ଦଙ୍ଗଲ ଗାର୍ଲଙ୍କ ଅସଦାଚାରଣକାରୀ ଗିରଫ: ଜାଣନ୍ତୁ କ’ଣ ଦେଲେ ସଫେଇ

ମୁମ୍ବାଇ: ନିକଟରେ ବଲିଉଡ୍‌ର ୟଙ୍ଗ ଆକ୍ଟ୍ରିସ୍‌ ଜାୟରା ୱସୀମ ତଥା ଦଙ୍ଗଲ ଗାର୍ଲଙ୍କୁ ବିମାନରେ ଅସଦାଚରଣ କରିଥିବା ବ୍ୟକ୍ତିକୁ ପୋଲିସ୍‌ ଗିରଫ କରିଛି। ମୁମ୍ବାଇ ପୋଲିସ୍‌ ମୁତାବିକ୍‌ ଅଭିଯୁକ୍ତଙ୍କ ନାଁ ବିକାଶ ସଚଦେବ। ବିକାଶ ଇନ୍ଧେରୀ ଇଷ୍ଟର ବାସିନ୍ଦା। ତେବେ ଅଜାଣତରେ ଜାୟରାଙ୍କ ଦେହରେ ଗୋଡ ବାଜି ଯାଇଥିବା ସେ ପୋଲିସ୍‌କୁ କହିଛନ୍ତି। ପଚରାଉଚରା ବେଳେ ବିକାଶ ପୋଲିସକୁ କହିଛନ୍ତି, ସେ ଦିଲ୍ଲୀରେ ଏକ ଶବ ସତ୍କାରକୁ ଯାଇଥିଲେ। ସେଥିପାଇଁ ବିଶ୍ରାମ ନେଇପାରି ନଥିବାରୁ ହାଲିଆ ହୋଇଯାଇଥିଲେ। […]

zaira

zaira

Rakesh Mallick
  • Published: Monday, 11 December 2017
  • Updated: 11 December 2017, 11:39 AM IST

ମୁମ୍ବାଇ: ନିକଟରେ ବଲିଉଡ୍‌ର ୟଙ୍ଗ ଆକ୍ଟ୍ରିସ୍‌ ଜାୟରା ୱସୀମ ତଥା ଦଙ୍ଗଲ ଗାର୍ଲଙ୍କୁ ବିମାନରେ ଅସଦାଚରଣ କରିଥିବା ବ୍ୟକ୍ତିକୁ ପୋଲିସ୍‌ ଗିରଫ କରିଛି। ମୁମ୍ବାଇ ପୋଲିସ୍‌ ମୁତାବିକ୍‌ ଅଭିଯୁକ୍ତଙ୍କ ନାଁ ବିକାଶ ସଚଦେବ। ବିକାଶ ଇନ୍ଧେରୀ ଇଷ୍ଟର ବାସିନ୍ଦା। ତେବେ ଅଜାଣତରେ ଜାୟରାଙ୍କ ଦେହରେ ଗୋଡ ବାଜି ଯାଇଥିବା ସେ ପୋଲିସ୍‌କୁ କହିଛନ୍ତି।

ପଚରାଉଚରା ବେଳେ ବିକାଶ ପୋଲିସକୁ କହିଛନ୍ତି, ସେ ଦିଲ୍ଲୀରେ ଏକ ଶବ ସତ୍କାରକୁ ଯାଇଥିଲେ। ସେଥିପାଇଁ ବିଶ୍ରାମ ନେଇପାରି ନଥିବାରୁ ହାଲିଆ ହୋଇଯାଇଥିଲେ। ବିମାନର କ୍ରୁ ମେମ୍ବରଙ୍କୁ କମ୍ବଳ ମାଗି ଡିଷ୍ଟର୍ବ ନକରିବାକୁ କହି ଶୋଇ ପଡିଥିଲେ। ଶୋଇଥିବା ସମୟରେ ଭୁଲ ବଶତଃ ତାଙ୍କ ଗୋଡ଼ ଜାୟରାଙ୍କ ବେକରେ ବାଜି ଯାଇଥିଲା। ଏଥିପାଇଁ ସେ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

ସୂଚନାଯୋଗ୍ୟ, ବିସ୍ତାର ଏୟାର ଲାଇନ୍ସ ବିମାନର କ୍ରୁ ମେମ୍ବରମାନେ ମଧ୍ୟ ବିକାଶ ରାତିସାରା ଶୋଇ ପଡ଼ିଥିଲେ ବୋଲି କହିଥିଲେ।

ଜାୟରା ଅସଦାଚରଣର ଶିକାର ହେବା ପରେ ମୁମ୍ବାଇ ପୋଲିସରେ ଏଫ୍‌ଆଇଆର୍‌ ଦେଇଥିଲେ। ଏହି ଘଟଣାକୁ ନେଇ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦିଲ୍ଲୀ ମହିଳା ଆୟୋଗ ପର୍ଯ୍ୟନ୍ତ କଡା ତଦନ୍ତ କରିବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story