ବଢ଼ିଆ ଜବାବ ଦେଲେ କପିଲ୍‌

ମୁମ୍ୱାଇ:  ଅଗଷ୍ଟ ୨୩ ଅର୍ଥାତ୍ ଶୁକ୍ରବାର ରିଲିଜ୍ ହେବ ‘ଆଙ୍ଗ୍ରି ବର୍ଡ ଟୁ’। ଏଥିରେ କମେଡିଆନ୍ କପିଲ୍‌ ଶର୍ମା ‘ରେଡ୍‌’ ଚରିତ୍ର ପାଇଁ ଭଏସ୍‌ ଦେଇଛନ୍ତି। ଅର୍ଚ୍ଚନା ପୁରନ୍‌ ସିଂହ ଓ କିକୁ ଶାରଦା ମଧ୍ୟ ଏଥିରେ ଭଏସ୍‌ ଦେଇଛନ୍ତି। ଫିଲ୍ମର ପ୍ରମୋସନ୍‌ ପାଇଁ ନିକଟରେ ଏହି ତିନି ଜଣଙ୍କୁ ଏକ ଇଭେଣ୍ଟରେ ଦେଖିବାକୁ ମିଳିଥିଲା। କପିଲ୍‌ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେବା ପରେ ଏହି ଇଭେଣ୍ଟରେ ତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ଆଉ […]

kapu

kapu

Puspanjali Panda
  • Published: Wednesday, 21 August 2019
  • Updated: 21 August 2019, 12:32 PM IST

Sports

Latest News

ମୁମ୍ୱାଇ:  ଅଗଷ୍ଟ ୨୩ ଅର୍ଥାତ୍ ଶୁକ୍ରବାର ରିଲିଜ୍ ହେବ ‘ଆଙ୍ଗ୍ରି ବର୍ଡ ଟୁ’। ଏଥିରେ କମେଡିଆନ୍ କପିଲ୍‌ ଶର୍ମା ‘ରେଡ୍‌’ ଚରିତ୍ର ପାଇଁ ଭଏସ୍‌ ଦେଇଛନ୍ତି। ଅର୍ଚ୍ଚନା ପୁରନ୍‌ ସିଂହ ଓ କିକୁ ଶାରଦା ମଧ୍ୟ ଏଥିରେ ଭଏସ୍‌ ଦେଇଛନ୍ତି। ଫିଲ୍ମର ପ୍ରମୋସନ୍‌ ପାଇଁ ନିକଟରେ ଏହି ତିନି ଜଣଙ୍କୁ ଏକ ଇଭେଣ୍ଟରେ ଦେଖିବାକୁ ମିଳିଥିଲା।

କପିଲ୍‌ ବାପା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେବା ପରେ ଏହି ଇଭେଣ୍ଟରେ ତାଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା। ଆଉ ଅତି ମଜାଦାର ଢଙ୍ଗରେ ସେ ଏହାର ବଢ଼ିଆ ଜବାବ ଦେଇଥିଲେ।

https://www.instagram.com/p/B1WHqsjAZHL/?utm_source=ig_web_copy_link

ଉକ୍ତ କାର୍ଯ୍ୟକ୍ରମରେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଥିଲେ- ‘ଆଙ୍ଗ୍ରି ବର୍ଡ ଟୁ’ରେ ଭଏସ୍‌ ଦେଇ କ’ଣ ଆପଣ ନିଜ ପୁଅ ଆଗରେ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ଆପଣ ଜଣେ ଭଲ ପିତା?

ଏହାର ଉତ୍ତରରେ କପିଲ କହିଥିଲେ, ‘ପ୍ରଥମ କଥା ହେଉଛି ମୋର ପୁଅ ହେବ କି ଝିଅ, ଏହା କେହି ଜାଣିନାହାନ୍ତି। ଈଶ୍ୱରଙ୍କର ଯାହା ଇଚ୍ଛା ଥିବ, ତାହା ହିଁ ହେବ। ପୁଅ ହେଉ କିମ୍ୱା ଝିଅ, ମୁଁ କେବଳ ଏତିକି ଜାଣିଛି ଯେ, ଯେଉଁ କାମ ମୁଁ କରିଛି, ମୋ ପିଲା ତାହାକୁ ନେଇ ଭବିଷ୍ୟତରେ ଗର୍ବ କରନ୍ତୁ।’

ମଜା କରି ସେ କହିଥିଲେ,‘ଛୁଆ ଏବେ ‘ଶୋଲେ’ ଫିଲ୍ମ ନୁହେଁ, ଆଙ୍ଗ୍ରି ବର୍ଡ ପରି ଫିଲ୍ମ ଦେଖି ବଡ଼ ହେବେ। ଯେତେବେଳେ ମୋ ପିଲା ଏହା ଦେଖୁଥିବେ, ମୁଁ ଗର୍ବରେ କହି ପାରିବି ଯେ ମୁଁ ଏଥିରେ ଭଏସ୍ ଦେଇଛି।’

କପିଲଙ୍କ ଉତ୍ତର ସମସ୍ତଙ୍କ ମନକୁ ପାଇଥିଲେ। ତେବେ ତାଙ୍କର ଏ ଉତ୍ତର ସହିତ ଏହା ବି ସ୍ପଷ୍ଟ ହୋଇଗଲା ଯେ, ସେ ବାପା ହେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ୨୦୧୮ରେ କପିଲ୍‌ ବାହା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story