କରଣ ଜୋହରଙ୍କୁ ମହାରାଷ୍ଟ୍ର ବ୍ୟବସାୟୀଙ୍କ ତରଫରୁ ୩୨୦ଟଙ୍କାର ଚେକ୍‌

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ର ରିଲିଜକୁ ନେଇ ସବୁ ପ୍ରତିବନ୍ଧକ ଶାନ୍ତ ପଡ଼ିଯାଇଥିବା ବେଳେ ମହାରାଷ୍ଟ୍ରର ଜଣେ ବ୍ୟବସାୟ କରଣ ଚିମା, ନିର୍ଦ୍ଦେଶକ କରଣଙ୍କୁ ଧର୍ମାପ୍ରଡକ୍ସନ ନାମରେ ୩୨୦ଟଙ୍କାର ଏକ ଚେକ୍‌ ପଠାଇଛନ୍ତି। ଚେକ୍‌ ସହ ସେ ଏକ ଚିଠି ମଧ୍ୟ ପଠାଇଛନ୍ତି ଯେଉଁଥିରେ ସେ ଚେକ୍‌ ପଠାଇବାର କାରଣ ଜଣାଇଛନ୍ତି। ଖବର ମୁତାବକ କରଣ ନିକଟରେ ଫିଲ୍ମ ରିଲିଜ ବିରୋଧକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ […]

karan-johar

karan-johar

Rakesh Mallick
  • Published: Monday, 24 October 2016
  • Updated: 24 October 2016, 02:04 PM IST

Sports

Latest News

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ର ରିଲିଜକୁ ନେଇ ସବୁ ପ୍ରତିବନ୍ଧକ ଶାନ୍ତ ପଡ଼ିଯାଇଥିବା ବେଳେ ମହାରାଷ୍ଟ୍ରର ଜଣେ ବ୍ୟବସାୟ କରଣ ଚିମା, ନିର୍ଦ୍ଦେଶକ କରଣଙ୍କୁ ଧର୍ମାପ୍ରଡକ୍ସନ ନାମରେ ୩୨୦ଟଙ୍କାର ଏକ ଚେକ୍‌ ପଠାଇଛନ୍ତି। ଚେକ୍‌ ସହ ସେ ଏକ ଚିଠି ମଧ୍ୟ ପଠାଇଛନ୍ତି ଯେଉଁଥିରେ ସେ ଚେକ୍‌ ପଠାଇବାର କାରଣ ଜଣାଇଛନ୍ତି।

ଖବର ମୁତାବକ କରଣ ନିକଟରେ ଫିଲ୍ମ ରିଲିଜ ବିରୋଧକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଫିଲ୍ମ ରିଲିଜ ନ ହେଲେ କଳାକାରଙ୍କ ପରିଶ୍ରମର ମୂଲ୍ୟ ମିଳିପାରିବ ନାହିଁ ବୋଲି କହିଥିଲେ। ଭିଡିଓକୁ ଦେଖିବା ପରେ କରଣ ଚିନା ପାକିସ୍ତାନ କଳାକାରଙ୍କ ପାଇଁ ଫିଲ୍ମ ଦେଖିବେ ନାହିଁ ବୋଲି ଭାବିଥିଲେ  କିନ୍ତୁ ଟିକଟ ବାବଦକୁ ସେ ଚେକ୍‌ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos