ମେଘାଳୟରେ ପତ୍ନୀଙ୍କ ଜନ୍ମଦିନ ପାଳିଲେ ଆମୀର

ଗୌହାଟି: ଏବେ ପତ୍ନୀ ଏବଂ ପୁଅ ସହ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ ଉତ୍ତର-ପୂର୍ବ ଭାରତରେ ଛୁଟି କାଟୁଛନ୍ତି। ଏହି ଅବସରରେ ଅମୀର ପତ୍ନୀ କିରଣଙ୍କ ଜନ୍ମଦିନ ମେଘାଳୟରେ ପାଳନ କରିଛନ୍ତି। ଜନ୍ମଦିନ ଉତ୍ସବର କିଛି ଫଟୋ ଅମୀର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋରେ ଆମୀର ଓ କିରଣଙ୍କୁ ଦେଖିବାକୁ ମିଳୁଛି। ସୁନ୍ଦର ମେଘାଳୟରେ କିରଣଙ୍କ ଜନ୍ମଦିନ ବୋଲି ଅମୀର ଫଟୋର କ୍ୟାପସନ୍‌ ଦେଇଛନ୍ତି। କିଛିଦିନ ପୂର୍ବରୁ ଅମୀର ପରିବାର ସହ ଅରୁଣାଚଳ ପ୍ରଦେଶ ଯାଇଥିଲେ।

aamir

aamir

Rakesh Mallick
  • Published: Monday, 07 November 2016
  • Updated: 07 November 2016, 05:18 PM IST

Sports

Latest News

ଗୌହାଟି: ଏବେ ପତ୍ନୀ ଏବଂ ପୁଅ ସହ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ ଉତ୍ତର-ପୂର୍ବ ଭାରତରେ ଛୁଟି କାଟୁଛନ୍ତି। ଏହି ଅବସରରେ ଅମୀର ପତ୍ନୀ କିରଣଙ୍କ ଜନ୍ମଦିନ ମେଘାଳୟରେ ପାଳନ କରିଛନ୍ତି। ଜନ୍ମଦିନ ଉତ୍ସବର କିଛି ଫଟୋ ଅମୀର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋରେ ଆମୀର ଓ କିରଣଙ୍କୁ ଦେଖିବାକୁ ମିଳୁଛି।

ସୁନ୍ଦର ମେଘାଳୟରେ କିରଣଙ୍କ ଜନ୍ମଦିନ ବୋଲି ଅମୀର ଫଟୋର କ୍ୟାପସନ୍‌ ଦେଇଛନ୍ତି। କିଛିଦିନ ପୂର୍ବରୁ ଅମୀର ପରିବାର ସହ ଅରୁଣାଚଳ ପ୍ରଦେଶ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story