ଆରମ୍ଭ ହୋଇଯାଇଛି କମେଡି କିଙ୍ଗ୍ କପିଲ ଶର୍ମାଙ୍କ ବାହାଘର ପ୍ରସ୍ତୁତି। ୧୨ ଡିସେମ୍ବରକୁ କପିଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିଜ ଲେଡି ଲକ୍ ଗିନ୍ନି ଚତରଥଙ୍କୁ ବିବାହ କରିବାକୁ ଯାଉଛନ୍ତି କପିଲ।
https://www.instagram.com/p/Bq9EFxhBlco/?utm_source=ig_web_copy_link
ଗତ ସୋମବାର କପିଲଙ୍କ ଘରେ ମାତା ରାନୀଙ୍କ ଜଗରାତା ସହିତ ଗିନ୍ନିଙ୍କ ଚୁଡ଼ା ଫଙ୍ଗସନ୍ ମଧ୍ୟ ସରିଯାଇଛି। ଗିନ୍ନି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହାର କିଛି ଫୋଟୋ ପୋଷ୍ଟ କରିଛନ୍ତି। ଫଟୋରେ ଗିନ୍ନି ବେଶ୍ ସୁନ୍ଦର ଲାଗୁଛନ୍ତି। ଉତ୍ସବରେ ସେ ଲାଲ୍ ରଙ୍ଗର ସଲୱାର ସୁଟ୍ ପିନ୍ଧିଛନ୍ତି।
https://www.instagram.com/p/Bq9EBRhhybk/?utm_source=ig_web_copy_link
ଆସନ୍ତା ୧୨ ତାରିଖରେ କପିଲ୍ ଓ ଗିନ୍ନି ଜଲନ୍ଧରରେ ବିବାହ କରିବେ। ଏହା ପରେ ମୁମ୍ବାଇରେ କପିଲଙ୍କ ରିସେପ୍ସନ୍ କାର୍ଯ୍ୟକ୍ରମ ରହିଛି। କପିଲ୍ ନିଜ ବାହାଘରକୁ ଫ୍ୟାସନେବଲ୍ କରିବା ବଦଳରେ ପାରମ୍ପରିକ କରିବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Entertainment
ମିସ୍ ୟୁନିଭର୍ସ ୨୦୨୪; ମୁକୁଟରେ ଲାଗିଛି ହୀରା ସାଙ୍ଗକୁ ୨୩ ପ୍ରକାରର ସୁବର୍ଣ୍ଣ ମୋତି
୭୩ତମ ମିସ୍ ୟୁନିଭର୍ସ କ୍ରାଉନର ଏକ ସ୍ୱତନ୍ତ୍ର ନାଁ ମଧ୍ୟ ଦିଆଯାଇଛି।
Entertainment
ଡେନମାର୍କର ଭିକ୍ଟୋରିଆ ହେଲେ ମିସ୍ ୟୁନିଭର୍ସ ୨୦୨୪
୧୨୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଡେନମାର୍କ ପ୍ରତିଯୋଗୀ ହୋଇଛନ୍ତି ଚଳିତ ବର୍ଷର ମିସ୍ ୟୁନିଭର୍ସ।
Bollywood
ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ, ବନ୍ଧା ହେଲେ ଅଭିନେତ୍ରୀ
ଶନିବାର ହାଇଦ୍ରାବାଦରୁ ପୁଲିସ ତାଙ୍କୁ ଗିରଫ କରିଛି।
National
ଠକଙ୍କ ହାବୁଡ଼ରେ ପଡ଼ିଗଲେ ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା, ବଡ଼ ସରକାରୀ ପଦପଦବୀର ଆଶା ଦେଖାଇ ନେଇଗଲେ ୨୫ ଲକ୍ଷ
ଅଭିଯୁକ୍ତମାନେ ଜଗଦୀଶ ସିଂହ ପଟାନୀଙ୍କ ବିଶ୍ୱାସ ଜିତିବା ପରେ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।