ଆସିଲା ‘ହେ ରାମ୍ ! ହମ୍‌ନେ ଗାନ୍ଧି କୋ ମାର୍‌ ଦିୟା’ର ଫାଷ୍ଟ୍‌ ଲୁକ୍‌

ମୁମ୍ୱାଇ: ଆଜି ମହାତ୍ମା ଗାନ୍ଧୀଙ୍କ ୭୦ତମ ତିରୋଧାନ ଦିବସ। ଏହି ଅବସରରେ ବଲିଉଡ୍‌ ମଧ୍ୟ ନିଜ ଢଙ୍ଗରେ ମହାତ୍ମା ଗାନ୍ଧିଙ୍କୁ ସ୍ମରଣ କରିବାର ପ୍ରୟାସ କରିଛି। ଫିଲ୍ମ ଡାରେକ୍ଟର ନଇମ୍‌ ଏ ସିଦ୍ଧିକିଙ୍କ ଫିଲ୍ମ ‘ହେ ରାମ ହମନେ ଗାନ୍ଧି କୋ ମାର ଦିୟା’ ର ଫାଷ୍ଟ୍‌ ଲୁକ୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଗାନ୍ଧିଜୀଙ୍କ ହତ୍ୟାକାରୀ ଏବଂ  ଗାନ୍ଧିଜୀଙ୍କ ବିଚାରଧାରା ବିଷୟରେ ସୂଚନା ଦିଆଯାଇଛି। ୩୦ ଜାନୁଆରୀ ୧୯୪୮ରେ ନାଥୁରାମ୍‌ ଗଡ୍‌ସେଙ୍କ ଗୁଳିରେ ଗାନ୍ଧିଜୀଙ୍କ ମୃତ୍ୟୁ […]

hey-ram_

hey-ram_

Rakesh Mallick
  • Published: Tuesday, 30 January 2018
  • Updated: 30 January 2018, 01:35 PM IST

Sports

Latest News

ମୁମ୍ୱାଇ: ଆଜି ମହାତ୍ମା ଗାନ୍ଧୀଙ୍କ ୭୦ତମ ତିରୋଧାନ ଦିବସ। ଏହି ଅବସରରେ ବଲିଉଡ୍‌ ମଧ୍ୟ ନିଜ ଢଙ୍ଗରେ ମହାତ୍ମା ଗାନ୍ଧିଙ୍କୁ ସ୍ମରଣ କରିବାର ପ୍ରୟାସ କରିଛି। ଫିଲ୍ମ ଡାରେକ୍ଟର ନଇମ୍‌ ଏ ସିଦ୍ଧିକିଙ୍କ ଫିଲ୍ମ ‘ହେ ରାମ ହମନେ ଗାନ୍ଧି କୋ ମାର ଦିୟା’ ର ଫାଷ୍ଟ୍‌ ଲୁକ୍‌ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ଗାନ୍ଧିଜୀଙ୍କ ହତ୍ୟାକାରୀ ଏବଂ  ଗାନ୍ଧିଜୀଙ୍କ ବିଚାରଧାରା ବିଷୟରେ ସୂଚନା ଦିଆଯାଇଛି। ୩୦ ଜାନୁଆରୀ ୧୯୪୮ରେ ନାଥୁରାମ୍‌ ଗଡ୍‌ସେଙ୍କ ଗୁଳିରେ ଗାନ୍ଧିଜୀଙ୍କ ମୃତ୍ୟୁ ଘଟିଥିଲା। ଫିଲ୍ମର ବିଷୟ ମଧ୍ୟ ଏହି ଘଟଣା ଉପରେ ଆଧାରିତ ହୋଇଛି।

ଫିଲ୍ମ ଡାରେକ୍ଟର ଓ ଲେଖକ ନଇମ୍‌ଙ୍କ କହିବା ଅନୁଯାୟୀ ମୁଁ ନିଜ ସାଙ୍ଗ ମାନଙ୍କ ସହ ୨ ଅକ୍ଟୋବର ୨୦୧୭ରେ ଗାନ୍ଧୀଜିଙ୍କ ଜନ୍ମ ଦିବସ ଦିନ ଅହିଂସା ଦିବସ ରୂପେ ଲକ୍ଷ୍ନୌରେ ପାଳନ କରୁଥିଲି। ସେହି ଦିନ ରାତିରେ ଟିଭିରେ ୨ ଅକ୍ଟୋବରକୁ  ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ଅହିଂସା ଦିବସ ରୂପରେ ପାଳନ କରାଯାଉଥିଲା। ଏହି କଥା ମୋତେ ବହୁତ ପ୍ରଭାବିତ କରିଥିଲା। ଏଥିପାଇଁ ଗାନ୍ଧିଜୀଙ୍କ ବିଚାରଧାରା ଉପରେ ଫିଲ୍ମ କରିବାକୁ ନିଷ୍ପତି ନେଲି। ଏହି ଫିଲ୍ମରେ ଗାନ୍ଧିଜୀଙ୍କ ଅହିଂସା ନୀତି ଓ ସହିଷ୍ଣୁତା, ପ୍ରେମ ଓ ବିଚାରଧାରା ଦେଖାଇବାର ଚେଷ୍ଟା କରିଛି। ମୁଁ ଚାହୁଁଛି ଲୋକେ ଗାନ୍ଧିଜୀଙ୍କ ବିଚାରଧାରା ବିଶ୍ୱରେ ଘୃଣା ସହ ମୁକାବିଲା କରିପାରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story