ସିଙ୍ଗଲ୍‌ ଥିବାରୁ ଜାହ୍ନବୀ ଭଲ ଭଉଣୀ, ନେହାଙ୍କ ଶୋ’ରେ କହିଲେ ଖୁସୀ

ମୁମ୍ୱାଇ:  ମା’ ହେବା ପରେ ମିସ୍‌ ଇଣ୍ଡିଆ ଫେମ୍‌ ନେହୁ ଧୂପିଆ ନିଜ ପପୁଲାର ଚାର୍ଟ ଶୋ’ ‘BFFs With Vogue’ ରେ ପୁଣି ଥରେ ଛୋଟ ପରଦାକୁ ଫେରିବା ଲାଗି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏଥର ନୂଆ ସିଜିନ୍‌ର ପ୍ରଥମ ଏପିସୋଡ଼ରେ ନେହାଙ୍କ ଗେଷ୍ଟ ହୋଇଛନ୍ତି କପୁର ସିଷ୍ଟର୍ସ ଜାହ୍ନବୀ ଓ ଖୁସୀ। ନେହା ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏହାର ଟିଜର ଶେଆର କରିଛନ୍ତି। ଯେଉଁଥିରେ ଜାହ୍ନବୀ ଓ ଖୁସୀଙ୍କ ମଧ୍ୟରେ ଥିବା ଷ୍ଟ୍ରଙ୍ଗ ବଣ୍ଡିଂ […]

janhabi-4..

janhabi-4..

Niharika Rout
  • Published: Saturday, 27 April 2019
  • Updated: 27 April 2019, 10:30 AM IST

Sports

Latest News

ମୁମ୍ୱାଇ:  ମା’ ହେବା ପରେ ମିସ୍‌ ଇଣ୍ଡିଆ ଫେମ୍‌ ନେହୁ ଧୂପିଆ ନିଜ ପପୁଲାର ଚାର୍ଟ ଶୋ’ ‘BFFs With Vogue’ ରେ ପୁଣି ଥରେ ଛୋଟ ପରଦାକୁ ଫେରିବା ଲାଗି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏଥର ନୂଆ ସିଜିନ୍‌ର ପ୍ରଥମ ଏପିସୋଡ଼ରେ ନେହାଙ୍କ ଗେଷ୍ଟ ହୋଇଛନ୍ତି କପୁର ସିଷ୍ଟର୍ସ ଜାହ୍ନବୀ ଓ ଖୁସୀ। ନେହା ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏହାର ଟିଜର ଶେଆର କରିଛନ୍ତି। ଯେଉଁଥିରେ ଜାହ୍ନବୀ ଓ ଖୁସୀଙ୍କ ମଧ୍ୟରେ ଥିବା ଷ୍ଟ୍ରଙ୍ଗ ବଣ୍ଡିଂ ଦେଖିବାକୁ ମିଳିବ।

ଏହି ଶୋ’ରେ ନେହା ଜାହ୍ନବୀଙ୍କୁ ତାଙ୍କ ସାଙ୍ଗ ଇଶାନ ଖଟ୍ଟର ଓ ତାରା ସୁତରିଆଙ୍କ ରିଲେସନକୁ ନେଇ ପ୍ରଶ୍ନ ପଚାରିଥିଲେ। ଜାହ୍ନବୀ ମଧ୍ୟ ହସି ହସି ବହୁ ଚାଲାକିର ସହ ଏହାର ଉତ୍ତର ଦେଉଥିବା ନଜର ଆସିଛନ୍ତି।

ଭିଡ଼ିଓରେ ଇଶାନ ତାରାଙ୍କୁ ଡେଟ କରୁଥିବା ଖବରକୁ ନେଇ ତମର କ’ଣ ପ୍ରତିକ୍ରିୟା ରହିଛି ବୋଲି ନେହା ଜାହ୍ନବୀଙ୍କୁ ପଚାରୁଛନ୍ତି। ‘ଧଡ଼କ’ ଶୁଟିଂ ବେଳୁ ଜାହ୍ନବୀ ଇଶାନଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ‘କଫି ୱିଥ୍‌ କରନ’ ରେ କରନଙ୍କ ଏହି ପ୍ରଶ୍ନର ଉତ୍ତର ଜାହ୍ନବୀ ନା ବୋଲି ଦେଇଥିଲେ ।

ଇଶାନ ପିଲା ଦିନର ବନ୍ଧୁ ହୋଇଥିବାରୁ ଆମେ ଦୁହେଁ ଭଲ ବନ୍ଧୁ ବୋଲି କହିଥିଲେ ଜାହ୍ନବୀ। ଫଳରେ ଇଶାନଙ୍କ ସହ ତାଙ୍କ ରିଲେସନକୁ ନେଇ ହେଉଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ। ଏହି ପ୍ରଶ୍ନରେ ପୂର୍ବରୁ ଜାହ୍ନବୀଙ୍କୁ ଚିଡ଼ାଇବାକୁ ଯାଇ ତାଙ୍କ ଭାଇ ଅର୍ଜନ କପୁର କହିଥିଲେ ଯେ, ଇଶାନ ସବୁବେଳେ ଜାହ୍ନବୀ ପାଖରେ ବୁଲୁଛି।

ଏହି ଭିଡ଼ିଓରେ ଖୁସୀ କପୁର ନଜର ଆସୁଥିବା ବେଳେ ସେ କିନ୍ତୁ ବେଶି ଓପନ ଅପ୍‌ ହୋଇ ନାହାନ୍ତି । ଜାହ୍ନବୀ କ’ଣ ପାଇଁ ଭଲ ବୋଲି ନେହାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଲେ, କାରଣ ସେ ଏବେ ସିଙ୍ଗଲ ଅଛନ୍ତି। ଏହା ପରେ ହସି କରି ଜାହ୍ନବୀ କହିଲେ, ଏ ହେଉଛି ଭଉଣୀ।

ଜାହ୍ନବୀଙ୍କ ୱର୍କ ଫ୍ରଣ୍ଟ କଥା କହିଲେ, ୨୦୧୮ ମସିହାରେ ‘ ଧଡ଼କ’ ଫିଲ୍ମ ଜରିଆରେ ସେ ବଲିଉଡ଼ରେ ଏଣ୍ଟ୍ରି କରିଥିଲେ। ତାଙ୍କର ଏହି ଫିଲ୍ମକୁ ବହୁତ ପସନ୍ଦ ମଧ୍ୟ କରାଯାଇଥିଲା। ଏବେ ସେ ଅପ୍‌ କମିଙ୍ଗ ମଲ୍ଟି ଷ୍ଟାରର ଫିଲ୍ମ ‘ତଖ୍‌ତ’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story