ମୁମ୍ବାଇ: ବଡିଗାର୍ଡ ଷ୍ଟାରର ସଲମାନ ଓ ମିଷ୍ଟର ପରଫେକ୍ଟ ଅମୀରଙ୍କ ବନ୍ଧତ୍ୱ କଥା ସମସ୍ତେ ଜାଣନ୍ତି। ସୁଖ, ଦୁଃଖରେ ଉଭୟଙ୍କୁ ସବୁବେଳେ ସାଥୀରେ ଦେଖିବାକୁ ମଳିଥାଏ। ହେଲେ ପ୍ରଫେସନ ଜୀବନରେ ସଲମାନ ଅମୀରଙ୍କୁ ଘୃଣା କରନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି।
ସେ କହିଛନ୍ତି,“ଅମୀର ମୁଁ ତୁମକୁ ବହୁତ ଭଲ ପାଏ। ହେଲେ ପ୍ରଫେସନାଲି ତୁମକୁ ଘୃଣା କରେ।”
ସେ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ ମୋ ପରିବାର ଲୋକେ ‘ଦଙ୍ଗଲ’ ଦେଖିଛନ୍ତି। ସେମାନେ ‘ସୁଲତାନ’ ଅପେକ୍ଷା ‘ଦଙ୍ଗଲ’କୁ ଅଧିକ ପସନ୍ଦ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।