ଭାଇରାଲ୍ ହେଉଛି କ୍ରିସ୍‌ମାସ୍‌ ପାର୍ଟିରେ ଖାନ୍‌ ବ୍ରଦର୍ସଙ୍କ ଡ୍ୟାନ୍‌ସ୍‌

ମୁମ୍ବାଇ: ଖାନ୍‌ ବ୍ରଦର୍ସଙ୍କ ମଧ୍ୟରେ ଥିବା ନିବିଡ଼ତାକୁ ନେଇ ବଲିଉଡ୍‌ରେ ସବୁବେଳେ ଚର୍ଚ୍ଚା। ବି’ ଟାଉ‌ନ୍‌ର ଅଧିକାଂଶ ଅଭିନେତା-ଅଭିନେତ୍ରୀ ପରିବାର ଛାଡ଼ି ଏକା ରହିବାକୁ ଭଲ ପାଉଥିବାବେଳେ ‘ଦବଙ୍ଗ ଖାନ୍‌’ ସଲ୍‌ମାନ୍‌ ଓ ତାଙ୍କ ପରିବାର କିନ୍ତୁ ଏ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ନିଆରା। କାହିଁ କେତେ ବର୍ଷରୁ ସଲମାନ୍‌ଙ୍କ ବାପା, ମା’ ଓ ପୂରା ପରିବାର ଗ୍ୟାଲାକ୍ସି ଆପାର୍ଟ୍‌ମେଣ୍ଟ୍‌ରେ ଏକାଠି ରହୁଛନ୍ତି। ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଥିବା ଗାଢ଼ ପ୍ରେମ ପାଇଁ ଇଣ୍ଡଷ୍ଟ୍ରୀରେ ସମସ୍ତେ […]

sallu

sallu

Chinmayee Roy
  • Published: Wednesday, 26 December 2018
  • Updated: 26 December 2018, 04:18 PM IST

Sports

Latest News

ମୁମ୍ବାଇ: ଖାନ୍‌ ବ୍ରଦର୍ସଙ୍କ ମଧ୍ୟରେ ଥିବା ନିବିଡ଼ତାକୁ ନେଇ ବଲିଉଡ୍‌ରେ ସବୁବେଳେ ଚର୍ଚ୍ଚା। ବି' ଟାଉ‌ନ୍‌ର ଅଧିକାଂଶ ଅଭିନେତା-ଅଭିନେତ୍ରୀ ପରିବାର ଛାଡ଼ି ଏକା ରହିବାକୁ ଭଲ ପାଉଥିବାବେଳେ 'ଦବଙ୍ଗ ଖାନ୍‌' ସଲ୍‌ମାନ୍‌ ଓ ତାଙ୍କ ପରିବାର କିନ୍ତୁ ଏ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ନିଆରା। କାହିଁ କେତେ ବର୍ଷରୁ ସଲମାନ୍‌ଙ୍କ ବାପା, ମା' ଓ ପୂରା ପରିବାର ଗ୍ୟାଲାକ୍ସି ଆପାର୍ଟ୍‌ମେଣ୍ଟ୍‌ରେ ଏକାଠି ରହୁଛନ୍ତି। ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଥିବା ଗାଢ଼ ପ୍ରେମ ପାଇଁ ଇଣ୍ଡଷ୍ଟ୍ରୀରେ ସମସ୍ତେ ଖାନ୍ ଫ୍ୟାମିଲିକୁ ମୁକ୍ତ ପ୍ରଶଂସା କରନ୍ତି। ସଲମାନ୍‌ ଓ ତାଙ୍କ ଭାଇ ଭଉଣୀମାନେ ବାପା ମା'ଙ୍କ ସହ ଏକାଠି ପ୍ରତିଟି ଉତ୍ସବ ପାଳନ୍ତି ଓ ପରସ୍ପର ସହ ଖୁବ୍ ମଜା ମସ୍ତି କରନ୍ତି। ଏବେ କ୍ରିସ୍‌ମାସ୍‌ ପାର୍ଟିରେ ତିନି ଭାଇ ଏକାଠି ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ୍ ମଡିଆରେ ଖୁବ୍ ଭାଇରାଲ୍‌ ହେଉଛି। ଏହି ଡ୍ୟାନ୍‌ସ୍‌ ଭିଡିଓଟି ହେଉଛି ସଲ୍‌ମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଘରେ ହୋଇଥିବା କ୍ରିସ୍‌ମାସ ପାର୍ଟିର। ଏଥିରେ ତିନି ଭାଇ ସଲ୍‌ମାନ୍‌, ସୋହେଲ୍‌ ଓ ଅରବାଜ୍‌ ଏକାଠି ଡ୍ୟାନ୍‌ସ୍‌ କରି କ୍ରିସ୍‌ମାସ୍‌ ସେଲିବ୍ରେଟ୍‌ କରୁଥିବା ଦେଖିବାକୁ ମିଳିଛି। ଫ୍ୟାନ୍‌ମାନଙ୍କୁ ଖାନ୍‌ ବ୍ରଦର୍ସଙ୍କ ଏହି ଅନ୍ଦାଜ୍‌ ମଧ୍ୟ ବେଶ୍‌ ପସନ୍ଦ ଆସିଛି। ଦେଖନ୍ତୁ ଭିଡିଓ, କେମିତି ପାର୍ଟିରେ ୩ ଭାଇ ଏକାଠି ପାଦକୁ ପାଦ ମିଶାଇ ଧୂମ୍‌ ମସ୍ତିଭରା ନାଚିଛନ୍ତି।

https://www.instagram.com/p/Br0O7BbjWqd/?utm_source=ig_web_copy_link

ଆଗକୁ ଆସୁଥିବା ନିଜ ଜନ୍ମଦିନ ପରିବାର ସହ ପାଳିବା ପାଇଁ ସଲମାନ୍‌ ଏବେ ନିଜ ଅପ୍‌କମିଂ ଫିଲ୍ମ ‘ଭାରତ’ର ଶୁଟିଂରୁ ଛୁଟି ନେଇଛନ୍ତି। ସୂଚନା ଅନୁସାରେ, ପର୍ନଭେଲ୍‌ସ୍ଥିତ ନିଜ ଫାର୍ମ ହାଉସ୍‌ରେ ସଲମାନ୍‌ ପରିବାର ଓ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ନିଜ ବର୍ଥ ଡେ' ୨ ଦିନ ଧରି ପାଳିବେ। ଫିଲ୍ମ ‘ଭାରତ’ ଆସନ୍ତା ବର୍ଷ ଇଦ୍‌ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story