ଏହି ଟିଭିଷ୍ଟାରଙ୍କ ଆୟ ଫିଲ୍ମ କଳାକାରଙ୍କ ଠାରୁ ଅଧିକ, ଜାଣନ୍ତୁ ଏପିସୋଡ୍ ପିଛା କେତେ ନିଅନ୍ତି

ଦିନ ଥିଲା ଟେଲିଭିଜନ୍‌କୁ ସ୍ମଲସ୍କ୍ରିନ୍‌ କହି ଏଥିରେ ଅନେକ କଳାକାର ଅଭିନୟ କରିବାକୁ ମନ ବଳାଉ ନଥିଲେ।  ସ୍ମଲସ୍କ୍ରିନରେ ଅଭିନୟ କରୁଥିବା କଳାକାରମାନଙ୍କର ବେଶୀ ଡିମାଣ୍ଡ ନଥିଲା। ସେମାନେ ଫିଲ୍ମ ଷ୍ଟାର ମାନଙ୍କ ଠାରୁ ଖୁବ୍‌ କମ୍‌ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ସମୟ ବଦଳିଯାଇଛି। ଟିଭି ସିରିଏଲ୍‌ଗୁଡ଼ିର ଡିମାଣ୍ଡ ଖୁବ୍‌ ବଢ଼ିଥିବାରୁ ଏଥିରେ ଅଭିନୟ କରୁଥିବା ଷ୍ଟାରମାନଙ୍କ ଚାହିଦା ମଧ୍ୟ ବେଶ୍‌ ବଢ଼ିଛି। ଏମିତିକି ଅନେକ ଫିଲ୍ମ ଷ୍ଟାରମାନଙ୍କ ଠାରୁ ମଧ୍ୟ ସେମାନେ ଅଧିକ ଟଙ୍କା […]

kkk

kkk

Rakesh Mallick
  • Published: Monday, 13 November 2017
  • Updated: 13 November 2017, 12:00 PM IST

Sports

Latest News

ଦିନ ଥିଲା ଟେଲିଭିଜନ୍‌କୁ ସ୍ମଲସ୍କ୍ରିନ୍‌ କହି ଏଥିରେ ଅନେକ କଳାକାର ଅଭିନୟ କରିବାକୁ ମନ ବଳାଉ ନଥିଲେ।  ସ୍ମଲସ୍କ୍ରିନରେ ଅଭିନୟ କରୁଥିବା କଳାକାରମାନଙ୍କର ବେଶୀ ଡିମାଣ୍ଡ ନଥିଲା। ସେମାନେ ଫିଲ୍ମ ଷ୍ଟାର ମାନଙ୍କ ଠାରୁ ଖୁବ୍‌ କମ୍‌ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ସମୟ ବଦଳିଯାଇଛି। ଟିଭି ସିରିଏଲ୍‌ଗୁଡ଼ିର ଡିମାଣ୍ଡ ଖୁବ୍‌ ବଢ଼ିଥିବାରୁ ଏଥିରେ ଅଭିନୟ କରୁଥିବା ଷ୍ଟାରମାନଙ୍କ ଚାହିଦା ମଧ୍ୟ ବେଶ୍‌ ବଢ଼ିଛି। ଏମିତିକି ଅନେକ ଫିଲ୍ମ ଷ୍ଟାରମାନଙ୍କ ଠାରୁ ମଧ୍ୟ ସେମାନେ ଅଧିକ ଟଙ୍କା ନେଉଛନ୍ତି। ଚାଲନ୍ତୁ ଜାଣିବା ଏମିତି କିଛି ଟେଲି ଷ୍ଟାରମାନଙ୍କର ଏପିସୋଡ୍‌ ପିଛା ଆୟ ସଂପର୍କରେ।

ଦିବ୍ୟଙ୍କା ତ୍ରିପାଠୀ- ଦିବ୍ୟଙ୍କା (ଇସିତା ନାଁରେ ପ୍ରସିଦ୍ଧ) ଏବେ ଷ୍ଟାର ପ୍ଲସର ବହୁ ପ୍ରସିଦ୍ଧ ଶୋ’ ‘ୟେ ହେ ମହୋବତେଁ’ ରେ ଲିଡ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ସେ ପ୍ରତି ଏପିସୋଡ୍‌କୁ ଅଶି ହଜାରରୁ ଲକ୍ଷେ ଟଙ୍କା ନିଅନ୍ତି।

