ହତଭାଗା କପିଲ: ଟଙ୍କା ଖଟାଇଲେ, ହେଲେ ହିରୋଇନଙ୍କୁ ଥରେ ଛୁଇଁ ପାରିଲେ ନାହିଁ

ମୁମ୍ବାଇ: କମେଡି ଶୋ କଥା ଆସିଲେ କପିଲ ଶର୍ମାଙ୍କ କଥା ଆଗ ଆସେ। ଲୋକଙ୍କୁ ହସାଉ ଥିବା ଏହି କଳାକାର ଜଣଙ୍କ ସବୁ ବେଳେ କିଛି ନା କିଛି କଥାକୁ ନେଇ ବିବାଦରେ ମଧ୍ୟ ରହିଥାନ୍ତି। ‘ଦି କପିଲ ଶର୍ମା ଶୋ’ ବନ୍ଦ ହେବା ପରେ ଏବେ ସେ ନିଜର ଅପ୍‌କମିଂ ଫିଲ୍ମ ‘ଫିରଙ୍ଗୀ’କୁ ନେଇ ସେ ବ୍ୟସ୍ତ। ନଭେମ୍ବର ୨୪ ତାରିଖରେ ଏହା ରିଲିଜ୍‌ ହେବ। ୧୯୨୦ର ପିରିଅଡିକ ଡ୍ରାମାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। […]

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 09:24 AM IST

Sports

Latest News

ମୁମ୍ବାଇ: କମେଡି ଶୋ କଥା ଆସିଲେ କପିଲ ଶର୍ମାଙ୍କ କଥା ଆଗ ଆସେ। ଲୋକଙ୍କୁ ହସାଉ ଥିବା ଏହି କଳାକାର ଜଣଙ୍କ ସବୁ ବେଳେ କିଛି ନା କିଛି କଥାକୁ ନେଇ ବିବାଦରେ ମଧ୍ୟ ରହିଥାନ୍ତି। ‘ଦି କପିଲ ଶର୍ମା ଶୋ’ ବନ୍ଦ ହେବା ପରେ ଏବେ ସେ ନିଜର ଅପ୍‌କମିଂ ଫିଲ୍ମ ‘ଫିରଙ୍ଗୀ’କୁ ନେଇ ସେ ବ୍ୟସ୍ତ। ନଭେମ୍ବର ୨୪ ତାରିଖରେ ଏହା ରିଲିଜ୍‌ ହେବ। ୧୯୨୦ର ପିରିଅଡିକ ଡ୍ରାମାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଛୋଟ ପରାଦାରୁ ଦୂରେଇ ରହିଥିବା କପିଲଙ୍କୁ ଶୀଘ୍ର ପୁଣି ଦେଖିବାକୁ ମିଳିବ। ସା ରେ ଗା ମା ପା ଲିଟିଲ ଚାମ୍ପ ଫାଇନାଲରେ କପିଲ ଛୋଟ ପରଦାକୁ କମ୍‌ ବ୍ୟାକ୍‌ କରୁଛନ୍ତି।

‘ଫିରଙ୍ଗୀ’ର ଟ୍ରେଲର ରିଲିଜ ହୋଇ ସାରିଛି। ଦର୍ଶକ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି। ଫିଲ୍ମର ପ୍ରମୋସନ୍‌ ବେଳେ କପିଲ ନିଜ ମନର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଗତ ଫିଲ୍ମରେ ମୁଁ ତିନି ଜଣ ହିରୋଇନ୍‌ଙ୍କ ସହ ରୋମାନ୍ସ କରିଥିଲି। ହେଲେ ଏହି ଫିଲ୍ମରେ ନିଜେ ଟଙ୍କା ଖଟାଇଥିଲେ ମଧ୍ୟ ହିରୋଇନଙ୍କୁ ଥରୁଟିଏ ଛୁଇଁବାକୁ ସୁଯୋଗ ପାଇନାହିଁ। କାରଣ ୧୯୨୦ରେ ଆଖିରେ ଆଖିରେ ପ୍ରେମ ହେଉଥିଲା।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story