‘ଗୋଲମାଲ୍‌-୪’ର ଏକ ସ୍ୱତନ୍ତ୍ର ଗୀତରେ ନଜର ଆସିବେ କରିନା

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ଗୋଲମାଲ-୪’ର ଏକ ସ୍ୱତନ୍ତ୍ର ଗରତରେ ନଜର ଆସିବେ କରିନା କପୁର ଖାନ୍‌। କୀରନା ଗତ ୩ଟି ସିରିଜ୍‌ରେ ଲିଡ୍‌ ରୋଲରେ ଥିବା ବେଳେ ଏହି ଫିଲ୍ମରେ କେବଳ ଗୋଟିଏ ଗୀତରେ ନଜର ଆସିବେ। ସେ ଏହି ବର୍ଷ ପ୍ରଥମ ପିଲାର ମା’ ହେବାକୁ ଯାଉଥିବାରୁ ଲିଡ୍‌ ରୋଲରେ ଆସିବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି। ରୋହିତ ସେଟ୍ଟୀ କହିଛନ୍ତି,“ମୁଁ କରିନାକୁ ଏହି ଫିଲ୍ମ ବାବଦରେ ଅନୁରୋଧ କରିବା ପରେ ସେ ଫିଲ୍ମ […]

kareena-red

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 07:59 PM IST

ମୁମ୍ବାଇ: ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ଗୋଲମାଲ-୪’ର ଏକ ସ୍ୱତନ୍ତ୍ର ଗରତରେ ନଜର ଆସିବେ କରିନା କପୁର ଖାନ୍‌। କୀରନା ଗତ ୩ଟି ସିରିଜ୍‌ରେ ଲିଡ୍‌ ରୋଲରେ ଥିବା ବେଳେ ଏହି ଫିଲ୍ମରେ କେବଳ ଗୋଟିଏ ଗୀତରେ ନଜର ଆସିବେ। ସେ ଏହି ବର୍ଷ ପ୍ରଥମ ପିଲାର ମା’ ହେବାକୁ ଯାଉଥିବାରୁ ଲିଡ୍‌ ରୋଲରେ ଆସିବେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି।

ରୋହିତ ସେଟ୍ଟୀ କହିଛନ୍ତି,“ମୁଁ କରିନାକୁ ଏହି ଫିଲ୍ମ ବାବଦରେ ଅନୁରୋଧ କରିବା ପରେ ସେ ଫିଲ୍ମ କରିବାକୁ ରାଜି ହୋଇଥିଲେ। କିନ୍ତୁ ଗୋଟିଏ ମାତ୍ର ଗୀତ କରିବେ ବୋଲି ସ୍ପଷ୍ଟ କରିଛନ୍ତି।ସେ ଗର୍ଭବତୀ ଥିବାରୁ ମୁଁ ତାଙ୍କୁ ବାଧ୍ୟ କରି ନାହିଁ।”

ଦିୱାଲିରେ ଏହି ଫିଲ୍ମ ରିଲିଜ୍‌ ହେବ।

Related story