳୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି କୁହାଯାଉଛି।

[caption id="attachment_250848" align="aligncenter" width="985"] ଏକ କାର୍ଯ୍ୟକ୍ରମରେ ହ୍ରିତିକ୍ ଓ ପୂଜା[/caption]

ନିକଟରେ ଦୁହିଁଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ତେବେ ହ୍ରିତିକ କିମ୍ବା ପୂଜାଙ୍କୁ ଆଡୁ ଏଯାଏଁ ଏନେଇ କିଛି କୁହାଯାଇନାହିଁ।

ହ୍ରିତିକଙ୍କ ସହିତ ପ୍ରଥମ କରି କୌଣସି ଅଭିନେତ୍ରୀଙ୍କ ନାଁକୁ ଯୋଡ଼ା ଯାଉ ନାହିଁ। ଏହା ପୂର୍ବରୁ ତାଙ୍କ ନାଁ ସହିତ ଅଭିନେତ୍ରୀ ବାର୍ବରା ମୋରି ଓ କଙ୍ଗନା ରଣାୱତଙ୍କ ନାଁ ବି ଯୋଡ଼ା ଯାଇଛି। ଫିଲ୍ମ ‘କାଇଟ୍‌ସ’ର ସୁଟିଂ ସମୟରେ ବାର୍ବରା ମୋରିଙ୍କ ପ୍ରେମରେ ପଡ଼ିଯାଇଥିଲେ ହ୍ରିତିକ। କୁହାଯାଏ ତା’ପରଠାରୁ ତାଙ୍କ ଉପରେ ରାଗି ଯାଇଥିଲେ ସୁଜୈନ।

[caption id="attachment_250847" align="aligncenter" width="967"] ‘କାଇଟ୍‌ସ’ ଫିଲ୍ମରେ ହ୍ରିତିକ ଓ ବାର୍ବରା ମୋରି[/caption]

ଏହା ହିଁ ସେମାନଙ୍କ ଛାଡ଼ପତ୍ରର ମୂଳ କାରଣ ବୋଲି କୁହାଯାଏ। ଅବଶ୍ୟ ଏହା ବି କୁହାଯାଉଛି ଯେ ସୁଜୈନ ଅଭିନେତା ଅର୍ଜୁନ ରାମପାଲଙ୍କ ପ୍ରେମରେ ପଡ଼ିଯାଇଥିଲେ। ତେଣୁ ହ୍ରିତିକଙ୍କଠାରୁ ସେ ଛାଡ଼ପତ୍ର ଚାହିଁଥିଲେ। ହ୍ରିତିକ ଓ ସୁଜୈନଙ୍କ ଛାଡ଼ପତ୍ରକୁ ଅନେକ ସହଜରେ ଗ୍ରହଣ କରିପାରି ନଥିଲେ। କାରଣ ଉଭୟ ଛୋଟ ବେଳୁ ବନ୍ଧୁ ଥିଲେ ଓ ପରେ ବାହା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story