କୁମାର ସାନୁ ଓ ଅଲକାଙ୍କ ଫ୍ୟାନ୍‌ ଥିଲା ଲାଡେନ ! ଶୁଣୁଥିଲା ହିନ୍ଦୀ ଗୀତ

ଓସମା ବିନ୍ ଲାଡେନ୍ ମରିଗଲାଣି। ତଥାପି ସିଆଇଏ ଟିମ୍ ତାକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି । ସିଆଇଏର ନୂଆ ଖୁଲାସା ଅନୁସାରେ ଲାଡେନ୍‌କୁ ବଲିଉଡ ଗୀତ ବହୁତ ପସନ୍ଦ ଥିଲା। ଖାସକରି କୁମାର ସାନୁ, ଅଲକା ଅଗ୍ନୀଙ୍କ ଗୀତର ସେ ପାଗଳ ଥିଲା। ଆମେରିକା ଖୁଫିଆ ଏଜେନ୍ସି ସିଆଇଏ ଲାଡେନ୍‌ ସହ ଜଡିତ ୪ ଲକ୍ଷ ୭୦ ହଜାର ଫାଇଲ ପାଇଛି। ଏହି ଫାଇଲ୍ ପାକିସ୍ତାନର ଏବୋଟ୍ଟାବାଦରେ ଥିବା ବିଲାଲ ଟାଉନ ବାସଭବନରୁ ଏନକାଉଣ୍ଟର ସମୟରେ ମିଳିଥିଲା। […]

laden

laden

Rakesh Mallick
  • Published: Friday, 03 November 2017
  • Updated: 03 November 2017, 04:13 PM IST

Sports

Latest News

ଓସମା ବିନ୍ ଲାଡେନ୍ ମରିଗଲାଣି। ତଥାପି ସିଆଇଏ ଟିମ୍ ତାକୁ ଏପର୍ଯ୍ୟନ୍ତ ଭୁଲି ପାରିନାହାଁନ୍ତି । ସିଆଇଏର ନୂଆ ଖୁଲାସା ଅନୁସାରେ ଲାଡେନ୍‌କୁ ବଲିଉଡ ଗୀତ ବହୁତ ପସନ୍ଦ ଥିଲା। ଖାସକରି କୁମାର ସାନୁ, ଅଲକା ଅଗ୍ନୀଙ୍କ ଗୀତର ସେ ପାଗଳ ଥିଲା।

ଆମେରିକା ଖୁଫିଆ ଏଜେନ୍ସି ସିଆଇଏ ଲାଡେନ୍‌ ସହ ଜଡିତ ୪ ଲକ୍ଷ ୭୦ ହଜାର ଫାଇଲ ପାଇଛି। ଏହି ଫାଇଲ୍ ପାକିସ୍ତାନର ଏବୋଟ୍ଟାବାଦରେ ଥିବା ବିଲାଲ ଟାଉନ ବାସଭବନରୁ ଏନକାଉଣ୍ଟର ସମୟରେ ମିଳିଥିଲା।

ମିଳିଥିବା ଫାଇଲ୍‌ରୁ ପ୍ରାୟ କାର୍ଟୁନ ଭିଡିଓ ‘ଟମ୍ ଆଣ୍ଡ ଜେରି’ ଓ କିଛି ବ୍ଲୁ-ଫିଲ୍ମ ମଧ୍ୟ ଥିଲା। ତାଙ୍କ ଘରୁ ଜବତ କରାଯାଇଥିବା ଲାପଟପ୍ ଓ କମ୍ପ୍ୟୁଟରରୁ ଏସବୁର ସନ୍ଧାନ ମିଳିଛି ।

ଏଥିସହ କିଛି ବଲିଉଡ ଗୀତର କଲେକସନ୍ ମଧ୍ୟ ଥିଲା। ଯେମିତି କି, 'ଅଜନ ବି ମୁଝୁକୋ ଇତନା ବତା', 'ତୁ ଚାନ୍ଦହେ ପୁନମ୍ କା', ଏବଂ ସଲମାନ ଓ ମାଧୁରୀଙ୍କ ଫିଲ୍ମ ଗୀତ।ଏଥିରେ ଟ୍ୱିଙ୍କଲ ଟ୍ୱିଙ୍କଲ ଲିଟିଲ ଷ୍ଟାର ମଧ୍ୟ ଶୁଣୁଥିଲା ଲାଡେନ।

ଆହୁରି ମଧ୍ୟ ପଢନ୍ତୁ: ବାସ୍ତବରେ ‘ଏଲିଅନ୍’ ଦେଖିବାକୁ କେମିତି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story