ଜ୍ୟାକିଙ୍କ ଠାରୁ ଅନୁପ୍ରାଣିତ ହୋଇ କରାଟେ ଶିଖିଛି: ଶିଳ୍ପା

ମୁମ୍ବାଇ: ଭାରତ ଆସିଥିବା କୁମ୍ପୁ ଷ୍ଟାର ଜ୍ୟାକି ଚାନ୍‌ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି ଖୁବ୍‌ ସୁନ୍ଦର ଭାବେ ସ୍ୱାଗତ କରିଛି। ଜ୍ୟାକିଙ୍କୁ ଦେଖି ଶିଳ୍ପା ସେଟ୍ଟୀ ସମସ୍ତଙ୍କ ସାମ୍ନାରେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ତାଙ୍କର ସବୁଠୁ ବଡ଼ ଫ୍ୟାନ୍‌ ବୋଲି କହିଥିଲେ। ଜଣେ କଳାକାର ଭାବେ ନୁହେଁ ଜଣେ ବଡ଼ ଫ୍ୟାନ୍‌ ଭାବେ ସେ ତାଙ୍କୁ ଦେଖା କରିବାକୁ ଆସିଥିବା କଥା କହିଥିଲେ। ଖାଲି ସେତିକି ନୁହେଁ, ଜ୍ୟାକିଙ୍କୁ ସେ ଖୁବ୍‌ ଭଲପାଆନ୍ତି ଓ ସେ […]

shilpa-shetty-kungfu-yoga-jackie-chan_650x400_71485246902

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 04:59 PM IST

Sports

Latest News

ମୁମ୍ବାଇ: ଭାରତ ଆସିଥିବା କୁମ୍ପୁ ଷ୍ଟାର ଜ୍ୟାକି ଚାନ୍‌ଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି ଖୁବ୍‌ ସୁନ୍ଦର ଭାବେ ସ୍ୱାଗତ କରିଛି। ଜ୍ୟାକିଙ୍କୁ ଦେଖି ଶିଳ୍ପା ସେଟ୍ଟୀ ସମସ୍ତଙ୍କ ସାମ୍ନାରେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ତାଙ୍କର ସବୁଠୁ ବଡ଼ ଫ୍ୟାନ୍‌ ବୋଲି କହିଥିଲେ। ଜଣେ କଳାକାର ଭାବେ ନୁହେଁ ଜଣେ ବଡ଼ ଫ୍ୟାନ୍‌ ଭାବେ ସେ ତାଙ୍କୁ ଦେଖା କରିବାକୁ ଆସିଥିବା କଥା କହିଥିଲେ।

ଖାଲି ସେତିକି ନୁହେଁ, ଜ୍ୟାକିଙ୍କୁ ସେ ଖୁବ୍‌ ଭଲପାଆନ୍ତି ଓ ସେ ତାଙ୍କୁ ଜଣେ ରିୟଲ ଆକ୍ସନ୍‌ ହିରୋ ବୋଲି ଭାବନ୍ତି। ସେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କରାଟେ ଶିଖିଥିବା କଥା କହିଛନ୍ତି ଶିଳ୍ପା।

ଅନ୍ୟପକ୍ଷେ ଦବଙ୍ଗ ଖାନ୍‌ ସଲମାନ୍‌ ତାଙ୍କୁ ଦେଖା କରିବା ପାଇଁ ହୋଟେଲ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story