ଆପଣଙ୍କ ଲୋକପ୍ରିୟ ଟିଭି କଳାକାରମାନେ ପରଦାକୁ ଆସିବା ପୂର୍ବରୁ କ’ଣ କରୁଥିଲେ ଜାଣନ୍ତି?

ଆଜିକାଲି ବଲିଉଡ ଫିଲ୍ମ ଷ୍ଟାରଙ୍କ ପରି ହିନ୍ଦୀ ଟିଭି ସିରିଏଲର ଷ୍ଟାରମାନେ ମଧ୍ୟ ବେଶ୍‌ ଲୋକ ପ୍ରିୟ ହେଲେଣି। ସୋସିଆଲ ମିଡିଆରେ ସେମାନଙ୍କ ଫ୍ୟାନ୍‌ ଫଲୋୟରସ୍ କୌଣସି ବଲିଉଡ ଷ୍ଟାରଙ୍କଠୁ କମ୍ ନୁହେଁ। ହେଲେ ଆପଣ ଜାଣନ୍ତି କି ପରଦାକୁ ଆସିବା ପୂର୍ବରୁ ଆପଣଙ୍କ ପ୍ରିୟ ଟିଭି ସିରିଏଲ ଷ୍ଟାରମାନେ କ’ଣ କରୁଥିଲେ? ଆସନ୍ତୁ ଜାଣିବା ଏ ସମ୍ପର୍କରେ। ଦିବ୍ୟଙ୍କା ତ୍ରିପାଠୀ ଜି ଟିଭିର ଲୋକପ୍ରିୟ ସିରିଏଲ୍‌ ‘ବନୁ ମେଁ ତେରି ଦୁଲହନ୍’ରୁ ନିଜ କ୍ୟାରିୟର ଆରମ୍ଭ […]

heroine

heroine

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 04:54 PM IST

Sports

Latest News

ଆଜିକାଲି ବଲିଉଡ ଫିଲ୍ମ ଷ୍ଟାରଙ୍କ ପରି ହିନ୍ଦୀ ଟିଭି ସିରିଏଲର ଷ୍ଟାରମାନେ ମଧ୍ୟ ବେଶ୍‌ ଲୋକ ପ୍ରିୟ ହେଲେଣି। ସୋସିଆଲ ମିଡିଆରେ ସେମାନଙ୍କ ଫ୍ୟାନ୍‌ ଫଲୋୟରସ୍ କୌଣସି ବଲିଉଡ ଷ୍ଟାରଙ୍କଠୁ କମ୍ ନୁହେଁ। ହେଲେ ଆପଣ ଜାଣନ୍ତି କି ପରଦାକୁ ଆସିବା ପୂର୍ବରୁ ଆପଣଙ୍କ ପ୍ରିୟ ଟିଭି ସିରିଏଲ ଷ୍ଟାରମାନେ କ’ଣ କରୁଥିଲେ? ଆସନ୍ତୁ ଜାଣିବା ଏ ସମ୍ପର୍କରେ।

divyanka-tripathiଦିବ୍ୟଙ୍କା ତ୍ରିପାଠୀ

ଜି ଟିଭିର ଲୋକପ୍ରିୟ ସିରିଏଲ୍‌ ‘ବନୁ ମେଁ ତେରି ଦୁଲହନ୍’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଦିବ୍ୟଙ୍କା ନିଜ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିସାରିଛନ୍ତି। ହେଲେ ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ନିଜ ହୋମ୍‌ଟାଉନ୍  ଭୋପାଳର ରାଇଫଲ୍‌ ଏକାଡେମୀରେ ଏକ୍‌ଜିକ୍ୟୁଟିଭ୍ ଅଫିସର ଭାବେ କାମ କରୁଥିଲେ।

Karan-Mehraକରନ ମେହେରା

ଷ୍ଟାର ପ୍ଲସର ପପୁଲାର ସିରିଏଲ ‘ୟେ ରିସ୍ତା କ୍ୟା କେହ୍‌ଲାତା ହୈ’ରେ ଅକ୍ଷରାଙ୍କ ସ୍ୱାମୀ ନୈତିକ୍ ଭୂମିକାରେ ଅଭିନୟ କରୁଥିବା କରନ ମେହେରା ବାସ୍ତବ ଜୀବନରେ ଜଣେ ଫ୍ୟାସନ୍‌ ଡିଜାଇନର।

nia sharmaନିୟା ଶର୍ମା

ଟିଭିରେ ନିଜ ବୋଲ୍ଡନେସ ପାଇଁ ପରିଚିତ ନିୟା ଶର୍ମା ଅନେକ ସିରିଏଲ୍‌ରେ କାମ କରିଛନ୍ତି। ନିକଟରେ ସେ ‘ଖତରୋ କେ ଖିଲାଡି’ରେ ଭାଗ ନେଇଥିଲେ। ହେଲେ ଆପଣ ଜାଣନ୍ତି କି ନିୟା ପରଦାକୁ ଆସିବା ପୂର୍ବରୁ ଜଣେ ସାମ୍ବାଦିକ ଥିଲେ।

Kapil-Sharmaକପିଲ ଶର୍ମା

କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ପିଲା ଠାରୁ ବୁଢ଼ା ଯାଏଁ ସମସ୍ତେ ଜାଣିଥିବେ। ହେଲେ ବହୁତ କମ୍ ଲୋକ ଜାଣନ୍ତି ଯେ କପିଲ ପୂର୍ବରୁ ଏକ ପୁଲ୍‌ ପାର୍ଲର ଓ STD ବୁଥ୍‌ରେ କାମ କରୁଥିଲେ।

anas rashidଅନସ୍ ରଶିଦ୍

‘ଦିଆ ଔର ବାତୀ’ର ସୂରଜ ଭୂମିକାରେ ଅଭିନୟ କରୁଥିବା ଅନସ୍ ରଶିଦ୍ ଏକ ରେସ୍ତୋରାଁର ମାଲିକ। ଟିଭି ପରଦାକୁ ଆସିବା ପୂର୍ବରୁ ସେ ସେଠାରେ କାମ କରୁଥିଲେ।

kritika segarକୃତିକା ସେଗର

ଜି ଟିଭିର ସିରିଏଲ ‘ଝାନ୍‌ସୀ କି ରାନୀ’ରେ ଲକ୍ଷ୍ମୀବାଈ ଭୂମିକାରେ ଅଭିନୟ କରୁଥିବା କୃତିକା ଅଭିନୟ କରିବା ପୂର୍ବରୁ ଏକ ଆଡ୍ ଏଜେନ୍ସି ପାଇଁ କାମ କରୁଥିଲେ।

sunil groverସୁନୀଲ୍ ଗ୍ରୋଭର

କପିଲ ଶର୍ମାଙ୍କ କମେଡି ଶୋ’ରେ ଡାକ୍ତର ଭୂମିକାରେ ଥିବା ସୁନୀଲ୍ ଗ୍ରୋଭର ପୂର୍ବରୁ ଏକ ରେଡିଓ ଷ୍ଟେସନରେ ଆର୍‌ଜେ ଥିଲେ।

Drashti-Dhamiଦୃଷ୍ଟି ଧାମି

ଜି ଟିଭିର ଲେକପ୍ରିୟ ସିରିଏଲ୍ ‘ଏକ ଥା ରାଜା ଏକ ଥି ରାନୀ’ରେ ଗାୟତ୍ରୀର ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଦୃଷ୍ଟି ପୂର୍ବରୁ ନୃତ୍ୟ ପ୍ରଶିକ୍ଷିକ ଥିଲେ।

dipika-samsonaଦୀପିକା କକ୍କଡ଼

କଲର୍ସର ଲୋକପ୍ରିୟ ସିରିଏଲ ‘ଶଶୁରାଲ୍ ସିମର କା’ର ସିମର ବା ଦୀପିକା କକ୍କଡ଼ ଅଭିନୟ କରିବା ପୂର୍ବରୁ ଏୟାର ହୋସ୍ଟେସ୍ ଥିଲେ। ତାପରେ ସେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ ଓ ପରେ ଆକ୍ଟିଂରେ।

କରନ ସିଂ ଗ୍ରୋଭର

ପ୍ରଥମେ ଟିଭି ପରଦା ଓ ପରେ ବଡ଼ ପରଦାରେ ଅଭିନୟ କରିଥିବା କରନ ସଂ ଗ୍ରୋଭର ପୂର୍ବରୁ ଓମାନର ଏକ ହୋଟେଲରେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍ ଭାବେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story