ଭୋଟଦାନ କରିବାକୁ ଭୂମିଙ୍କୁ କରିବାକୁ ପଡ଼ିଲା ଏପରି କାମ...

ମୁମ୍ୱାଇ: ନିଜ ଅପକମିଙ୍ଗ ଫିଲ୍ମ ‘ ସାଣ୍ଡ କି ଆଖ’ ର ଶୁଟିଂରେ ବ୍ୟସ୍ତତା ଥିବା ସତ୍ତ୍ୱେ ଭୂମି ପେଡନେକର ନାଗରିକ ହିସାବରେ ନିଜ କର୍ତ୍ତବ୍ୟ ଭୁଲି ନାହାନ୍ତି। ପୁଣେରେ ଶୁଟିଂରେ ବ୍ୟସ୍ତ ଥିବା ସତ୍ତ୍ୱେ ସେ ଭୁଲି ନାହାନ୍ତି ନିଜ ଦାୟିତ୍ୱ।  ପୁନେରୁ ୮ ଘଣ୍ଟାର ଲମ୍ୱା ଯାତ୍ରା କରି ମୁମ୍ୱାଇରେ ପହଞ୍ଚି ମତଦାନ କରି ପୁଣି ଫେରିଯାଇଛନ୍ତି ଭୂମି। ସବୁ ଭୋଟ ମୂଲ୍ୟବାନ । ତେଣୁ ନିଜ ଭୋଟକୁ ସଠିକ ଭାବେ ଦେଶର ହିତ […]

bhumi-3..

bhumi-3..

Niharika Rout
  • Published: Tuesday, 30 April 2019
  • Updated: 30 April 2019, 12:40 PM IST

ମୁମ୍ୱାଇ: ନିଜ ଅପକମିଙ୍ଗ ଫିଲ୍ମ ‘ ସାଣ୍ଡ କି ଆଖ’ ର ଶୁଟିଂରେ ବ୍ୟସ୍ତତା ଥିବା ସତ୍ତ୍ୱେ ଭୂମି ପେଡନେକର ନାଗରିକ ହିସାବରେ ନିଜ କର୍ତ୍ତବ୍ୟ ଭୁଲି ନାହାନ୍ତି। ପୁଣେରେ ଶୁଟିଂରେ ବ୍ୟସ୍ତ ଥିବା ସତ୍ତ୍ୱେ ସେ ଭୁଲି ନାହାନ୍ତି ନିଜ ଦାୟିତ୍ୱ।  ପୁନେରୁ ୮ ଘଣ୍ଟାର ଲମ୍ୱା ଯାତ୍ରା କରି ମୁମ୍ୱାଇରେ ପହଞ୍ଚି ମତଦାନ କରି ପୁଣି ଫେରିଯାଇଛନ୍ତି ଭୂମି।

ସବୁ ଭୋଟ ମୂଲ୍ୟବାନ । ତେଣୁ ନିଜ ଭୋଟକୁ ସଠିକ ଭାବେ ଦେଶର ହିତ ଲାଗି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଭୂମି। ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଡକ୍ସନ ଟିମ୍‌ଠାରୁ ୨ ଦିନ ପୂର୍ବରୁ ସେ ଏଥିନିମନ୍ତେ ଛୁଟି ମାଗିଥିଲେ। ଡବଲ ସିଫ୍ଟ କରି କାମ କରିବା ପରେ ସେ କେବଳ ଭୋଟ ଦାନ କରିବା ଲାଗି ମୁମ୍ୱାଇ ଆସିଥିଲେ। ଏହାପରେ ସେ ପୁଣି ପୁନେ ଫେରି ଯାଇଥିଲେ।

ଲମ୍ବା ବାଟ ଯାତ୍ରା ଯୋଗୁ ସେ ହାଲିଆ ହୋଇ ପଡ଼ିଥିଲେ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିପାରିଥିବାରୁ ଖୁବ ଖୁସି ଥିବା କହିଛନ୍ତି। ଦେଶର ଦାୟିତ୍ୱବାନ ନାଗରିକ ହିସାବରେ ଅନ୍ୟ କାମକୁ ପଛରେ ପକାଇ ଭୋଟଦାନ କରିବାକୁ ପ୍ରାଥମିକତା ଦେବାକୁ ସେ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

https://www.instagram.com/p/Bw1OhDPhSoh/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story