‘ମୋ କାହାଣୀ ରାନୀ ପଣ୍ଡାଙ୍କଠାରୁ ଅଲଗା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ମାସ ତଳେ ଯାତ୍ରା ଆଇଟମ୍‌ ଗର୍ଲ ରାନୀ ପଣ୍ଡାଙ୍କର ଅଶ୍ଳୀଳ ନୃତ୍ୟ ଓଡ଼ିଶାରେ ବେଶ୍ ଚହଳ ସୃଷ୍ଟି କରିଥିଲା। ରାନୀଙ୍କର ନୃତ୍ୟକୁ ଅନେକ ଦର୍ଶକ ବିରୋଧ କରିଥିଲେ। ରାନୀ ପଣ୍ଡାଙ୍କର ବିବାଦ ପରେ ପରେ ଯାତ୍ରା ଜଗତର ଅନ୍ୟ ଜଣେ ଆଇଟମ୍‌ ଗର୍ଲ ସୋନାଲି ବିବାଦୀୟ ହୋଇପଡ଼ିଛନ୍ତି। ଦୁଇଦିନ ତଳେ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ନାଚିଥିବା ଆଇଟମ୍‌ ଗର୍ଲଙ୍କ ଘର କେଉଁଠି ଜଣାପଡ଼ି ନଥିଲେ […]

jatra

jatra

Puspanjali Panda
  • Published: Saturday, 28 September 2019
  • Updated: 28 September 2019, 10:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ମାସ ତଳେ ଯାତ୍ରା ଆଇଟମ୍‌ ଗର୍ଲ ରାନୀ ପଣ୍ଡାଙ୍କର ଅଶ୍ଳୀଳ ନୃତ୍ୟ ଓଡ଼ିଶାରେ ବେଶ୍ ଚହଳ ସୃଷ୍ଟି କରିଥିଲା। ରାନୀଙ୍କର ନୃତ୍ୟକୁ ଅନେକ ଦର୍ଶକ ବିରୋଧ କରିଥିଲେ। ରାନୀ ପଣ୍ଡାଙ୍କର ବିବାଦ ପରେ ପରେ ଯାତ୍ରା ଜଗତର ଅନ୍ୟ ଜଣେ ଆଇଟମ୍‌ ଗର୍ଲ ସୋନାଲି ବିବାଦୀୟ ହୋଇପଡ଼ିଛନ୍ତି।

ଦୁଇଦିନ ତଳେ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ନାଚିଥିବା ଆଇଟମ୍‌ ଗର୍ଲଙ୍କ ଘର କେଉଁଠି ଜଣାପଡ଼ି ନଥିଲେ ମଧ୍ୟ ବାଲେଶ୍ୱର ବୋଲି ଜଣାପଡ଼ିଛି।

ତେବେ ଭାଇରାଲ୍‌ ହେବା ପରେ ସୋନାଲି ଓଟିଭିକୁ ଏକ ସାକ୍ଷାତକାର ଦେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ସୋନାଲିଙ୍କୁ କିଛି ପ୍ରଶ୍ନ କରାଯାଇଥିଲା, ଯାହାର ଉତ୍ତର ସେ ଏହିପରି ରଖିଛନ୍ତି।

୧: ଆପଣ ଓଡ଼ିଆ ନୁହେଁ, ଛତିଶଗଡ଼ରୁ ଆସିଛନ୍ତି ବୋଲି ଲୋକ କହୁଛନ୍ତି ?

ଉତ୍ତର: ଲୋକ କହୁଛନ୍ତି ମୁଁ ଛତିଶଗଡ଼ି ବୋଲି। କିନ୍ତୁ ମୁଁ ଜଣେ ଓଡ଼ିଆ ଝିଅ।

୨: ରାନୀ ପରେ ସୋନାଲି। ଆପଣ ଯାତ୍ରା ଜଗତର ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ। ଏହାକୁ ନେଇ କ’ଣ କହିବେ ?

ଉତ୍ତର: ରାନୀଙ୍କ କାହାଣୀ ମୋ’ କାହାଣୀଠାରୁ ଅଲଗା। ସେ ଯେଉଁଥିପାଇଁ ଯାତ୍ରା ଜଗତକୁ ଆସିଛନ୍ତି, ସେ ଭାବକୁ ନେଇ ମୁଁ ଆସିନାହିଁ। ମୋ’ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ। ବାପାଙ୍କ ଅନ୍ତେ ମୁଁ ଏକା ମୋ ପରିବାର ଭରଣପୋଷଣ କରୁଛି। ପେଟ ପୋଷିବା ପାଇଁ ଏହି ଯାତ୍ରା ଲାଇନ୍‌କୁ ଆସିଛି।

୩. ଦର୍ଶକ ଚାହୁଁଛନ୍ତି ବୋଲି ଆପଣ ଏପରି ଅଶ୍ଳୀଳ ନୃତ୍ୟ କରୁଛନ୍ତି କି ?
ଉତ୍ତର: ଦୁନିଆ କ’ଣ କହୁଛି, ମୁଁ ଜାଣିନି। ଦର୍ଶକଙ୍କର ରୁଚି ଓ ଚାହିଦା ଅନୁସାରେ ମୁଁ କଳା ପ୍ରଦର୍ଶନ କରୁଛି। ମୁଁ ଭାବୁଛି, ମୋ ନୃତ୍ୟ ଠିକ୍‌ ଅଛି। ସେଥିରେ କୌଣସି ଅଶ୍ଲୀଳତା ନାହିଁ। ମୁଁ ଚାହୁଁଛି, ଲୋକଙ୍କୁ ଭରପୂର ମନୋରଞ୍ଜନ କରିବି। ମୁଁ ଜଣେ ଭଲ ଡ୍ୟାନ୍ସର। ମୋତେ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି। ଦର୍ଶକଙ୍କ ପାଇଁ ମୁଁ ଆଜି ସେଲେବ୍ରିଟି ହୋଇପାରିଛି।

ଜଣେ ଆଇଟମ୍‌ ଗର୍ଲ ଡ୍ୟାନ୍ସ କରିବା ସମୟରେ ଦର୍ଶକମାନଙ୍କ ରୁଚିକୁ ଦେଖେ। ଡ୍ୟାନ୍ସ କରିବା ମୋ ପାଇଁ ଏକ କଳା। ଦର୍ଶକମାନେ ମୋ’ ଭିଡିଓ ଭାଇରାଲ୍ କରିଥିବାରୁ ମୁଁ ବହୁତ ଖୁସି।

ସୋନାଲି ଆହୁରି ମଧ୍ୟ କହିଛନ୍ତି, ‘ଭିଡିଓ ଭାଇରାଲ୍‌ କରିଥିବାରୁ ମୁଁ ଆଜି ସେଲେବ୍ରିଟି ହୋଇପାରିଛି। ଏଥିପାଇଁ ମୁଁ ଖୁସି। ମୋ ଡ୍ୟାନ୍ସରେ କୌଣସି ଅଶ୍ଲୀଳତା ନାହିଁ। ମୋବାଇଲ୍‌ କ୍ୟାମେରାରେ ମୋତେ ଖୁବ୍‌ ଚିତ୍ରଣ କରାଯାଇଛି।’

https://youtu.be/6mGttnv-Tgw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story