ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଇଲିଆନା !

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌ ତାଙ୍କର ଦୀର୍ଘ ଦିନର ଅଷ୍ଟ୍ରେଲୀୟ ପୁରୁଷବନ୍ଧୁ ଆଣ୍ଡ୍ରିଉ ନିବୋନ୍‌ଙ୍କ ସହିତ ସଂପର୍କ କାଟି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ମିଡିଆ ରିପୋର୍ଟ ଅନୁସାରେ ଦୁହେଁ ପରସ୍ପରକୁ ସୋଶାଲ୍‌ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଫଲୋ କରିଛନ୍ତି। ଆଣ୍ଡ୍ରିଉ ନିବୋନ୍‌ଙ୍କ ସହିତ ଉଠାଇଥିବା ସମସ୍ତ ଫଟୋକୁ ମଧ୍ୟ ଇଲିଆନା ଇନଷ୍ଟାଗ୍ରାମ୍‌ରୁ ଡିଲିଟ୍‌ କରିଛନ୍ତି। ତେଣୁ ଏହାକୁ ଦେଖି ଦୁହିଁଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ତେବେ ଦୁହିଁଙ୍କର ରିଲେସନ୍‌ସିପ୍‌କୁ ନେଇ […]

ili

ili

Puspanjali Panda
  • Published: Tuesday, 27 August 2019
  • Updated: 27 August 2019, 02:39 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌ ତାଙ୍କର ଦୀର୍ଘ ଦିନର ଅଷ୍ଟ୍ରେଲୀୟ ପୁରୁଷବନ୍ଧୁ ଆଣ୍ଡ୍ରିଉ ନିବୋନ୍‌ଙ୍କ ସହିତ ସଂପର୍କ କାଟି ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ମିଡିଆ ରିପୋର୍ଟ ଅନୁସାରେ ଦୁହେଁ ପରସ୍ପରକୁ ସୋଶାଲ୍‌ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍‌ଫଲୋ କରିଛନ୍ତି।

ଆଣ୍ଡ୍ରିଉ ନିବୋନ୍‌ଙ୍କ ସହିତ ଉଠାଇଥିବା ସମସ୍ତ ଫଟୋକୁ ମଧ୍ୟ ଇଲିଆନା ଇନଷ୍ଟାଗ୍ରାମ୍‌ରୁ ଡିଲିଟ୍‌ କରିଛନ୍ତି। ତେଣୁ ଏହାକୁ ଦେଖି ଦୁହିଁଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ତେବେ ଦୁହିଁଙ୍କର ରିଲେସନ୍‌ସିପ୍‌କୁ ନେଇ ଇଲିଆନା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

https://www.instagram.com/p/By1uRS2AvFp/?utm_source=ig_web_copy_link

ଇନ୍‌ଷ୍ଟାଗ୍ରାମ୍‌ର ଅନେକ ଫଟୋ ପୋଷ୍ଟରେ ବୟଫ୍ରେଣ୍ଡ୍‌ ଆଣ୍ଡ୍ରିଉ ନିବୋନ୍‌ଙ୍କୁ ଇଲିଆନା ହଜ୍‌ବ୍ୟାଣ୍ଡ୍‌ ଲେଖି ମଧ୍ୟ ଟ୍ୟାଗ୍‌ କରିଥିଲେ। ଡିସେମ୍ୱର ୨୦୧୭ରେ ଇଲିଆନା ଏକ ଖ୍ରୀଷ୍ଟମାସ୍‌ ଫଟୋ ପୋଷ୍ଟ୍‌ କରିଥିଲେ, ଯେଉଁଥିରେ ସେ ଆଣ୍ଡ୍ରିଉଙ୍କୁ ‘ହବି’ ବୋଲି ଲେଖିଥିଲେ। କିନ୍ତୁ ପରେ ଏକ ଇଣ୍ଟରଭ୍ୟୁରେ ଇଲିଆନା ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନାହିଁ ବୋଲି କହିଥିଲେ।

https://www.instagram.com/p/BywOWmHAjGw/?utm_source=ig_web_copy_link

ସେହିପରି ଇନ୍‌ଷ୍ଟାଗ୍ରାମ୍‌ର ଏକ ପ୍ରଶ୍ନୋତ୍ତର ସେସନ୍‌ରେ ଇଲିଆନାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ କ’ଣ ପାଇଁ ସେ ଜଣେ ବିଦେଶୀଙ୍କୁ ଡେଟ୍‌ କରୁଛନ୍ତି। ଏହାର ଉତ୍ତରରେ ଇଲିଆନା କହିଥିଲେ, ‘ମୁଁ ଜଣଙ୍କୁ ହୃଦୟରୁ ଭଲ ପାଉଛି। ଦେହର ରଙ୍ଗ କିମ୍ୱା ଜାତୀୟତା ମୋ ପାଇଁ ଗୁରୁତ୍ୱ ରଖେ ନାହିଁ।’

ଏପରିକି କିଛି ଦିନ ତଳେ ଇଲିଆନା ଗର୍ଭବତୀ ଅଛନ୍ତି ବୋଲି ମିଡିଆରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଜରିଆରେ ଇଲିଆନା ଏହି ଖବରକୁ ମିଛ ବୋଲି କହିଥିଲେ।

ଆଣ୍ଡ୍ରିଉ ନିବୋନ୍‌ ଅଷ୍ଟ୍ରେଲିଆର ଜଣେ ପ୍ରଫେସନାଲ୍‌ ଫଟୋଗ୍ରାଫର୍‌। ମଡେଲିଂ କରୁଥିବା ସମୟରେ ଇଲିଆନାଙ୍କ ସହିତ ତାଙ୍କର ସଂପର୍କ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story