karan1କରଣ ପଟେଲ୍- କରଣ ପଟେଲ୍‌  ତଥା ରମଣ ଭଲ୍ଲା ‘ୟେ ହୈ ମହୋବତେଁ’ରେ ଦିବ୍ୟଙ୍କାଙ୍କ ଅପୋଜିଟ୍‌ରେ ନଜର ଆସୁଛନ୍ତି। ସେ ଗୋଟେ ଏପିସୋଡ୍‌ ପାଇଁ ଲକ୍ଷେରୁ ଲକ୍ଷେ ପଚିଶ ହଜାର ଟଙ୍କା ନିଅନ୍ତି।

hinaହିନା ଖାନ- ‘ୟେ ରିସ୍ତା କ୍ୟା କହଲାତା ହୈ’ର ପ୍ରସିଦ୍ଧ ବୋହୂ ହିନା ଖାନ୍‌ ତଥା ଅକ୍ସରା ଶୋ ଛାଡ଼ି ସାରିଛନ୍ତି। ଏହି ସିରିଏଲ୍‌ରେ ପାଇଁ ସେ ପ୍ରତି ଏପିସୋଡ୍‌କୁ ଲକ୍ଷେରୁ ଲକ୍ଷେ ପଚିଶ ହଜାର ଟଙ୍କା ନେଉଥିଲେ।

kapilକପିଲ୍‌ ଶର୍ମା– କମେଡିଆନ୍‌, ଅଭିନେତା ଓ ପ୍ରଡ୍ୟୁସର କପିଲ ଶର୍ମା ତାଙ୍କ ଶୋ’ ‘ଦ କପିଲ ଶର୍ମା ଶୋ’ରେ ପ୍ରତି ଏପିସୋଡ୍‌କୁ  ୬୦ରୁ ୮୦ ଲକ୍ଷ ଟଙ୍କା ନେଇଥାନ୍ତି।

ସୁନୀଲ ଗ୍ରୋଭର- ସୁନୀଲ ‘ଦ କପିଲ୍‌ ଶର୍ମା ଶୋ’ରେ ଗୁଲାଠି ଓ ଗୁଠି ଭୂମିକାରେ ଅଭିନୟ କରୁଥିଲେ। ସେ ପ୍ରତି ଏପିସୋଡ୍‌ ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ନେଉଥିଲେ।

sakhiସାକ୍ଷୀ ତନୱର- ସାକ୍ଷୀ ଲୋକପ୍ରିୟ ଧାରବାହିକ ‘ବଡ଼େ ଅଛେ ଲଗତେ ହେଁ’ରେ ଅଭିନୟ କରିଥିଲେ। ପ୍ରତି ଏପିସୋଡ୍‌ ପାଇଁ ସେ ଲକ୍ଷେରୁ ଲକ୍ଷେ ୨୫ ହଜାର ଟଙ୍କା ନେଉଥିଲେ।

ରାମ୍‌ କପୁର– ରାମ କପୁର ‘ବଡ଼େ ଅଛେ ଲଗତେ ହେଁ’ରେ ମଧ୍ୟ କାମ କରୁଥିଲେ। ସେଥିପାଇଁ ସେ ଲକ୍ଷ ପଚିଶ ହଜାରରୁ ଦେଢ଼ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଉଥିଲେ।

jennifarଜେନିଫର ୱିଙ୍ଗେଟ୍‌- ଲୋକପ୍ରିୟ ଅଭିନେତ୍ରୀ ଜେନିଫର ଏବେ ‘ବେହଦ’ ଧାରବାହିକରେ ନଜର ଆସୁଛନ୍ତି । ପ୍ରତି ଏପିସୋଡ୍‌ ପାଇଁ ସେ ଲକ୍ଷେ ଟଙ୍କା ନେଇଥାନ୍ତି।

mouni2ମୌନୀ ରୟ- ମୌନୀ ‘ନାଗୀନ’ ସିରିଏଲ୍‌ରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ସେ ପ୍ରତି ଏପିସୋଡ୍‌ ପାଇଁ ଲକ୍ଷେ ରୁ ଲକ୍ଷେ ୨୫ ହଜାର ଟଙ୍କା ନେଉଥିଲେ।

ankitaଅଙ୍କିତା ଲୋଖଣ୍ଡେ- ଅଙ୍କିତା ପ୍ରସିଦ୍ଧ ଧାରାବାହିକ ‘ପବିତ୍ର ରିସ୍ତା’ ରେ ଅଭିନୟ କରିଥିଲେ। ସେଥିରେ ସେ ଏପିସୋଡ୍‌ ପିଛା ୧.୧୫ଲକ୍ଷରୁ ୧.୨୫ ଲକ୍ଷ ଟଙ୍କା ନେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story