ଭୋର ସାଢ଼େ ୪ଟାରେ ‘କାଲା’ର ପ୍ରଥମ ଶୋ’ ଦେଖିଲେ ଦର୍ଶକ

ଚେନ୍ନାଇ: ଆଜ ରିଲିଜ ହୋଇଛି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘କାଲା’। ଏହାର ପ୍ରଥମ ଶୋ’ ଭୋର ୪.୩୦ରୁ ଆରମ୍ଭ ହୋଇଛି। ଫିଲ୍ମରେ ରଜନୀକାନ୍ତ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମ ଦେଖିବାପାଇଁ ଆଜି ଭୋରରୁ ଥିଏଟର ଆଗରେ ରଜନୀ ଫ୍ୟାନଙ୍କ ଲମ୍ବା ଲାଇନ ଦେଖିବାଲୁ ମିଳିଥିଲା। ରଜନୀ ପ୍ରେମୀ କେବଳ ଫିଲ୍ମକୁ ଉପଭୋଗ କରିନଥିଲେ, ବରଂ ଭିନ୍ନ ଭିନ୍ନ ଅନ୍ଦାଜରେ ଏହି ଅବସରକୁ ସେଲିବ୍ରେଟ ମଧ୍ୟ କରିଥିଲେ। ତାମିଲନାଡୁରେ ଫିଲ୍ମ ହଲ ଆଗରେ […]

ranj

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 12:13 PM IST

ଚେନ୍ନାଇ: ଆଜ ରିଲିଜ ହୋଇଛି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘କାଲା’। ଏହାର ପ୍ରଥମ ଶୋ’ ଭୋର ୪.୩୦ରୁ ଆରମ୍ଭ ହୋଇଛି। ଫିଲ୍ମରେ ରଜନୀକାନ୍ତ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମ ଦେଖିବାପାଇଁ ଆଜି ଭୋରରୁ ଥିଏଟର ଆଗରେ ରଜନୀ ଫ୍ୟାନଙ୍କ ଲମ୍ବା ଲାଇନ ଦେଖିବାଲୁ ମିଳିଥିଲା। ରଜନୀ ପ୍ରେମୀ କେବଳ ଫିଲ୍ମକୁ ଉପଭୋଗ କରିନଥିଲେ, ବରଂ ଭିନ୍ନ ଭିନ୍ନ ଅନ୍ଦାଜରେ ଏହି ଅବସରକୁ ସେଲିବ୍ରେଟ ମଧ୍ୟ କରିଥିଲେ। ତାମିଲନାଡୁରେ ଫିଲ୍ମ ହଲ ଆଗରେ ରଜନୀଙ୍କ ପୋଷ୍ଟର ଉପରେ କ୍ଷୀର ଢାଳି ସେଲିବ୍ରେଟ କରିଥିଲେ ଫ୍ୟାନ। ସେହିଭଳି ଅନେକ ସ୍ଥାନରେ ଦର୍ଶକମାନେ ବାଣ ଫୁଟାଇ ଫିଲ୍ମ ରିଲିଜଜୁ ସ୍ୱାଗତ କରିଥିଲେ।

Related story