‘ଜ୍ୟାକସନ୍‌ଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ରହିଥିଲା’

ମୁମ୍ବାଇ: ପପ୍‌ଷ୍ଟାର ମାଇକେଲ ଜ୍ୟାକ୍‌ସନ୍‌ଙ୍କ ମୃତ୍ୟୁ ସ୍ୱଭାବିକ ନଥିଲା। ତାଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ରୀ ରହିଛି ବୋଲି ମାଇକେଲଙ୍କ ଝିଅ ପରିସ୍‌ ଜ୍ୟାକ୍‌ସନ୍‌ ଆଜି କହିଛନ୍ତି। ଏକ ପତ୍ରିକାକୁ ସାକ୍ଷାତକାର ଦେବା ଅବସରରେ ପେରିସ୍‌ ଏହା କହିଛନ୍ତି। ସେ କହିଛନ୍ତି,“ବାପା ବଞ୍ଚିଥିବାବେଳେ କହୁଥିଲେ ତାଙ୍କ ପଛରେ କିଛି ଲୋକ ପଡ଼ିଯାଇଛନ୍ତି। ଦିନେ ତାଙ୍କୁ ନିଶ୍ଚିତ ମାରିଦେବେ।” ୨୦୦୯ ମସିହାରେ ଜ୍ୟାକସନଙ୍କ ମୃତ୍ୟୁ ହୋଇଥିଲା। ଅତ୍ୟଧିକ ଔଷଧ ସେବନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

jjjjjjj

jjjjjjj

Rakesh Mallick
  • Published: Thursday, 26 January 2017
  • Updated: 26 January 2017, 10:16 PM IST

Sports

Latest News

ମୁମ୍ବାଇ: ପପ୍‌ଷ୍ଟାର ମାଇକେଲ ଜ୍ୟାକ୍‌ସନ୍‌ଙ୍କ ମୃତ୍ୟୁ ସ୍ୱଭାବିକ ନଥିଲା। ତାଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ରୀ ରହିଛି ବୋଲି ମାଇକେଲଙ୍କ ଝିଅ ପରିସ୍‌ ଜ୍ୟାକ୍‌ସନ୍‌ ଆଜି କହିଛନ୍ତି। ଏକ ପତ୍ରିକାକୁ ସାକ୍ଷାତକାର ଦେବା ଅବସରରେ ପେରିସ୍‌ ଏହା କହିଛନ୍ତି।

ସେ କହିଛନ୍ତି,“ବାପା ବଞ୍ଚିଥିବାବେଳେ କହୁଥିଲେ ତାଙ୍କ ପଛରେ କିଛି ଲୋକ ପଡ଼ିଯାଇଛନ୍ତି। ଦିନେ ତାଙ୍କୁ ନିଶ୍ଚିତ ମାରିଦେବେ।”

୨୦୦୯ ମସିହାରେ ଜ୍ୟାକସନଙ୍କ ମୃତ୍ୟୁ ହୋଇଥିଲା। ଅତ୍ୟଧିକ ଔଷଧ ସେବନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story