ଫିଲ୍ମରେ କାମ କରିବା ପାଇଁ ବର୍ତ୍ତମାନ ନବ୍ୟା ପ୍ରସ୍ତୁତ ନାହିଁ: ସ୍ୱେତା ବଚ୍ଚନ

ମୁମ୍ବାଇ: ବଲିଉଡ କଳାକର ନ ହୋଇ ମଧ୍ୟ ଅମିତାଭଙ୍କ ନାତୁଣୀ ନବ୍ୟା ନବେଲିଙ୍କ ସୋସିଆଲ ମିଡିଆରେ ଖୁବ୍‌ ଫ୍ୟାନ୍‌ ରହିଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ନବ୍ୟାଙ୍କ ଫଟୋ ଟ୍ରେଣ୍ଡ କରୁଛି। ଏସବୁ ଦେଖି ଲାଗୁଛି ନବ୍ୟା ଖୁବଶୀଘ୍ର ବଡ଼ ପରଦାକୁ ଆସିବାର ଯୋଜନା ରହିଛି। ଫିଲ୍ମ ଜଗତରେ ନବ୍ୟାଙ୍କ ପ୍ରବେଶକୁ ତାଙ୍କ ମାଆ ସ୍ୱେତା ବଚ୍ଚନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ନବ୍ୟା ଏବେ ପଢ଼ୁଛନ୍ତି। ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ସେ ବର୍ତ୍ତମାନ ସେ ପ୍ରସ୍ତୁତ […]

navya-naveli-nanda

navya-naveli-nanda

Rakesh Mallick
  • Published: Saturday, 17 December 2016
  • Updated: 17 December 2016, 05:02 PM IST

Sports

Latest News

ମୁମ୍ବାଇ: ବଲିଉଡ କଳାକର ନ ହୋଇ ମଧ୍ୟ ଅମିତାଭଙ୍କ ନାତୁଣୀ ନବ୍ୟା ନବେଲିଙ୍କ ସୋସିଆଲ ମିଡିଆରେ ଖୁବ୍‌ ଫ୍ୟାନ୍‌ ରହିଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ନବ୍ୟାଙ୍କ ଫଟୋ ଟ୍ରେଣ୍ଡ କରୁଛି। ଏସବୁ ଦେଖି ଲାଗୁଛି ନବ୍ୟା ଖୁବଶୀଘ୍ର ବଡ଼ ପରଦାକୁ ଆସିବାର ଯୋଜନା ରହିଛି।

ଫିଲ୍ମ ଜଗତରେ ନବ୍ୟାଙ୍କ ପ୍ରବେଶକୁ ତାଙ୍କ ମାଆ ସ୍ୱେତା ବଚ୍ଚନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ନବ୍ୟା ଏବେ ପଢ଼ୁଛନ୍ତି। ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ସେ ବର୍ତ୍ତମାନ ସେ ପ୍ରସ୍ତୁତ ହୋଇନାହିଁ।”

ସେ କହିଛନ୍ତି,‘‘ନବ୍ୟା କଳାକାର ପରିବାରରୁ ଆସିଛି ସତ। ହେଲେ ଅଭିନୟରେ କ୍ୟାରିୟର ଗଢ଼ିବାକୁ ହେଲେ ତାକୁ ଚିନ୍ତା କରିବାକୁ ପଡିବ। କାରଣ ଜଣେ କଳାକାର ହେବା ଏତେ ସହଜ ନୁହେଁ। ଯଦି ସେ ଫିଲ୍ମରେ କାମ କରିବାକୁ ଚାହିଁବ ତେବେ ପ୍ରଥମେ ତାକୁ ତାଲିମ ନେବାକୁ ପଡିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos