ଅମିତାଭଙ୍କ ସହ କାହିଁକି କାମ କରି ପାରିଲେନି ମାଧୁରୀ?

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ୍‌ର ଶେହେନଶାହା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ତାଙ୍କର ଅଛନ୍ତି କୋଟି କୋଟି ଫ୍ୟାନ୍‌। ତାଙ୍କ ସହ କାମ କରିବାକୁ ପ୍ରାୟ ସମସ୍ତ ଅଭିନେତ୍ରୀ ଚାହାଁନ୍ତି। ଅନେକଙ୍କ ସ୍ୱପ୍ନ ପୂରା ହୋଇଛି ଓ ଅନେକଙ୍କର ଆଜିଯାଏ ପୂରଣ ହୋଇପାରିନି। ଆମେ ଏଠି କହୁଛୁ ୯୦ ଦଶକରେ ସମସ୍ତଙ୍କ ହୃଦୟରେ ରାଜ କରିଥିବା ମାଧୁରୀ ଦୀକ୍ଷିତଙ୍କ ବିଷୟରେ। ମାଧୁରୀ କେବେ ଅମିତାଭଙ୍କ ସହ କାମ କରିନାହାନ୍ତି। ଆଉ ତା’ […]

madhuri

madhuri

Rakesh Mallick
  • Published: Friday, 22 December 2017
  • Updated: 22 December 2017, 06:09 PM IST

Sports

Latest News

ମୁମ୍ବାଇ: ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ୍‌ର ଶେହେନଶାହା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ତାଙ୍କର ଅଛନ୍ତି କୋଟି କୋଟି ଫ୍ୟାନ୍‌। ତାଙ୍କ ସହ କାମ କରିବାକୁ ପ୍ରାୟ ସମସ୍ତ ଅଭିନେତ୍ରୀ ଚାହାଁନ୍ତି। ଅନେକଙ୍କ ସ୍ୱପ୍ନ ପୂରା ହୋଇଛି ଓ ଅନେକଙ୍କର ଆଜିଯାଏ ପୂରଣ ହୋଇପାରିନି।

ଆମେ ଏଠି କହୁଛୁ ୯୦ ଦଶକରେ ସମସ୍ତଙ୍କ ହୃଦୟରେ ରାଜ କରିଥିବା ମାଧୁରୀ ଦୀକ୍ଷିତଙ୍କ ବିଷୟରେ। ମାଧୁରୀ କେବେ ଅମିତାଭଙ୍କ ସହ କାମ କରିନାହାନ୍ତି। ଆଉ ତା’ ପଛର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଚାଲନ୍ତୁ ଜାଣିବା ସେହି କାରଣ ଟି କ’ଣ?

anil.ମିଡିଆ ରିପୋର୍ଟ ଅନୁସାରେ ମାଧୁରୀ ଅମିତାଭଙ୍କ ସହ କାମ ନକରିବା ପଛର କାରଣ ହେଉଛନ୍ତି ଅନୀଲ କପୁର। ଖବର ମୁତାବକ ଅନୀଲ କେବେ ଚାହୁଁନଥିଲେ ମାଧୁରୀ କେବେ ଅମିତାଭଙ୍କ ସହ କାମ କରନ୍ତୁ।

ମାଧୁରୀ ଫିଲ୍ମ ‘ଅବୋଧ’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। କିନ୍ତୁ ୧୯୮୮ରେ ଫିଲ୍ମ ‘ତେଜାବ’ରେ ତାଙ୍କୁ ପରିଚୟ ମିଳିଥିଲା। ତା’ପରେ ସେ ସୁପରହିଟ୍‌ ହେଇଯାଇଥିଲେ। କିନ୍ତୁ ଏମିତି ସମୟ ଆସିଥିଲା ଯେବେ ମାଧୁରୀଙ୍କ ଫିଲ୍ମ ଲଗାତାର ଫ୍ଲପ୍‌ ହେଉଥିଲା। ସେ ସମୟରେ କେହି ବି ବଡ଼ ହିରୋ ମାଧୁରୀଙ୍କ ସହ କାମ କରିବାକୁ ରାଜି ହେଉ ନଥିଲେ। ଆଉ ସେ ସମୟରେ ଅନୀଲ ମାଧୁରୀଙ୍କ ସାଥ୍ ଦେଇଥିଲେ। ଦୁହିଁଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଦୁହେଁ ଅନେକ ହିଟ୍‌ ଫିଲ୍ମ ଦେଇଥିଲେ। ସେ ସମୟରେ ଅନୀଲ ତାଙ୍କୁ ସୁପରଷ୍ଟାର ବନେଇ ଦେଇଥିଲେ। ଦୁହେଁ ‘ବେଟା’, ‘ରାମ ଲଖନ’ ଓ ‘କିଷନ୍‌ କହ୍ନେୟାଁ’ ଭଳି ଅନେକ ବ୍ଲକ ବାଷ୍ଟର ଫିଲ୍ମରେ କାମ କରିଥିଲେ। ଦୁହିଁଙ୍କ କେମେଷ୍ଟ୍ରି ଖୁବ୍‌ ଭଲ ଥିଲା। ସେଥିପାଇଁ ଦୁହିଁଙ୍କୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଥିଲା।

Madhuri-Dixit-And-Anil-Kapoorଥରେ ମାଧୁରୀଙ୍କ ପାଖକୁ ଅମିତାଭଙ୍କ ସହ କାମ କରିବାକୁ ଅଫର୍ ଆସିଥିଲା। ସେ ବିଷୟରେ ସେ ଅନୀଲଙ୍କୁ ପଚାରି ଥିଲେ। ତେବେ ଅମିତାଭଙ୍କ ସହ ଫିଲ୍ମ ନ କରିବାକୁ ଅନୀଲ ତାଙ୍କୁ କହିଥିଲେ। ସେ ସମୟରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଖୁବ୍‌ ନିବିଡ଼ ଥିଲା। ତେଣୁ ସେ ଅନୀଲଙ୍କ କଥା ମାନିଥିଲେ।

ଏହି କଥା ଅମିତାଭ ଜାଣିବା ପରେ ତାଙ୍କୁ ବହୁତ ଖରାପ ଲାଗିଥିଲା। ଅମିତାଭଙ୍କ ହିରୋଇନ୍‌ ହେବାର ସ୍ଵପ୍ନ ମାଧୁରୀଙ୍କର କେବେ ପୂରା ହୋଇନଥିଲା। ତେବେ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ରେ ‘ଓଏ ମକନା’ ଗୀତରେ ଅମିତାଭଙ୍କ ସହ ସେ ଡ୍ୟାନ୍ସ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story