ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଇଲିଆନା, ଜାଣନ୍ତୁ କାହିଁକି

ମୁମ୍ୱାଇ: ନିକଟରେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ନିଜର ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଡିପ୍ରେସନ କାରଣରୁ ସେ ଦିନେ ଆତ୍ମହତ୍ୟା କରିବାକୁ ଭାବିଥିଲେ ବୋଲି କହିଛନ୍ତି। ଇଲିଆନା ନିଜକୁ ସଂକୁଚିତ ମନୋଭାବର ବୋଲି ସ୍ୱୀକାର କରି ଡିପ୍ରେସନ ଓ ବଡି ଡିସ୍‌ମୋରଫିକର ଶିକାର ହୋଇଥିବା କହିଥିଲେ। ସେ ଆହୁରି କହିଥିଲେ, “ମୋ ମତରେ ଡିପ୍ରେସନ ସହ ଲଢିବାକୁ ହେଲେ ନିଜକୁ ଏହାକୁ ସ୍ୱୀକାର କରିବାକୁ ପଡିବ। ଡିପ୍ରସନର ଶିକାର ହେଲେ ନିଜର ଚିକିତ୍ସା କରନ୍ତୁ। […]

Ileana-DCruz

Ileana-DCruz

Rakesh Mallick
  • Published: Monday, 06 November 2017
  • Updated: 06 November 2017, 03:10 PM IST

Sports

Latest News

ମୁମ୍ୱାଇ: ନିକଟରେ ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ନିଜର ଏକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ଡିପ୍ରେସନ କାରଣରୁ ସେ ଦିନେ ଆତ୍ମହତ୍ୟା କରିବାକୁ ଭାବିଥିଲେ ବୋଲି କହିଛନ୍ତି।

ଇଲିଆନା ନିଜକୁ ସଂକୁଚିତ ମନୋଭାବର ବୋଲି ସ୍ୱୀକାର କରି ଡିପ୍ରେସନ ଓ ବଡି ଡିସ୍‌ମୋରଫିକର ଶିକାର ହୋଇଥିବା କହିଥିଲେ। ସେ ଆହୁରି କହିଥିଲେ, “ମୋ ମତରେ ଡିପ୍ରେସନ ସହ ଲଢିବାକୁ ହେଲେ ନିଜକୁ ଏହାକୁ ସ୍ୱୀକାର କରିବାକୁ ପଡିବ। ଡିପ୍ରସନର ଶିକାର ହେଲେ ନିଜର ଚିକିତ୍ସା କରନ୍ତୁ। ଏହା ଏକ ଲମ୍ୱା ପକ୍ରିୟା ଏବଂ ଏକା ଥରକରେ ଭଲ ହୋଇଯିବ ନାହିଁ। ଚିକିତ୍ସା କଲେ ଧିରେ ଧିରେ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ।”

ଆହୁରି ମଧ୍ୟ ପଢନ୍ତୁ: ପ୍ରେମିକାଙ୍କୁ ଯନ୍ତ୍ରଣା ଦେଉଥିଲେ ଏହି ବଲିଉଡ୍‌ ସେଲିବ୍ରେଟି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story