ଆସୁଛି ‘ସିଂଘମ-୩’, ଜାଣନ୍ତୁ ଏଥର କିଏ ହେବ ସିଂଘମ

ପୁଣି ଥରେ ଏକାଠି ଆସୁଛନ୍ତି ରୋହିତ ସେଟ୍ଟୀ ଏବଂ ଅଜୟ ଦେବଗନ୍‌ଙ୍କ ଯୋଡ଼ି। ସିଂଘମ ସିରିଜର ପ୍ରଥମ ୨ଟି ଫିଲ୍ମର ସଫଳତା ପରେ ଏବେ ତୃତୀୟ ଫିଲ୍ମ ପରଦାକୁ ଆସିବ।  ‘ସିଂଘମ-୩’ ଆସନ୍ତା ବର୍ଷ ପରଦାକୁ ଆସିବ।  ୨୦୧୬ରେ ରିଲିଜ ହୋଇଥିବା ମାଲୟାଲମ ଫିଲ୍ମ ‘ଆକ୍ସନ୍ ହିରୋ ବିଜୁ’ ଉପରେ ସିଂଘ-୩ ‌ଆଧାରିତ ହୋଇଛି। ୨୦୧୧ରେ ସିଂଘମ ଏବଂ ୨୦୧୪ରେ ସିଂଘମ-୨ ରିଲଜ୍ ହୋଇଥିଲା। ଅଜୟ ଦେବଗନ୍ ଏବଂ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ଗୋଲମାଲ ଏଗେନ’ ମଧ୍ୟ […]

singham

singham

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 12:59 PM IST

ପୁଣି ଥରେ ଏକାଠି ଆସୁଛନ୍ତି ରୋହିତ ସେଟ୍ଟୀ ଏବଂ ଅଜୟ ଦେବଗନ୍‌ଙ୍କ ଯୋଡ଼ି। ସିଂଘମ ସିରିଜର ପ୍ରଥମ ୨ଟି ଫିଲ୍ମର ସଫଳତା ପରେ ଏବେ ତୃତୀୟ ଫିଲ୍ମ ପରଦାକୁ ଆସିବ।  ‘ସିଂଘମ-୩’ ଆସନ୍ତା ବର୍ଷ ପରଦାକୁ ଆସିବ।  ୨୦୧୬ରେ ରିଲିଜ ହୋଇଥିବା ମାଲୟାଲମ ଫିଲ୍ମ ‘ଆକ୍ସନ୍ ହିରୋ ବିଜୁ’ ଉପରେ ସିଂଘ-୩ ‌ଆଧାରିତ ହୋଇଛି। ୨୦୧୧ରେ ସିଂଘମ ଏବଂ ୨୦୧୪ରେ ସିଂଘମ-୨ ରିଲଜ୍ ହୋଇଥିଲା। ଅଜୟ ଦେବଗନ୍ ଏବଂ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ଗୋଲମାଲ ଏଗେନ’ ମଧ୍ୟ ହିଟ୍ ସାବ୍ୟସ୍ତ ହୋଇଛି। ପ୍ରଥମ ୨ ସପ୍ତାହରେ ଏହା ବକ୍ସ ଅଫିସ୍‌ରେ ୨୦୦ କୋଟି ଟଙ୍କା ଆୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos