ଏକାଠି ଆସୁଛନ୍ତି ସଲମାନ୍‌ଙ୍କ ଭିଣୋଇ ଓ କ୍ୟାଟ୍ରିନାଙ୍କ ଭଉଣୀ

ମୁମ୍ୱାଇ: କ୍ୟାଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଲ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ନେଇ ମଝିରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚା ଏବେ ସତରେ ପରିଣତ ହେବାକୁ ଯାଉଛି। ସଲମାନ୍‌ଙ୍କ ଭିଣୋଇ ଆୟୁଷ୍‌ ଶର୍ମାଙ୍କ ସହିତ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଡେବ୍ୟୁ କରିବେ। https://www.instagram.com/p/Bn732aLBf9b/?utm_source=ig_web_copy_link ଇସାବେଲ୍‌ଙ୍କର ଏହା ପ୍ରଥମ ଫିଲ୍ମ ହୋଇଥିବା ବେଳେ ଆୟୁଷ୍‌ ଦ୍ୱିତୀୟ ଥର ପାଇଁ ବଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବେ। ଏହି ଫିଲ୍ମରେ ଆୟୁଷ୍‌ଙ୍କୁ ଯବାନଙ୍କ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମ ‘ଲଭୟାତ୍ରୀ’ […]

isabel

isabel

Puspanjali Panda
  • Published: Saturday, 03 August 2019
  • Updated: 03 August 2019, 04:39 PM IST

Sports

Latest News

ମୁମ୍ୱାଇ: କ୍ୟାଟ୍ରିନା କୈଫ୍‌ଙ୍କ ଭଉଣୀ ଇସାବେଲ୍‌ ବଲିଉଡ୍‌ରେ ଡେବ୍ୟୁ କରିବା ନେଇ ମଝିରେ ଖୁବ୍ ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚା ଏବେ ସତରେ ପରିଣତ ହେବାକୁ ଯାଉଛି। ସଲମାନ୍‌ଙ୍କ ଭିଣୋଇ ଆୟୁଷ୍‌ ଶର୍ମାଙ୍କ ସହିତ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଡେବ୍ୟୁ କରିବେ।
https://www.instagram.com/p/Bn732aLBf9b/?utm_source=ig_web_copy_link

ଇସାବେଲ୍‌ଙ୍କର ଏହା ପ୍ରଥମ ଫିଲ୍ମ ହୋଇଥିବା ବେଳେ ଆୟୁଷ୍‌ ଦ୍ୱିତୀୟ ଥର ପାଇଁ ବଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରିବେ। ଏହି ଫିଲ୍ମରେ ଆୟୁଷ୍‌ଙ୍କୁ ଯବାନଙ୍କ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମ ‘ଲଭୟାତ୍ରୀ’ ଜରିଆରେ ଆୟୁଷ୍‌ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଫିଲ୍ମଟି ସଲମାନ୍‌ ଖାନ୍‌ଙ୍କ ପ୍ରଡକ୍ସନ ହାଉସରୁ ନିର୍ମାଣ ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ସେମିତି କିଛି ଖାସ୍ ବ୍ୟବସାୟ କରିପାରି ନଥିଲା। ସେ ଦୃଷ୍ଟିରୁ ଆୟୁଷଙ୍କ ପାଇଁ ‘କ୍ୱାଥା’ ବହୁତ ଗୁରୁତ୍ୱ ବହନ କରୁଛି।
https://www.instagram.com/p/BzUoXjKlc1S/?utm_source=ig_web_copy_link

‘କ୍ୱାଥା’ ଏକ ସତ ଘଟଣା ଉପରେ ଆଧାରିତ। ଭାରତ-ମିଆଁମାର ସୀମାର ଏକ ଗାଁ ହେଉଛି ‘କ୍ୱାଥା’। ଫିଲ୍ମ ‘ଲଭ୍‌ଯାତ୍ରୀ’ରେ ଆୟୁଷଙ୍କୁ ଚକୋଲେଟ୍‌ ବୟ ଭାବରେ ଦେଖିବାକୁ ମିଳିଥିଲା। କିନ୍ତୁ ‘କ୍ୱାଥା’ ଫିଲ୍ମ ପାଇଁ ଆୟୁଷ୍‌ ନିଜକୁ ଏକ ନୂଆ ଲୁକ୍‌ ଦେଉଛନ୍ତି।

ଏହି ଫିଲ୍ମକୁ ନେଇ ଆୟୁଷ୍‌ କହିଛନ୍ତି, ‘କ୍ୱାଥା ମନକୁ ଛୁଇଁ ପାରୁଥିବା ପରି ଏକ ଫିଲ୍ମ ହେବ। ଏହା ସତ କାହାଣୀ ଉପରେ ଆଧାରିତ। ଏହିପରି ଏକ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ବେଶ୍‌ ଉତ୍ସାହିତ। ଏଥିରେ ଭାରତୀୟ ସେନାକୁ ବିଲ୍‌କୁଲ୍ ଅଲଗା ଭାବରେ ପ୍ରଦର୍ଶିତ କରାଯାଇଛି। ଏଥିପାଇଁ ମୁଁ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ନିଷ୍ପତ୍ତି ନେଇଛି। ଇସାବେଲ୍‌ଙ୍କ ସହିତ କାମ କରିବା ପାଇଁ ମଧ୍ୟ ମୁଁ ବହୁତ ଉତ୍ସାହିତ। କାରଣ ସେ ବହୁତ ପଜିଟିଭ୍‌।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story