ରୋଚକ ଥିଲା ଖୟାମ୍‌ଙ୍କ ଲଭ ଷ୍ଟୋରି : ଯାହାଙ୍କୁ ଟ୍ରେନ୍‌ରେ ଫଲୋ କରୁଥିଲେ, ତାଙ୍କୁ କରିଥିଲେ ଜୀବନସାଥୀ

ବମ୍ବେ: ‘କଭି କଭି ମେରେ ଦିଲ ମେ ଖୟାଲ ଆତା ହେ’ ହେଉ କିମ୍ବା ‘ମେ ପଲ ଦୋ ପଲ କା ଶାୟର ହୁଁ’ ପରି ସୁମଧୁର ଗୀତର ଧୁନ୍‌ ଶୁଣିଲେ ଆଜି ବି ମନକୁ ଶାନ୍ତି ମିଳେ। ଏପରି ଧୁନ ତିଆରି କରି ବଲିଉଡର ଏକ ଚମକୁଥିବା ତାରାର ଆଖ୍ୟା ପାଇଥିବା ଖ୍ୟାତାନାମା ସଙ୍ଗୀତକାର ଅସ୍ତ ହୋଇ ଯାଇଛନ୍ତି। ୯୨ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ […]

khayam-5..

khayam-5..

Niharika Rout
  • Published: Tuesday, 20 August 2019
  • Updated: 21 August 2019, 07:28 AM IST

Sports

Latest News

ବମ୍ବେ: ‘କଭି କଭି ମେରେ ଦିଲ ମେ ଖୟାଲ ଆତା ହେ’ ହେଉ କିମ୍ବା ‘ମେ ପଲ ଦୋ ପଲ କା ଶାୟର ହୁଁ’ ପରି ସୁମଧୁର ଗୀତର ଧୁନ୍‌ ଶୁଣିଲେ ଆଜି ବି ମନକୁ ଶାନ୍ତି ମିଳେ। ଏପରି ଧୁନ ତିଆରି କରି ବଲିଉଡର ଏକ ଚମକୁଥିବା ତାରାର ଆଖ୍ୟା ପାଇଥିବା ଖ୍ୟାତାନାମା ସଙ୍ଗୀତକାର ଅସ୍ତ ହୋଇ ଯାଇଛନ୍ତି। ୯୨ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମ ଭୂଷଣ ମହମ୍ମଦ ଜହୁର ଖୟାମ୍ ହାଶ୍‌ମି ।

ଅନ୍ୟମାନଙ୍କ ମଧ୍ୟରେ ପ୍ରେମ ବାଣ୍ଟୁଥିବା ଏହି ସଙ୍ଗୀତକାରଙ୍କ ଲଭ୍‌ ଷ୍ଟୋରି ମଧ୍ୟ ଥିଲା ଖୁବ୍‌ ରୋଚକ। ତାଙ୍କ ବିବାହକୁ ବଲିଉଡର ପ୍ରଥମ ଇଣ୍ଟରକାଷ୍ଟ ମ୍ୟାରେଜ ଆଖ୍ୟା ମଧ୍ୟ ମିଳିଥିଲା। ।

୧୯୫୪ ମସିହାରୁ ଆରମ୍ଭ ହୋଇଥିବା ଏହି ଲଭ ଷ୍ଟୋରି ଖୟାମଙ୍କ ଆଖି ବୁଜିବା ପର୍ଯ୍ୟନ୍ତ ଅତୁଟ ରହିଥିଲା। ପଞ୍ଜାବରେ ଜନ୍ମିତ ଜଗଦୀପ କୌର ପ୍ଲେ ବ୍ୟାକ୍‌ ସିଙ୍ଗର ହେବା ଲାଗି ମୁମ୍ବାଇ ପଳାଇ ଆସିଥିଲେ। ଥରେ ସେ ଟ୍ରେନରେ ଯାତ୍ରା କରୁଥିଲେ। ଦାଦର ରେଲୱେ ଷ୍ଟେଶନରେ ଟ୍ରେନଟି ଯାଉଥିବା ବେଳେ ତାଙ୍କୁ ଲାଗିଲା ଯେପରି କିଏ ତାଙ୍କୁ ଫଲୋ କରୁଛି। ଏଥିଲାଗି ସେ ସତର୍କ ହୋଇଗଲେ। ଆଲାର୍ମ ବଜାଇବାକୁ ପ୍ରସ୍ତୁତ ମଧ୍ୟ ହେଉଥିଲେ। ଏହି ସମୟରେ ଅଚାନକ ଭାବେ ତାଙ୍କ ଆଗରେ ଛିଡ଼ା ହୋଇଗଲେ ଜଣେ ଡେଙ୍ଗା, ଗୋରା ଯୁବକ।

ସେତେବେଳେ ଯୁବକଜଣକ ନିଜକୁ ମ୍ୟୁଜିକ୍‌ କମ୍ପୋଜର ଭାବେ ପରିଚୟ ଦେଇଥିଲେ। ଯେହେତୁ ଜଗଦୀପ ପ୍ଲେ ବ୍ୟାକ୍‌ ସିଙ୍ଗର ହେବା ଲାଗି ସ୍ୱପ୍ନ ଦେଖୁଥିଲେ, ସେଥିଲାଗି ସେ ଏହି ଯୁବକଙ୍କ ସହ ପ୍ରଥମେ ଦୋସ୍ତି କରିଦେଲେ। ଆଉ ଏହି ଦୋସ୍ତି  କେତେବେଳେ ଭଲ ପାଇବାରେ ପରିବର୍ତ୍ତନ ହୋଇଗଲା, ତାହା  ଉଭୟ  ଜାଣି ପାରିଲେନି।

ପରିବାର ବିରୋଧ ସତ୍ତ୍ୱେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ। ବିବାହ ପରେ ଯେବେ ବି ଖୟାମ୍‌ କୌଣସି ଗୀତ ବୋଲିବାକୁ ଜଗଦୀପଙ୍କୁ କହିଥାନ୍ତି, ସେ ସବୁବେଳେ ରେଡ୍ଡି ହୋଇଯାଆନ୍ତି।

ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଏତେ ସୁଦୃଢ ଥିଲା ଯେ,  ଖୟାମ୍  ମେଡିକାଲରେ ଭର୍ତ୍ତି ହେବାର ୪ ଦିନ ପରେ ତାଙ୍କ ପତ୍ନୀ ଜଗଦୀପ କୌର ମଧ୍ୟ ହସ୍ପିଟାଲରେ ଆଡମିଟ ହୋଇଥିଲେ। କାରଣ ତାଙ୍କ ରକ୍ତ ସର୍କରା ବହୁତ ଲୋ ହୋଇଯାଇଥିଲା।

ଦୁହେଁ ଜୁହୁର ଏକ ହସ୍ପିଟାଲର ଆଇସିୟୁରେ ଆଡମିଟ ହୋଇଥିଲେ। ସେଠାରୁ କିଛି ଦିନ ପରେ ଜଗଦୀପଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ  ଜଗଦୀପଙ୍କ ମୁଣ୍ଡରେ ଗୋଟିଏ କଥା ଘର କରି ଦେଇଥିଲା, ଯେ ସେ ମେଡିକାଲରୁ ଆସିବା ପରେ ଖୟାମ କିପରି ରହିବେ। ଆଉ ଏହାପରେ ସବୁ ଦିନ ଲାଗି ଆଖି ବୁଜି ଦେଲେ ଖୟାମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story