ଆସନ୍ତା ଜାନୁଆରୀ ୨୬ରେ ରିଲିଜ୍ ହେବ “ଚନ୍ଦା ମାମା ଦୂର କେ”

ମୁମ୍ବାଇ: ୨୦୧୮ ଜାନୁଆରୀରେ ୨୬ରେ ରିଲିଜ୍ ହେବ “ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ”ର  ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ସୁଶାନ୍ତ ରାଜପୁତଙ୍କ  ଆଗାମୀ ଫିଲ୍ମ “ଚନ୍ଦା ମାମା ଦୂର କେ”। ସାଇଲେଣ୍ଟ ଫିକସନ୍ ଉପରେ ତିଆରି ହୋଇଥିବା ଏହି ଫିଲ୍ମରେ  ସୁଶାନ୍ତ ରାଜପୁତ ମହାକାଶ ଯାତ୍ରୀ ଭୂମିକାରେ ନଜର ଆସିବେ। ସୁଶାନ୍ତ ଏହି ଫିଲ୍ମର ସୁଟିଂ ପାଇଁ ବହୁତ ବ୍ୟସ୍ତ ଅଛନ୍ତି। “ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ ”ରେ ସୁଶାନ୍ତଙ୍କୁ  ଅପୂର୍ବ ସଫଳତା ମିଳିଥିଲା। […]

Sushant-Singh-

Sushant-Singh-

Rakesh Mallick
  • Published: Saturday, 28 January 2017
  • Updated: 29 January 2017, 04:44 PM IST

Sports

Latest News

ମୁମ୍ବାଇ: ୨୦୧୮ ଜାନୁଆରୀରେ ୨୬ରେ ରିଲିଜ୍ ହେବ “ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ”ର  ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ସୁଶାନ୍ତ ରାଜପୁତଙ୍କ  ଆଗାମୀ ଫିଲ୍ମ “ଚନ୍ଦା ମାମା ଦୂର କେ”। ସାଇଲେଣ୍ଟ ଫିକସନ୍ ଉପରେ ତିଆରି ହୋଇଥିବା ଏହି ଫିଲ୍ମରେ  ସୁଶାନ୍ତ ରାଜପୁତ ମହାକାଶ ଯାତ୍ରୀ ଭୂମିକାରେ ନଜର ଆସିବେ। ସୁଶାନ୍ତ ଏହି ଫିଲ୍ମର ସୁଟିଂ ପାଇଁ ବହୁତ ବ୍ୟସ୍ତ ଅଛନ୍ତି।

“ଏମଏସ୍ ଧୋନୀ- ଦି ଅନଟୋଲ୍ଡ ଷ୍ଟୋରୀ ”ରେ ସୁଶାନ୍ତଙ୍କୁ  ଅପୂର୍ବ ସଫଳତା ମିଳିଥିଲା।

ଚଳିବର୍ଷରେ ଜାନୁଆରୀରେ ୨୫ରେ ରିଲିଜ୍ ହୋଇ ଥିବା କିଙ୍ଗ୍‌ଖାନଙ୍କ ଫିଲ୍ମ “ରଇସ”ଓ ହ୍ରିତିକ୍‌ଙ୍କ ଫିଲ୍ମ “କାବିଲ‘”  ଦେଶ ବିଦେଶରେ ଧମାଲ  ମଚାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story