ଫିଲ୍ମ ସେଟ୍‌ରେ ଝାଡ଼ୁ ଲଗାଇଥିଲେ ରାକେଶ ରୋଶନ: ଯାହା ହ୍ରିତିକ୍‌ଙ୍କୁ କରିଥିଲା ପ୍ରଭାବିତ

ମୁମ୍ବାଇ: ବଲିଉଡ୍‌ରେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ରାକେଶ ରୋଶନ୍‌ ବେଶ୍‌ ନାଁ କମେଇଛନ୍ତି। ସେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କ ପାଇଁ ଆଣିଛନ୍ତି। ନିକଟରେ ତାଙ୍କ ପୁଅ ହ୍ରିତିକ୍‌ ରୋଶନ ତାଙ୍କ ବାପାଙ୍କୁ ପ୍ରଶଂସା କରିଛନ୍ତି। ନିଜ ସଫଳତାର ଶ୍ରେୟ  ବାପା ରାକେଶ ରୋଶନଙ୍କୁ ଦେଇଛନ୍ତି। ସେ କହିଛନ୍ତି ସେ ତାଙ୍କ ବାପାଙ୍କଠାରୁ ବହୁତ ଶିଖିବାକୁ ପାଇଛନ୍ତି ଯାହା ତାଙ୍କୁ ସଫଳ ହେବାରେ ଖୁବ୍‌ ସାହାଯ୍ୟ କରିଛି। ନିକଟରେ ହ୍ରିତିକ୍‌ ଏମିତି କଥା କହିଥିଲେ ଯାହାକି […]

hritik-rakesh-roshan1

hritik-rakesh-roshan1

Rakesh Mallick
  • Published: Tuesday, 14 November 2017
  • Updated: 14 November 2017, 10:49 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ଜଣେ ସଫଳ ନିର୍ଦ୍ଦେଶକ ଭାବେ ରାକେଶ ରୋଶନ୍‌ ବେଶ୍‌ ନାଁ କମେଇଛନ୍ତି। ସେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କ ପାଇଁ ଆଣିଛନ୍ତି। ନିକଟରେ ତାଙ୍କ ପୁଅ ହ୍ରିତିକ୍‌ ରୋଶନ ତାଙ୍କ ବାପାଙ୍କୁ ପ୍ରଶଂସା କରିଛନ୍ତି। ନିଜ ସଫଳତାର ଶ୍ରେୟ  ବାପା ରାକେଶ ରୋଶନଙ୍କୁ ଦେଇଛନ୍ତି। ସେ କହିଛନ୍ତି ସେ ତାଙ୍କ ବାପାଙ୍କଠାରୁ ବହୁତ ଶିଖିବାକୁ ପାଇଛନ୍ତି ଯାହା ତାଙ୍କୁ ସଫଳ ହେବାରେ ଖୁବ୍‌ ସାହାଯ୍ୟ କରିଛି। ନିକଟରେ ହ୍ରିତିକ୍‌ ଏମିତି କଥା କହିଥିଲେ ଯାହାକି କେହି ଜାଣି ନ ଥିବେ। ତେବେ ଚାଲନ୍ତୁ ଜାଣିବା କଥାଟି କ'ଣ?

ଘଟଣାଟି  ହେଉଛି ୧୯୯୦ ମସିହାର। ଫିଲ୍ମ ‘କିଷନ କହ୍ନେଇଆ’ର ନିର୍ଦ୍ଦେଶକ ଥିଲେ ରାକେଶ ରୋଶନ। ଥରେ ଫିଲ୍ମ ସେଟ୍‌ରେ ରାକେଶ ରୋଶନଙ୍କୁ ଝାଡୁ କରୁଥିବାର ଦେଖି ହ୍ରିତିକ୍‌ ରୋଶନ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହ୍ରିତିକ ତାଙ୍କ ବାପାଙ୍କୁ ପଚାରିବାରୁ ସେ କହିଥିଲେ, ଫିଲ୍ମଟି ତାଙ୍କ ନିଜର ତେଣୁ ଏଠାକାର ସମସ୍ତ କାମ ତାଙ୍କର। ସେ ଝାଡ଼ୁ ଲଗାଇବା ହେଉକି ଅନ୍ୟ କିଛି, ସମସ୍ତ କାମ କରିପାରିବେ। ସେ ଏହା ମଧ୍ୟ କହିଥିଲେ କାମରେ ଛୋଟ ବଡ଼ କିଛି ନାହିଁ, ତେଣୁ କୌଣସି କାମ କରିବାରେ ଲଜ୍ଜା କରିବା ଉଚିତ୍‌ ନୁହେଁ। ହ୍ରିତିକ କହିଥିଲେ ସେ ଯେବେ ସେଟ୍‌ରେ ପହଁଞ୍ଚିଥିଲେ ତାଙ୍କୁ ୧୦୩ ଡିଗ୍ରି ଜ୍ୱର ହୋଇଥିଲା ଓ ତାଙ୍କୁ ଭୋକ ମଧ୍ୟ ଲାଗୁଥିଲା। କିନ୍ତୁ ନିଜ ବାପାଙ୍କୁ ଝାଡ଼ୁ ଲଗେଇବା ଦେଖି ସେ ସବୁ ଭୁଲି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story