ମା’ ହେବାକୁ ଯାଉଛନ୍ତି ବିପାଶା

ମୁମ୍ବାଇ: ବ୍ଲାକ ବିୟୁଟି ବିପାଶା ବାସୁ ଏବଂ ତାଙ୍କ ପତି କରଣ ସିଂହ ଗ୍ରୋବର କିଛିଦିନ ତଳେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲା। ଏହା ପୂର୍ବରୁ କିଛିଦିନ ହେବ ବିପାଶା ନିୟମିତ ଡାକ୍ତରଙ୍କ ପାଖକୁ ଯାଉଥିବା ଦେଖିବାକୁ ମିଳୁଛି। ଏହା ଯଦି ସତ ହୋଇଥାଏ ତେବେ ବିପାଶା ମାଆ ହେବାକୁ ଯାଉଛନ୍ତି ବୋଲି ଯେଉଁ ଖବର ଶୁଣିବାକୁ ମିଳୁଛି ତାହା ମିଛ ନୁହେଁ। ଏ ସମ୍ପର୍କରେ ପଚରା ଯାଇଥିଲେ ମଧ୍ୟ ସେମାନେ କିଛି କହିବାକୁ […]

bipasha-basu

bipasha-basu

Rakesh Mallick
  • Published: Monday, 07 November 2016
  • Updated: 07 November 2016, 05:53 PM IST

Sports

Latest News

ମୁମ୍ବାଇ: ବ୍ଲାକ ବିୟୁଟି ବିପାଶା ବାସୁ ଏବଂ ତାଙ୍କ ପତି କରଣ ସିଂହ ଗ୍ରୋବର କିଛିଦିନ ତଳେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲା। ଏହା ପୂର୍ବରୁ କିଛିଦିନ ହେବ ବିପାଶା ନିୟମିତ ଡାକ୍ତରଙ୍କ ପାଖକୁ ଯାଉଥିବା ଦେଖିବାକୁ ମିଳୁଛି। ଏହା ଯଦି ସତ ହୋଇଥାଏ ତେବେ ବିପାଶା ମାଆ ହେବାକୁ ଯାଉଛନ୍ତି ବୋଲି ଯେଉଁ ଖବର ଶୁଣିବାକୁ ମିଳୁଛି ତାହା ମିଛ ନୁହେଁ। ଏ ସମ୍ପର୍କରେ ପଚରା ଯାଇଥିଲେ ମଧ୍ୟ ସେମାନେ କିଛି କହିବାକୁ ନାରାଜ।

ବିପାଶା ଏବଂ କରଣଙ୍କ ମଧ୍ୟରେ ସମ୍ପର୍କ ଆଗ ପରି ଭଲ ନ ଥିବା ଶୁଣିବାକୁ ମିଳୁଥିଲା। କରଣଙ୍କ ସାଙ୍ଗସାଥୀଙ୍କୁ ନେଇ ବିପାଶା ଖୁସି ନ ଥିଲେ। ତେବେ ଉଭୟଙ୍କ ମଧ୍ୟରେ ଥିବା ମତାନ୍ତର ଦୂର ହୋଇଯାଇଛି।

ବିପାଶା ଓ କରଣଙ୍କ ପ୍ରଥମେ ଦେଖା ‘ଏଲୋନ୍’ର ସୁଟିଂ ସେଟ୍‌ରେ ହୋଇଥିଲା। ସେଠାରୁ ସେମାନଙ୍କ ପ୍ରେମ ସମ୍ପର୍କ ଆଗକୁ ବଢିଥିଲା। ପ୍ରାୟ ଏକ ବର୍ଷ ଡେଟିଂ ପରେ ୨୦୧୫ରେ ଉଭୟ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story