ସୋସିଆଲ ସାଇଟ୍‌ରେ ନତାଶାଙ୍କ ହଟ୍ ବିକିନି ଲୁକ୍

ନୂଆଦିଲ୍ଲୀ: ରୌପର ବାଦ୍‌ଶାହଙ୍କ ଲୋକପ୍ରିୟ ଗୀତ ‘ଡିଜେ ୱାଲେ ବାବୁ’ ଭିଡିଓରେ ନଜର ଆସି ସାରିଥିବା ଅଭିନେତ୍ରୀ ନତାଶା ଷ୍ଟେନ୍‌କୋବିକ ଏବେ ଗ୍ରୀସ୍‌ରେ ମସ୍ତି କରୁଛନ୍ତି। ନିଜ ଗ୍ରୀସ୍‌ ଟୁର ସମୟରେ ନତାଶା ଗ୍ରୀସ୍‌ର ସମୁଦ୍ରକୂଳରେ ମସ୍ତି କରୁଥିବାର ଦେଖାଯାଇଛନ୍ତି। ନତାଶା ନିଜର କିଛି ଫୋଟୋ ସୋସିଆଲ ନେଟ୍‌ୱାର୍କିଂ ସାଇଟ୍ ଇନ୍‌ଷ୍ଟଗ୍ରାମ୍‌ରେ ସେୟାର  କରିଛନ୍ତି, ଯେଉଁ ଥିରେ ସେ ଧଳା ଏବଂ ପିଙ୍କ୍ କଲ୍‌ରର ବିକିନିରେ ବହୁତ ହଟ୍ ଦେଖାଯାଉଛନ୍ତି। ସୂଚନାଯୋଗ୍ୟ, ନତାଶା ଜଣେ ସର୍ବିୟନ ମଡ଼େଲ। […]

natasha

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 10:33 PM IST

ନୂଆଦିଲ୍ଲୀ: ରୌପର ବାଦ୍‌ଶାହଙ୍କ ଲୋକପ୍ରିୟ ଗୀତ ‘ଡିଜେ ୱାଲେ ବାବୁ’ ଭିଡିଓରେ ନଜର ଆସି ସାରିଥିବା ଅଭିନେତ୍ରୀ ନତାଶା ଷ୍ଟେନ୍‌କୋବିକ ଏବେ ଗ୍ରୀସ୍‌ରେ ମସ୍ତି କରୁଛନ୍ତି। ନିଜ ଗ୍ରୀସ୍‌ ଟୁର ସମୟରେ ନତାଶା ଗ୍ରୀସ୍‌ର ସମୁଦ୍ରକୂଳରେ ମସ୍ତି କରୁଥିବାର ଦେଖାଯାଇଛନ୍ତି।

ନତାଶା ନିଜର କିଛି ଫୋଟୋ ସୋସିଆଲ ନେଟ୍‌ୱାର୍କିଂ ସାଇଟ୍ ଇନ୍‌ଷ୍ଟଗ୍ରାମ୍‌ରେ ସେୟାର  କରିଛନ୍ତି, ଯେଉଁ ଥିରେ ସେ ଧଳା ଏବଂ ପିଙ୍କ୍ କଲ୍‌ରର ବିକିନିରେ ବହୁତ ହଟ୍ ଦେଖାଯାଉଛନ୍ତି।

ସୂଚନାଯୋଗ୍ୟ, ନତାଶା ଜଣେ ସର୍ବିୟନ ମଡ଼େଲ। କିଛି ସମୟପୂର୍ବରୁ ନତାଶାଙ୍କ ନାମ ‘ୟେ ହେ ମୋହାବତେ’ ଷ୍ଟାର ଏଲୀଗୋନୀଙ୍କ ସାଥିରେ ଯୋଡ଼ା ହୋଇଥିଲା ଏଲୀଗୋନୀ ଏହି ସିରିୟଲ୍‌ରେ ରୋମୀ ନାମରେ ଅଭିନୟ କରୁଛନ୍ତି।

 

 

 

 

 

 

Related story