ଆସୁଛି ‘ସିଂଘମ-୩’, ଜାଣନ୍ତୁ ଏଥର କିଏ ହେବ ସିଂଘମ

ପୁଣି ଥରେ ଏକାଠି ଆସୁଛନ୍ତି ରୋହିତ ସେଟ୍ଟୀ ଏବଂ ଅଜୟ ଦେବଗନ୍‌ଙ୍କ ଯୋଡ଼ି। ସିଂଘମ ସିରିଜର ପ୍ରଥମ ୨ଟି ଫିଲ୍ମର ସଫଳତା ପରେ ଏବେ ତୃତୀୟ ଫିଲ୍ମ ପରଦାକୁ ଆସିବ।  ‘ସିଂଘମ-୩’ ଆସନ୍ତା ବର୍ଷ ପରଦାକୁ ଆସିବ।  ୨୦୧୬ରେ ରିଲିଜ ହୋଇଥିବା ମାଲୟାଲମ ଫିଲ୍ମ ‘ଆକ୍ସନ୍ ହିରୋ ବିଜୁ’ ଉପରେ ସିଂଘ-୩ ‌ଆଧାରିତ ହୋଇଛି। ୨୦୧୧ରେ ସିଂଘମ ଏବଂ ୨୦୧୪ରେ ସିଂଘମ-୨ ରିଲଜ୍ ହୋଇଥିଲା। ଅଜୟ ଦେବଗନ୍ ଏବଂ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ଗୋଲମାଲ ଏଗେନ’ ମଧ୍ୟ […]

singham

singham

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 12:59 PM IST

ପୁଣି ଥରେ ଏକାଠି ଆସୁଛନ୍ତି ରୋହିତ ସେଟ୍ଟୀ ଏବଂ ଅଜୟ ଦେବଗନ୍‌ଙ୍କ ଯୋଡ଼ି। ସିଂଘମ ସିରିଜର ପ୍ରଥମ ୨ଟି ଫିଲ୍ମର ସଫଳତା ପରେ ଏବେ ତୃତୀୟ ଫିଲ୍ମ ପରଦାକୁ ଆସିବ।  ‘ସିଂଘମ-୩’ ଆସନ୍ତା ବର୍ଷ ପରଦାକୁ ଆସିବ।  ୨୦୧୬ରେ ରିଲିଜ ହୋଇଥିବା ମାଲୟାଲମ ଫିଲ୍ମ ‘ଆକ୍ସନ୍ ହିରୋ ବିଜୁ’ ଉପରେ ସିଂଘ-୩ ‌ଆଧାରିତ ହୋଇଛି। ୨୦୧୧ରେ ସିଂଘମ ଏବଂ ୨୦୧୪ରେ ସିଂଘମ-୨ ରିଲଜ୍ ହୋଇଥିଲା। ଅଜୟ ଦେବଗନ୍ ଏବଂ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ଗୋଲମାଲ ଏଗେନ’ ମଧ୍ୟ ହିଟ୍ ସାବ୍ୟସ୍ତ ହୋଇଛି। ପ୍ରଥମ ୨ ସପ୍ତାହରେ ଏହା ବକ୍ସ ଅଫିସ୍‌ରେ ୨୦୦ କୋଟି ଟଙ୍କା ଆୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story