ୟୁଟ୍ୟୁବ୍‌ରେ ଧୂମ୍‌ ମଚାଉଛି ମଣିକର୍ଣ୍ଣିକାର ଟ୍ରେଲର୍

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିକଟରେ  ରିଲିଜ୍ ହୋଇଛି ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍ ଅଫ୍ ଝାନ୍ସୀ’ର ଅଫିସିଆଲ୍  ଟ୍ରେଲର। ଟ୍ରେଲରଟି ରିଲିଜ୍  ହେଉ ହେଉ ସୋସିଆଲ ମିଡିଆରେ ଧୂମ୍ ମଚାଉଛି।  ୟୁଟୁବ୍ ଟ୍ରେଣ୍ଡରେ ପ୍ରଥମ ସ୍ଥାନରେ ରହିଛି ମଣିକର୍ଣ୍ଣିକାର ଟ୍ରେଲର। ଗତ ୧୮ ତାରିଖ ଦିନ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ବର୍ତ୍ତମାନ ସୁଦ୍ଧା ୧୨,୫୮୮,୪୪୪ ଜଣ ଦର୍ଶକ ଦେଖି ସାରିଲେଣି। ଏହି ଫିଲ୍ମର ୭୦ ଭାଗ ନିର୍ଦ୍ଦେଶନା ଦେଇଛନ୍ତି  ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌।  […]

kangana

kangana

Chinmayee Roy
  • Published: Thursday, 20 December 2018
  • Updated: 20 December 2018, 01:41 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ନିକଟରେ  ରିଲିଜ୍ ହୋଇଛି ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍ ଅଫ୍ ଝାନ୍ସୀ’ର ଅଫିସିଆଲ୍  ଟ୍ରେଲର। ଟ୍ରେଲରଟି ରିଲିଜ୍  ହେଉ ହେଉ ସୋସିଆଲ ମିଡିଆରେ ଧୂମ୍ ମଚାଉଛି।  ୟୁଟୁବ୍ ଟ୍ରେଣ୍ଡରେ ପ୍ରଥମ ସ୍ଥାନରେ ରହିଛି ମଣିକର୍ଣ୍ଣିକାର ଟ୍ରେଲର।

ଗତ ୧୮ ତାରିଖ ଦିନ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ବର୍ତ୍ତମାନ ସୁଦ୍ଧା ୧୨,୫୮୮,୪୪୪ ଜଣ ଦର୍ଶକ ଦେଖି ସାରିଲେଣି। ଏହି ଫିଲ୍ମର ୭୦ ଭାଗ ନିର୍ଦ୍ଦେଶନା ଦେଇଛନ୍ତି  ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌।  ସେ ନିଜେ ଏହି ଫିଲ୍ମରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଭୂମିକାରେ ଅଭିନୟ କରିଛନ୍ତି।

ଇଂରେଜ ଶାସନ ବିରୋଧରେ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଲଢ଼େଇ ଉପରେ ଫିଲ୍ମର କାହାଣୀ ଆଧାରିତ। ୧୮୫୭ରେ ଇଷ୍ଟ ଇଣ୍ଡିଆ କଂପାନି ଓ ବ୍ରିଟିସ୍ ସରକାରଙ୍କ ବିରୋଧରେ ଝାନ୍ସି ରାଣୀଙ୍କ ଲଢ଼େଇକୁ ଫିଲ୍ମରେ ନିଖୁଣ ଭାବେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି।  ଫିଲ୍ମର ଟ୍ରେଲର ଦେଖିଲେ ଏଥିରେ ଭରପୁର ଆକ୍ସନ ରହିଥିବା ସ୍ପଷ୍ଟ ହୋଇଯାଉଛି। ଟ୍ରେଲର୍‌ରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାର ବିଜେତା ନିଦ୍ଦେର୍ଶକ କ୍ରିଷ୍‌ ଜଗାରଲା ମୁଣ୍ଡି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର-ଏହସାନ୍-ଲଏ ଓ  ସଂଗୀତ ଲେଖିଛନ୍ତି ପ୍ରସୁନ ଯୋଶୀ।

୧୨୫ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମଟି ଆସନ୍ତା ଜାନୁଆରୀ ୨୫ରେ ରିଲିଜ୍‌ ହେବ। ଫିଲ୍ମ ବକ୍ସ ଅଫିସରେ ହିଟ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି।

https://youtu.be/tKmkMVaNu9g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story