କେବିସି ସିଜନ୍‌-୧୧: ଏହି ଲାଇଫ୍‌ଲାଇନ୍‌କୁ ମିସ୍‌ କରିବେ ପ୍ରତିଯୋଗୀ

ମୁମ୍ବାଇ:  ଛୋଟ ପରଦାର ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ର ୧୧ତମ ସିଜିନ୍‌ ଆରମ୍ଭ ହୋଇଗଲାଣି। ସବୁ ଥରଠୁ ଏଥରର ଶୋ’ କିନ୍ତୁ ଟିକେ ଭିନ୍ନ ରହିଛି। ନୂଆ ସିଜିନ୍‌ର ପ୍ରତିଯୋଗୀମାନେ ଏକ ଲାଇଫ୍‌ ଲାଇନ୍‌କୁ ଏଥର ଖୁବ୍‌ ମିସ୍‌ କରିବେ। ଯାହାକି ହେଉଛି ‘Phone a friend’।   ଏହି  ଲାଇଫ୍‌ ଲାଇନ୍‌ ଦ୍ୱାରା ପ୍ରତିଯୋଗୀମାନେ ଯେକୌଣସି ପ୍ରଶ୍ନର ଉତ୍ତର ଜାଣି ନ ପାରିଲେ ନିଜ ବନ୍ଧୁଙ୍କୁ କଲ୍‌ କରି ପାରୁଥିଲେ। ହେଲେ ଏହାଦ୍ୱାରା ସମସ୍ୟା […]

kbc-3..

kbc-3..

Niharika Rout
  • Published: Tuesday, 20 August 2019
  • Updated: 20 August 2019, 02:12 PM IST

Sports

Latest News

ମୁମ୍ବାଇ:  ଛୋଟ ପରଦାର ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ର ୧୧ତମ ସିଜିନ୍‌ ଆରମ୍ଭ ହୋଇଗଲାଣି। ସବୁ ଥରଠୁ ଏଥରର ଶୋ’ କିନ୍ତୁ ଟିକେ ଭିନ୍ନ ରହିଛି। ନୂଆ ସିଜିନ୍‌ର ପ୍ରତିଯୋଗୀମାନେ ଏକ ଲାଇଫ୍‌ ଲାଇନ୍‌କୁ ଏଥର ଖୁବ୍‌ ମିସ୍‌ କରିବେ। ଯାହାକି ହେଉଛି ‘Phone a friend’।

  ଏହି  ଲାଇଫ୍‌ ଲାଇନ୍‌ ଦ୍ୱାରା ପ୍ରତିଯୋଗୀମାନେ ଯେକୌଣସି ପ୍ରଶ୍ନର ଉତ୍ତର ଜାଣି ନ ପାରିଲେ ନିଜ ବନ୍ଧୁଙ୍କୁ କଲ୍‌ କରି ପାରୁଥିଲେ। ହେଲେ ଏହାଦ୍ୱାରା ସମସ୍ୟା ସମାଧାନ ହେବା ପରିବର୍ତ୍ତେ ବଢ଼ି ଚାଲିଲା। କେତେବେଳେ ପ୍ରଶ୍ନ ବୁଝାଉ ବୁଝାଉ ବେଳ ଗଡ଼ି ଯାଉଥିଲା, ତ କେତେବେଳେ ଅପରପାର୍ଶ୍ୱରୁ ମିଳୁଥିବା ଉତ୍ତରରେ କନଫ୍ୟୁଜ୍‌ ହୋଇ ଯାଉଥିଲେ ନିଜେ ହଟ୍‌ ସିଟ୍‌ରେ ବସିଥିବା ପ୍ରତିଯୋଗୀ । ତେଣୁ ଏହା ସମସ୍ୟା କମାଇବା ପରିବର୍ତ୍ତେ କେବଳ ବଢ଼ାଉଥିଲା।

ଏଥର ଶୋ’ ମେକର୍ସ ଏହି ଲାଇଫ୍‌ ଲାଇନ୍‌କୁ କାଟି ତାହା ଜାଗାରେ ଆଉ ଏକ ନୂଆ ଲାଇଫ୍‌ଲାଇନ ଯୋଡ଼ିଛନ୍ତି।  ଏହା ବି ସମ୍ପୂର୍ଣ୍ଣ ନୂଆ ନୁହେଁ। ଶୋ’କୁ ଦେଖୁଥିବା ଦର୍ଶକ ଏହା ସହ ଭଲ ଭାବେ ପରିଚିତ। ନୂଆ ଲାଇଫ୍‌ ଲାଇନ ହେଉଛି, ‘Flip the question’ । ଅର୍ଥାତ ସଙ୍କଟଜନକ ପରିସ୍ଥିତିରେ ଏହି ଲାଇଫ୍‌ ଲାଇନ୍‌ ଯୋଗେ  ପ୍ରତିଯୋଗୀ ନିଜ ପ୍ରଶ୍ନକୁ ବଦଳାଇ ପାରିବେ। ଏହାଦ୍ୱାରା ଭାବି ଚିନ୍ତି ସେମାନେ ଆଗକୁ ବଢ଼ି ପାରିବେ ।

ଏହା ଛଡ଼ା ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବା ଲାଗି  ଶୋ’ରେ ଆଉ କିଛି ଛୋଟମୋଟ ପରିବର୍ତ୍ତନ ମଧ୍ୟ ହୋଇଛି। ପୂର୍ବରୁ ଶୋ’ରେ ଘଡ଼ିର ନାମ ‘ଟିକ୍‌ଟିକ୍‌ ଦେବୀ’, ‘କାଣ୍ଟା ବେନ’ ଆଦି ରହିଥିଲା। ଏଥର କିନ୍ତୁ ନାମକରଣରେ ହୋଇଛି ସାମାନ୍ୟ ପରିବର୍ତ୍ତନ। ଏଥର ଘଡ଼ିର ନାମ ରହିଛି  ‘ଘଡ଼ିମାନ’। ଏଥର କେବିସିର ଥିମ୍‌ ମ୍ୟୁଜିକ୍‌ ମଧ୍ୟ ଟିକେ ହଟକେ ରହିଛି। ଏହାକୁ ପପୁଲାର ଯୋଡ଼ି ଅଜୟ-ଅତୁଲ ପ୍ରସ୍ତୁତ କରିଛନ୍ତି। ଏହି ଯୋଡ଼ି ଧଡ଼କ, ଜିରୋ, ଅଗ୍ନିପଥ ଆଦି ଫିଲ୍ମର ମ୍ୟୁଜିକ୍‌ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story