ଆଖି ବୁଜିଲେ ‘ଆଇ ଆମ୍ କଲାମ’ ଫିଲ୍ମର ଲେଖକ

ମୁମ୍ବାଇ: ‘ପାନ ସିଂ ତୋମାର’ ଏବଂ ‘ ଆଇ ଆମ୍ କଲାମ’ ପରି ଚର୍ଚ୍ଚିତ ଫିଲ୍ମର ଲେଖିକ ସଞ୍ଜୟ ଚୌହାନଙ୍କର ଗତକାଲି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସଞ୍ଜୟ ଚୌହାନ ଦୀର୍ଘ ବର୍ଷ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ। ଅସୁସ୍ଥତା ହେତୁ ୧୦ ଦିନ ହେବ ସଞ୍ଜୟଙ୍କୁ ଏଚ.ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଯଥାସମ୍ଭବ ପ୍ରୟାସ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଲା […]

pic

pic

Niharika Rout
  • Published: Friday, 13 January 2023
  • Updated: 13 January 2023, 01:30 PM IST

Sports

Latest News

ମୁମ୍ବାଇ: ‘ପାନ ସିଂ ତୋମାର’ ଏବଂ ‘ ଆଇ ଆମ୍ କଲାମ’ ପରି ଚର୍ଚ୍ଚିତ ଫିଲ୍ମର ଲେଖିକ ସଞ୍ଜୟ ଚୌହାନଙ୍କର ଗତକାଲି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସଞ୍ଜୟ ଚୌହାନ ଦୀର୍ଘ ବର୍ଷ ହେଲା ଯକୃତ ରୋଗରେ ପୀଡ଼ିତ ଥିଲେ।

ଅସୁସ୍ଥତା ହେତୁ ୧୦ ଦିନ ହେବ ସଞ୍ଜୟଙ୍କୁ ଏଚ.ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଯଥାସମ୍ଭବ ପ୍ରୟାସ ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହେଲା ନାହିଁ । ଏହାପରେ ଗତକାଲି ସେ ଆଖି ବୁଜିଥିବା ଜଣାଯାଇଛି।

‘ ଆଇ ଆମ୍ କଲାମ’ ଫିଲ୍ମ ପାଇଁ ସଞ୍ଜୟ ଚୌହାନଙ୍କୁ ୨୦୧୧ ମସିହାରେ ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହାବାଦ ଆହୁରି ବହୁ ଫିଲ୍ମର ଲେଖନୀ ପାଇଁ ସଞ୍ଜୟ ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ‘ଧୁପ’, ‘ମେନେ ଗାନ୍ଧୀ କୋ ନେହିଁ ମାରା’  ପରି ଫିଲ୍ମ ବି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏହାବାଦ ସେ ‘ସାହେବ ବିବି ଓ ଗ୍ୟାଙ୍ଗଷ୍ଟର’ ଫିଲ୍ମକୁ ତିଗମାଂସୁ ଧୁଲିଆଙ୍କ ସହ ମିଶି ଲେଖିଥିଲେ।

ସୂଚନା ଅନୁଯାୟୀ, ସଞ୍ଜୟ ଚୌହାନ ମୂଳତଃ ଭୋପାଳ ନିବାସୀ।  ତାଙ୍କ ବାପା ରେଳବାଇରେ ଚାକିରି କରୁଥିବା ବେଳେ ମା’ ଜଣେ ଶିକ୍ଷକ ଥିଲେ।  ସଞ୍ଜୟଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଏକମାତ୍ର ଝିଅ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଛନ୍ତି।

ପତ୍ରକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିବା ସଞ୍ଜୟ କ୍ରମଶଃ ଫିଲ୍ମ ଦୁନିଆ ପ୍ରତି ଆକର୍ଷିତ ହେଲେ। ଏହାପରେ ସେ ମୁମ୍ବାଇ ଚାଲି ଆସି ସୋନି ଟିଭି ପାଇଁ କ୍ରାଇମ ବେସଡ ଟିଭି ସିରିଜ ଲେଖିଲେ। ୨୦୦୩ ମସିହାରେ ସୁଧୀର ମିଶ୍ରାଙ୍କ ଫିଲ୍ମ ‘ହଜାରେ ଖ୍ୱାହିସେ ଏସି’ ରିଲିଜ ହୋଇଥିବା ବେଳେ ଏହା ବେଶ୍‌ ଲୋକପ୍ରିୟ ହୋଇଥିଲା। ଏହାର ଡାଏଲଗ ସଞ୍ଜୟ ଚୌହାନ ଲେଖିଥିବା ବେଳେ ଏହା ତାଙ୍କ କ୍ୟାରିଅର ପାଇଁ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଥିଲା ଓ ତାଙ୍କୁ ଖୁବ୍‌ ପ୍ରଶଂସା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story