ସୈଫଙ୍କୁ ବିବାହ କରିବା ଥିଲା ମୋର ନିଜସ୍ୱ ଇଚ୍ଛା: କରୀନା

ମୁମ୍ବାଇ: ପ୍ରଥମେ ଭଲପାଇବା, ତାପରେ ବାହାଘର ଏବେ ସୈଫ୍‌ଙ୍କ ସନ୍ତାନର ମା’ ହେବାକୁ ଯାଉଥିବା କରୀନାଙ୍କୁ ସୈଫଙ୍କ ସହ ବାହା ନ ହେବାକୁ ଚେତାବନୀ ମିଳିଥିଲା ବୋଲି ନିକଟରେ କରୀନା ଏକ ସାକ୍ଷାତକାରରେ କହିଛନ୍ତି। ସାକ୍ଷାତକାର ମାଧ୍ୟମରେ କରୀନା ବାହାଘର ଓ ପ୍ରେଗନାନ୍ସି କୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ସେ ସୈଫଙ୍କ ସହ ଲିଭ ଇନ୍‌ରେ ରହିବା ଠାରୁ ଆରମ୍ଭ କରି ବାହା ହେବା ପର୍ଯ୍ୟନ୍ତ ସବୁଥିରେ ଲୋକମାନେ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେ […]

kareena-saif

kareena-saif

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 05:05 PM IST

ମୁମ୍ବାଇ: ପ୍ରଥମେ ଭଲପାଇବା, ତାପରେ ବାହାଘର ଏବେ ସୈଫ୍‌ଙ୍କ ସନ୍ତାନର ମା’ ହେବାକୁ ଯାଉଥିବା କରୀନାଙ୍କୁ ସୈଫଙ୍କ ସହ ବାହା ନ ହେବାକୁ ଚେତାବନୀ ମିଳିଥିଲା ବୋଲି ନିକଟରେ କରୀନା ଏକ ସାକ୍ଷାତକାରରେ କହିଛନ୍ତି। ସାକ୍ଷାତକାର ମାଧ୍ୟମରେ କରୀନା ବାହାଘର ଓ ପ୍ରେଗନାନ୍ସି କୁ ନେଇ ଖୋଲାଖୋଲି କଥା ହୋଇଛନ୍ତି।

ସେ ସୈଫଙ୍କ ସହ ଲିଭ ଇନ୍‌ରେ ରହିବା ଠାରୁ ଆରମ୍ଭ କରି ବାହା ହେବା ପର୍ଯ୍ୟନ୍ତ ସବୁଥିରେ ଲୋକମାନେ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେ କାହା କଥା ଶୁଣି ନଥିଲେ। ଏବେ ମା’ ହେବା ଖବର ଶୁଣିବା ପରେ ଲୋକମାନେ ବିଭିନ୍ନ ପ୍ରକାର କଥା କହୁଥିଲେ ମଧ୍ୟ ତାଙ୍କୁ ଏସବୁରେ କିଛି ଫରକ୍‌ ପଡୁ ନାହିଁ ଓ ସୈଫ ତାଙ୍କୁ କେବେ କୌଣସି କାମ କରିବାରେ ବାରଣ କରି ନାହାନ୍ତି ବୋଲି କହିଛନ୍ତି।

ମା’ ହେବା ପରେ ତାଙ୍କ କାମରେ କିଛି ଖାସ୍ ପରିବର୍ତ୍ତନ ଆସିବ ନାହିଁ। କାମ ସହ ବ୍ରେକ୍ ଉଭୟ ଯେମିତି ପୂର୍ବରୁ ଚାଲୁଥିଲା ସେପରି ଚାଲିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story