ମହିଳାଙ୍କୁ ଅଶ୍ଲୀଳ ଫଟୋ ପଠାଇବା ଅଭିଯୋଗରେ ଏଜାଜ ଖାନ ଗିରଫ

ମୁମ୍ବାଇ: ସବୁବେଳେ ବିବାଦ ଘେରରେ ରହୁଥିବା ଅଭିନେତା ଏଜାଜ ଖାନଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ୍‌ ଗିରଫ କରିଛି। ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିବା ଓ ଅଶ୍ଲୀଳ ଫଟୋ ପଠାଇବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ଗିରଫ କରିଛି। ମାଲବଣୀ ପୋଲିସ୍‌ ଏଜାଜଙ୍କ  ବିରୋଧରେ ଆଇପିସି ଧାରା ୩୫୪ ଓ ୬୬(ଇ) ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରିଛି। ପୂର୍ବରୁ ଏଜାଜ ମଡେଲ ଐଶ୍ୟୟା ଚୌବେଙ୍କୁ ଅଶ୍ଲୀଳ ଫୋଟ ପଠାଇଥିବା ଅଭିଯୋଗ ହୋଇଥିଲା। ପରେ ସେ […]

ajaz-khan

ajaz-khan

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 04:54 PM IST

Sports

Latest News

ମୁମ୍ବାଇ: ସବୁବେଳେ ବିବାଦ ଘେରରେ ରହୁଥିବା ଅଭିନେତା ଏଜାଜ ଖାନଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ୍‌ ଗିରଫ କରିଛି। ଜଣେ ମହିଳାଙ୍କୁ ଖରାପ ବ୍ୟବହାର କରିବା ଓ ଅଶ୍ଲୀଳ ଫଟୋ ପଠାଇବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ଗିରଫ କରିଛି।

ମାଲବଣୀ ପୋଲିସ୍‌ ଏଜାଜଙ୍କ  ବିରୋଧରେ ଆଇପିସି ଧାରା ୩୫୪ ଓ ୬୬(ଇ) ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରିଛି।

ପୂର୍ବରୁ ଏଜାଜ ମଡେଲ ଐଶ୍ୟୟା ଚୌବେଙ୍କୁ ଅଶ୍ଲୀଳ ଫୋଟ ପଠାଇଥିବା ଅଭିଯୋଗ ହୋଇଥିଲା। ପରେ ସେ ସେହି ଫଟୋକୁ ଡିଲିଟ୍‌ କରିଦେଇଥିଲେ। ଏଜାଜ୍‌ ତାଙ୍କୁ ଅଶ୍ଲୀଳ ମେସେଜ ପଠାଇଥିବା ମଡେଲ ଜଣଙ୍କ ଅଭିଯୋଗ କରିଥିଲେ।

ବିଗ୍‌ ବସରେ ଏଜାଜ ମାରପିଟ କରି ବିଗ୍‌ ବସ୍‌ ଘରୁ ଆଉଟ୍‌ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos