ପ୍ରମୋସନ୍ ଭିଡିଓରେ କରଣ କଲେ ନିଜର ଖୁଲାସା

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ବୋଟକ୍ସ ସର୍ଜରୀ ଦ୍ୱାରା ନିଜର ନାକର ସର୍ଜରୀ କରାଇଥିବା କଥା ସ୍ୱୀକାର କରିଛନ୍ତି। ଏହି କଥାକୁ କରଣ ନିଜ ଶୋ କଫି ୱିଥ୍ କରଣ ସିଜିନ୍‌ ପାଞ୍ଚର ପ୍ରମୋସନ୍‌ ପାଇଁ ଜାରି କରିଥିବା ଏକ ଭିଡିଓରେ କହିଛନ୍ତି। ବୋଟକ୍ସ ମାଧ୍ୟମରେ ଇଣ୍ଡଷ୍ଟ୍ରୀ ଅନେକ ଲୋକ ନିଜ ନାକ ସର୍ଜରୀ କରିଛନ୍ତି ବୋଲି ସେ କହିଛନ୍ତି।

ନିଜ ଶୋ’ ସଂପର୍କରେ କରଣ କହିଛନ୍ତି,“ଶୋ’ର ରାପିଡ ଫାୟାର ରାଉଣ୍ଡକୁ ଅଧିକ ମଜାଦାର କରାଯାଇଛି। ତେବେ ଶୋ’ରେ ବେଶି କିଛି ପରିବର୍ତ୍ତନ କରାଯାଇନାହିଁ। କାରଣ ଏହି କାର୍ଯ୍ୟକ୍ରମ ପୁରୁଣା ସେଲିବ୍ରେଟିଙ୍କୁ ନେଇ ହୁଏ।”

ଆହୁରି ପଢ଼ନ୍ତୁ

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ଅନୁପମଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଯୋଗୀ