‘ସିଲ୍‌ସିଲା ବଦଲ୍‌ତେ ରିସ୍ତୋଁକା’ରେ କୁନାଲଙ୍କ ସିଲ୍‌ସିଲା ଶେଷ

ମୁମ୍ବାଇ: ‘ସିଲସିଲା ବଦଲ୍‌ତେ ରିସ୍ତୋଁକା’ ସରିଏଲରେ ଆଉ ନଜର ଆସିବେନି କୁନାଲ। ସିରିଏଲର ଲିଡ୍‌ ରୋଲ୍‌ କୁନାଲଙ୍କ ଭୂମିକାରେ ଅଭିନୟ କରୁଥିବା ଶକ୍ତି ଅରୋରା ଏବେ ଶୋ’ ଛାଡ଼ିଦେଇଛନ୍ତି। ଏବେ ତାଙ୍କ ସ୍ଥାନରେ ‘ଇଶକୀବାଜ’ରେ ଓଂକାରା ଭୂମିକାରେ ଅଭିନୟ କରୁଥିବା କୁନାଲ ଜୟସିଂହ ନଜର ଆସିବେ। ଶୋ’ ଛାଡ଼ିବା କଥା କୁନାଲ ନିଜ ଟ୍ୱିଟର ଆକାଉଣ୍ଟରେ ନିଜେ କହିଛନ୍ତି। ସେ ଲେଖିଛନ୍ତି ଯେ ‘ବିଦାୟ ସବୁବେଳେ କଷ୍ଟଦାୟକ। ହେଲେ ମୁଁ ‘ସିଲ୍‌ସିଲା’ ଶୋ’ରୁ ଅନେକ ଗୁଡ଼ିଏ ସ୍ମୃତିକୁ […]

kunal

kunal

Chinmayee Roy
  • Published: Thursday, 21 February 2019
  • Updated: 21 February 2019, 11:31 AM IST

Sports

Latest News

ମୁମ୍ବାଇ: ‘ସିଲସିଲା ବଦଲ୍‌ତେ ରିସ୍ତୋଁକା’ ସରିଏଲରେ ଆଉ ନଜର ଆସିବେନି କୁନାଲ। ସିରିଏଲର ଲିଡ୍‌ ରୋଲ୍‌ କୁନାଲଙ୍କ ଭୂମିକାରେ ଅଭିନୟ କରୁଥିବା ଶକ୍ତି ଅରୋରା ଏବେ ଶୋ’ ଛାଡ଼ିଦେଇଛନ୍ତି। ଏବେ ତାଙ୍କ ସ୍ଥାନରେ 'ଇଶକୀବାଜ'ରେ ଓଂକାରା ଭୂମିକାରେ ଅଭିନୟ କରୁଥିବା କୁନାଲ ଜୟସିଂହ ନଜର ଆସିବେ। ଶୋ’ ଛାଡ଼ିବା କଥା କୁନାଲ ନିଜ ଟ୍ୱିଟର ଆକାଉଣ୍ଟରେ ନିଜେ କହିଛନ୍ତି। ସେ ଲେଖିଛନ୍ତି ଯେ ‘ବିଦାୟ ସବୁବେଳେ କଷ୍ଟଦାୟକ। ହେଲେ ମୁଁ ‘ସିଲ୍‌ସିଲା’ ଶୋ’ରୁ ଅନେକ ଗୁଡ଼ିଏ ସ୍ମୃତିକୁ ସାଥିରେ ନେଇଯାଉଛି।’

https://twitter.com/shaktiarora/status/1096765306389835776

ବର୍ତ୍ତମାନ ଏହି ସିରିୟଲରେ ଶକ୍ତି ଅରୋରା, ଆଦିତୀ ଶର୍ମା ଓ କିଂଶୁକ୍‌ ମହାଜନ ମୁଖ୍ୟ ଭୂମିକାରେ ଅଛନ୍ତି। ଏବେ କାହାଣୀରେ କୁନାଲ-ମୌଲି ଓ ଇଶାନ୍‌ ଭିତରେ ଜବରଦସ୍ତ ଟ୍ରାକ୍‌ ଦେଖିବାକୁ ମିଳୁଛି। ‘ସିଲସିଲା ବଦଲ୍‌ତେ ରିସ୍ତୋଁକା’ ସରିଏଲର ଦ୍ୱିତୀୟ ସଂସ୍କରଣର କାହାଣୀ ନନ୍ଦିନୀ ଓ ମୌଲିଙ୍କ ଝିଅ(ମିଷ୍ଠି ଓ ପରି)ଙ୍କୁ ନେଇ ଚାଲିବ। କେବଳ ଏହି ଦୁଇଜଣଙ୍କ ଉପରେ ହିଁ ଫୋକସ୍‌ ରହିବ। ସେପଟେ ଦ୍ୱିତୀୟ ସିଜିନ୍‌ରେ କୁନାଲ ଓ ମୌଲି ଅର୍ଥାତ ଶକ୍ତି ଅରୋରା ଓ ଆଦିତୀ ଶର୍ମା ନଜର ଆସିବେ ନାହିଁ।

ପୂର୍ବରୁ ଶୋ’ର କାହାଣୀକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଧାରାବାହିକର କାହାଣୀ ପରକୀୟା ପ୍ରୀତି ଉପରେ କେନ୍ଦ୍ରିଭୂତ ଥିଲା। ବିବାଦ ବଢ଼ିବାରୁ ପ୍ରଥମେ ସିରିଏଲ୍‌ରୁ  ନନ୍ଦିନୀ ଭୂମିକାରେ ଅଭିନୟ କରିଥିବା ଦୃଶ୍ଟି ଧାମୀ ଶୋ’ ଛାଡ଼ିଦେଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story